କବି ଅଶ୍ଵିନୀ ଦାଶଙ୍କ ଅକାଳ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାର ସର୍ବପୁରାତନ ଅନୁଷ୍ଠାନ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ କବି ଅଶ୍ଵିନୀ ଅକାଳ ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଡ.ଅଜୟ କୁମାର ତ୍ରିପାଠୀ , ଗାୟତ୍ରୀ ଦାଶ , ତନୁଜା ଶତପଥୀ , ତ୍ରିପତି ପ୍ରସାଦ ପଣ୍ଡା , ଭାଗବତ ପାଢୀ , ସ୍ୱର୍ଣ୍ଣ ପ୍ରଭା ପାଠୀ , ମୀନାକୁମାରୀ ଟହଲ , ମାଲିକାର୍ଯୁନ ପଟ୍ଟନାୟକ ,ପ୍ରମୋଦ ପାଢୀ , ଡାକ୍ତର ମୁର୍ମୁ , ଲିଙ୍ଗରାଜ ପାଣିଗ୍ରାହୀ , ବିଷ୍ଣୁ ପଣ୍ଡା , ନିତ୍ୟାନନ୍ଦ ଚୌଧୁରୀ  ପ୍ରଭୃତି ଯୋଗଦାନ କରି ଦିବଙ୍ଗତ ଅଶ୍ଵିନୀ ଦାଶଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ।

Leave A Reply

Your email address will not be published.