କଳାହାଣ୍ଡିରେ କିସ୍‍ର ଶାଖା: ୧୭ରେ କିସ-କଳାହାଣ୍ଡି ଆବାସିକ ବିଦ୍ୟାଳୟ ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ ବାଦିଲିଠାରେ ୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର ନୂତନ ଶାଖା କିସ୍‍- କଳାହାଣ୍ଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା…

ସଭ୍ୟତା ଯେତେ ପ୍ରଗତି ପଥରେ ବିକଶିତ ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଆମର ନୈତିକ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ''ପ୍ରଗତି'' ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୁଲ୍ୟରେ ରଜ ମଉଜ ପାଳନ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ ରଜ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ…

କାଳ ବୈଶାଖୀ ର ତାଣ୍ଡବ ରେ ଗରିବ ଗୌଡ଼ ପରିବାର ଙ୍କୁ ହୋଇ ଗଲା କାଳ, ୨୮ ଛେଳି ସହ ଏକ ବାଛୁରୀ ର ଗଲା ଜୀବନ।

 କଲ୍ୟାଣପୁର/ପ୍ରଦୀପ ଦଲାଇ -କାଳ ବୈଶାଖୀ ଦାଉ ସାଧିଛି ଗରିବ ଗୌଡ଼ ପରିବାର ଉପରେ କେତେ ଆଶା କେତେ ଭରସା ନେଇ ଛେଳି ପାଳନ କରି ନିଜ ଘରର ଗୁଜୁରାଣ ମେଣ୍ଟାଉ ଥିବା ସହ କିଛି ଦିନ ପରେ ଝିଅକୁ ଶାଶୁ ଘରକୁ ପଠାଇବା ପାଇଁ ଆସା ରଖିଥିଲେ।କିନ୍ତୁ କାଳ ବୈଶାଖୀ ର ତାଣ୍ଡବ କରିଦେଲା କାଳ, ଏହି ଭଳି ଏକ…

ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ଶିଶୁଙ୍କ ସହ ରଜ ପାଳିଲେ ସୁବର୍ଣ୍ଣପୁର ଜିଲ୍ଲାପାଲ।

କୋମଳମତୀ ଶିଶୁଙ୍କ ମୁହଁରେ ହସ ଫୁଟିଲା ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ ଆବେଗ ଓ ଉତ୍କଣ୍ଠା କୁ ହୃଦୟଙ୍ଗମ କରି ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ…

ସୋନପୁର ରେ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ଠାରେ ବୁଧବାର ୧୪ କୋଟି ୦୪ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବହୁପ୍ରତୀକ୍ଷିତ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ର ଲୋକାର୍ପଣ ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପର, ଓଡିଶା…

ବର୍ବରତାର ସମସ୍ତ ସୀମା ଅତିକ୍ରମ କରିଛି ଦୀଲ୍ଲି ପୁଲିସ୍‌ : ଶରତ ପଟ୍ଟନାୟକ

ଦିଲ୍ଲୀ ପୁଲିସର ଦମନଲୀଳାକୁ କଂଗ୍ରେସର ଦୃଢ଼ ନିନ୍ଦା ଓ ବିକ୍ଷୋଭ ନିଷ୍ପତି ଭୁବନେଶ୍ୱର : କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍‌ର ଦମନଲୀଳା ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ଏକ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୃଢ଼ ନିନ୍ଦା କରୁଛି । ଏହା ଗଣତାନ୍ତ୍ରିକ…

ଓଡ଼ିଶାରେ ହାତୀ ମୃତ୍ୟୁକୁ ନେଇ ଚିନ୍ତାବ୍ୟକ୍ତ କଲେ ଧର୍ମେନ୍ଦ୍ର

• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ପରେ ହାତୀ ମୃତ୍ୟୁ ଘଟଣାରେ କେନ୍ଦ୍ର ପରିବେଶ,ଜଙ୍ଗଲ ମନ୍ତ୍ରୀଙ୍କ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ• ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବ• ଓଡ଼ିଶା ସରକାରଙ୍କୁ…

ସମାଜର ଅନ୍ତିମ ଶ୍ରେଣୀର ଲୋକ ମାନଙ୍କ ସେବା ଓ କଲ୍ୟାଣ କରିବାର ଦାୟିତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ-ଧର୍ମେନ୍ଦ୍ର…

ଅନୁଗୋଳ ବଳରାମପ୍ରସାଦରେ ‘ବିଶାଳ ଗରିବ କଲ୍ୟାଣ ସମ୍ମିଳନୀ’କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ବଳରାମପ୍ରସାଦ/ଅନୁଗୋଳ- ମୋଦି ସରକାର ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ସେବା, କଲ୍ୟାଣ କରିବାର ଦାୟିତ୍ୱ ନେଇଛନ୍ତି । ଜନକଲ୍ୟାଣକାରୀ ଯୋଜନାର କ୍ରିୟାନ୍ୱୟନ କାରଣରୁ ଗରିବ ଲୋକମାନେ…

କନିମୁଳ ପଞ୍ଚାୟତ ବିଜେଡି ସଭାପତି ଙ୍କ ଜନ୍ମ ଦିବସ ପାଳନ ଅବସରରେ ସମ୍ବର୍ଦ୍ଧନା ଉତ୍ସବ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି l ବିଜୁ ଜନତା ଦଳର କନିମୁଳ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସଙ୍କ ୬୪ ତମ ଜନ୍ମ ଦିବସ ପାଳନ…

୧୬ ଜୁନ ରୁ ମଧ୍ୟପ୍ରଦେଶ ରେ ଜାତୀୟ ମୁଏଥାଇ ୨୦୨୨

ଓଡିଶା ରୁ ୪୮ ମୁଏଥାଇ ଖେଳାଳି ଓ ୧୦ ଅଫିସିଆଲ ଭୁବନେଶ୍ୱର : ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ "ଇଣ୍ଟରନାସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନ" ସହ ଅନୁବନ୍ଧିତ ଏକମାତ୍ର ଭାରତୀୟ ସଂସ୍ଥା "ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ" ପକ୍ଷରୁ ମଧ୍ୟପ୍ରଦେଶ ର ଦେବାସ ସ୍ଥିତ…