ପଦ୍ମପୁର -ବରଗଡ଼ ଜିଲ୍ଲା ପଦ୍ମପୁର ପୌରପରିଷଦ ରେ ଜମାଦାର ଭାବରେ ଚାକିରୀ କରି ଅବସର ଗ୍ରହଣ କରିଥିବା ଭରତ ପଧାନ( ୬୨) ଙ୍କ ବୁର୍ଲା ଡାକ୍ତର ଖାନା ରେ ଚିକିସ୍ୟାଧିନ ଅବସ୍ଥାରେ ପରଲୋକ ଘଟିଛି । ସେତାଙ୍କ ପଛରେ ସ୍ତ୍ରୀ ଉଷା ଦୁଇ ଝିଅ ମନିଷା ଓ ଆଶା ଭାଇ ପୁରନ୍ଦର ,ହୃଶିକେଶ ପୁତୁରା ଟୁନା,କୁନା କୁ ଛାଡି ଚାଲିଯାଇଛନ୍ତି । ପୁତୁରା ଟୁନା ମୁଖାଗ୍ନି ଦେଇଥିଲେ ।ସେ ଜଣେ ସରଳ,ନିଷ୍କପଟ ତଥା କର୍ତବ୍ୟପରାୟଣ ବ୍ୟକ୍ତି ଥିଲେ ।ତାଙ୍କ ଅକାଳ ବିୟୋଗ ରେ ସହରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Sign in
Sign in
Recover your password.
A password will be e-mailed to you.