Sign in
Sign in
Recover your password.
A password will be e-mailed to you.
”ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ''ଆକାଂକ୍ଷା'' ମହିଳା ସଂଗଠନ ପକ୍ଷରୁ ରଜ ଉତ୍ସବ ମହା ଆଡମ୍ବରରେ ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ କଲୋନୀ ଠାରେ ପାଳିତ ହୋଇଯାଇଛି।ଏହି ଅବସରରେ ମହିଳା ସଂଗଠନ ତରଫରୁ ଏକ ସଚେତନତା ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା :- ରଜଦୋଳି , ଗୀତ ଓ…
ଘର ଛପର କରିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଯୁବକ ମୃତ, ତିନି ଶିଶୁ ଅସହାୟ
ଉମରକୋଟ / ଜିତେନ୍ଦ୍ର ମହାନ୍ତି : ଉମରକୋଟ ବ୍ଲକ ବଡ଼ କୁମାରୀ ପଞ୍ଚାୟତ ର କଇଲାରି ଗୁଡା ରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଚାଳ ଛପର ଘରେ ପାଣି ଗଳୁଥିବାରୁ ସଜାଡିବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ଯୁବକ ର ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ବଡ଼ କୁମାରୀ ପଞ୍ଚାୟତର କୋଇଲାରିଗୁଡା ର କୁଶ…
ଦିବ୍ୟାଙ୍ଗଙ୍କୁ ହ୍ଵିଲ ଚେୟାର ପ୍ରଦାନ
ପଦ୍ମପୁର - ପାଇକମାଳ ବ୍ଲକ ଅନ୍ତର୍ଗତ ସରେଇକେଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବୈତାଳଭଟା ର ଦିବ୍ୟାଙ୍ଗ ସୁଶାନ୍ତ ପଟେଲ ଓ ସମ୍ବଲପୁରୀ ଗ୍ରାମର ଉଜ୍ଜଳ ଭୋଇ ଙ୍କୁ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇଙ୍କ ଦ୍ୱାରା ପ୍ରଦତ୍ତ ହ୍ଵିଲ ଚେୟାର ସରେଇକେଲା ସରପଞ୍ଚ ଉପେନ୍ଦ୍ର ପଟେଲ, ସମିତି ସଭ୍ୟା…
ବଡବାଗ ଗାଁ ଠାରେ ଧୂମଧାମ ରେ ” ଆମ ଗାଁ ରଜ ପରବ ପାଳିତ”
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ମହାବୀର କଳା ବିକାଶ କେନ୍ଦ୍ର " ଓ "ଦଧିବାମନ ଜୀଉ ସାଂସ୍କୃତିକ ସଂଗଠନ" ମିଳିତ ଆନୁକୂଲ୍ୟରେ ମାର୍କଣ୍ଡପୁ ସ୍ଥିତ ମା ମଙ୍ଗଳା ମନ୍ଦିର ପରିସରରେ "ଆମ ଗାଁ ରଜ ପରବ " ମହା ଆଡ଼ମ୍ବର ସହକାରେ ରେ…
ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର : ଅନ୍ୟ ଦୁଇ ସାମାନ୍ୟ ଆହତ ।
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଙ୍କଡ଼ଝୋଲା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣା ରେ ଉକ୍ତ ଗ୍ରାମର ଗୋଟିଏ ପରିବାରର ୪ ଜଣ ସଦସ୍ୟ ବଜ୍ରପାତ ର ଶିକାର ହେଇଥିବାବେଳେ ଘଟଣା ସ୍ଥଳରେ ଆମରି ମାଝିଙ୍କର ପୁତ୍ର ଆକାଶ…
ଗାଁ ପିଲାଙ୍କ ଗହଣରେ ରଜପର୍ବ ପାଳନ କଲା “ବିପଦର ବନ୍ଧୁ” ।
ଭଞ୍ଜନଗର/ନିଲୁ ବିଷୋୟୀ : ସ୍ବେଛାସେବୀ ସଂଘଠନ ବିପଦରବନ୍ଧୁ ପକ୍ଷରୁ ଆଜି ନିଆରା ଢଙ୍ଗରେ ରଜ ପର୍ବ ପାଳିତ ହୋଇଛି । ସଂଘଠନ ର ତିରିଶ ରୁ ଉର୍ଦ୍ଧ୍ବ ଯୁବକ ଆଜି ପୂର୍ବ ପ୍ରସ୍ତୁତି କ୍ରମେ କୁଡୁତାଇ ପଞ୍ଚାୟତର ଉପାନ୍ତ ଗ୍ରାମ ବଣିଆପଲ୍ଲୀ ପହଁଞ୍ଚିଥିଲେ । ଗାଁ ପିଲାଙ୍କୁ ଏକାଠିକରି ନାଚ, ଗୀତ,…
ସମ୍ବାଦ ସାହିତ୍ୟ ଘରର ଦଶମ ବାର୍ଷିକୋତ୍ସବ ଓ ରଜ ଉତ୍ସବ ପାଳିତ
https://youtu.be/sF_09lAj0No
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ସମ୍ବାଦ ସାହିତ୍ୟ ଘରର ଦଶମ ବାର୍ଷିକୋତ୍ସବ ଓ ରଜ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭଗୃହରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଶ୍ରୀ ସରୋଜ କୁମାର ପଣ୍ଡା ,…
ଗଜବେଶ ରେ ତିନି ଠାକୁର।
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ / ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ସ୍ନାନୋତ୍ସବ ଓ ଗଜବେଶ ମହାଆଡ଼ମ୍ବରରେ ପାଳନ କରାଯାଇଛି । ଆଜି ସକାଳୁ ପୂଜକ ରୀତିନୀତି ଅନୁଯାୟୀ ଭୋଗ ଲାଗି କରିବା ପରେ ଶ୍ରୀଜୀଉଙ୍କୁ ସିଂହାସନରୁ ଓହ୍ଲାଇଥିଲେ ।…
ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀଙ୍କ ଝଙ୍କଡ଼ ଶାରଳା ମନ୍ଦିର ପରିଦର୍ଶନ
ଜଗତସିଂହପୁର/ସୁମନ୍ତ କୁମାର ଦାସ-ପବିତ୍ର ଜ୍ୟେଷ୍ଟପୁର୍ଣିମା ଓ ପହିଲି ରଜରେ ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରସିଦ୍ଧ ବାଣୀକ୍ଷେତ୍ର ଓ ଝଙ୍କଡ଼ ମା ' ଶାରଳା ମନ୍ଦିର ପରିଦର୍ଶନ କରିଛନ୍ତି l ମଙ୍ଗଳବାର ସକାଳ ୭ଟା ରେ ମନ୍ଦିରରେ…
ବଡ଼ପଡା ଠାରେ କରୋନା ଟୀକାକରଣ ଅନୁଷ୍ଠିତ ।
ପଦ୍ମପୁର- କରୋନାକୁ ଦୁର କରିବା ପାଇଁ ସରକାର ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦେଉଛନ୍ତି । ହେଲେ ବର୍ତ୍ତମାନ ମଧ୍ୟ ବହୁ ଲୋକ ଟିକା ନେଇ ନାହାଁନ୍ତି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବଡ଼ପଡା ଅଙ୍ଗନଓ୍ବାଡି ଠାରେ କରୋନା ଟୀକାକରଣ କରାଯାଇଛି । ଏହି ଟିକା କରଣରେ କଟ ସମୁଦାୟ ୧୦୨…