Sign in
Sign in
Recover your password.
A password will be e-mailed to you.
ପୋଡାପାଡ଼ି ଯୁବ ଏକତା ୟୁଥ କ୍ଲବ କମିଟି ଆନୁକୂଲ୍ୟରେ ରଜ ଉଦଯାପିତ
କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ :ରଜର ଉତ୍ସବ ଉଠୁଛି ପଡୁଛି ଗାଁ ଠୁ ସହର | ଚଳିତ ବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ଧୁମ୍ ଧାମରେ ପାଳିତ ହେଉଛି ରଜ ପର୍ବ। ତେବେ କାଶୀପୁର ବ୍ଲକ ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳିତ ହେବାର ଦେଖିବାକୁ ମିଳୁଛି । ପୋଡ଼ ପିଠା ବନାରସି ପାନ ସହ…
ଜିଲ୍ଲାସ୍ତରୀୟ ରଜ ମହୋତ୍ସବ
https://youtu.be/sIDZ0Mnb734
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭଗ ଦ୍ୱାରା ଗୁରୁବାର ଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ପାଳିତ ହୋଇଯାଇଛି। ନାରୀ ଓ ଧରତ୍ରୀ…
ଉନ୍ନୟନ କମିଶନରଙ୍କ ସହ ଓଲଟପୁର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସଚିବ
ନିଆଳି ଓଲଟପୁର ରାସ୍ତା ଦୁଇ ଥକିଆ ହେବ.
ହସ୍ପିଟାଲ ପାରିପାର୍ଶ୍ଵିକ ଅଂଚଳର ବିକାଶ ହେବ .
ଭୁବନେଶ୍ୱର: ଓଲଟପୁର ସ୍ଥିତ ନିରତାର ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ. ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା…
ଦିଲ୍ଲୀ ପୁଲିସର ଆକ୍ରୋଶମୂଳକ ଓ ପ୍ରତିହିଂସା ପରାୟଣ ହୋଇ ଦିଲ୍ଲୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ
ରାଜ ଭବନ ସମ୍ମୁଖରେ ପିସିସି ପକ୍ଷରୁ ବିଶାଳ ପ୍ରତିବାଦ ସଭା
ଭୁବନେଶ୍ୱର : ଏଆଇସିସି କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସ୍ ମାତ୍ରାଧିକ ପ୍ରତିହିଂସା ପରାୟଣ ହୋଇ ଏ.ଆଇ.ସି.ସି. କାର୍ଯ୍ୟାଳୟରେ ପ୍ରବେଶ କରିବା ଘଟଣା ସାରା ଦେଶରେ ତିବ୍ର ଆଲୋଡ଼ନ ସୃଷ୍ଟି କରିଛି । ଏ.ଆଇ.ସି.ସି.ର ନିଷ୍ପତି ଅନୁସାରେ…
ଏକ୍ସପ୍ରେସ ଟ୍ରେନ ରହଣୀ ଓ ପସେଞ୍ଜର ଟ୍ରେନ ରହଣୀ ସମୟ ପରିବର୍ତ୍ତନ ପାଇଁ ଭାଜପା ମଣ୍ଡଳ ପକ୍ଷରୁ ରେଳ ବିଭାଗ କୁ…
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଶିକରପାଇ ପଞ୍ଚାୟତର ଜାମୁଗୁଡ଼ା ଗ୍ରାମ ନିକଟରେ ଶିକରପାଇ ରେଳ ଷ୍ଟେସନ ରହିଅଛି। ପାହାଡ଼ ଜଙ୍ଗଲ ଘେରା ଏହି ଅଞ୍ଚଳରେ ଅନେକ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀ ରହିଛି। ଏହି ଶିକରପାଇ ଷ୍ଟେସନ ଦେଇ ଏକ୍ସପ୍ରେସ ଓ…
ସମାଜ ସେବାର ଅନନ୍ୟ ଅନୁଷ୍ଠାନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍
ଦାଦନ ଶ୍ରମିକ ମୃତ ଦେହକୁ ଭିଟାମାଟିରେ ପହଞ୍ଚାଇବାରେ ନେଲା ପ୍ରମୁଖ ଭୂମିକା
ଭଞ୍ଜନଗର / ନିଲୁ ବିଷୋୟୀ : ସମାଜ ସେବା ହେଉ ବା ସାହିତ୍ୟ ଆସର, ପରିବେଶ ସୁରକ୍ଷା ହେଉ ବା କରୋନା ବିରୋଧରେ ଲଢ଼େଇ, ସବୁଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଯୁବକ ସୌମ୍ୟରଞ୍ଜନ…
କବି ଆନନ୍ଦ ପଧାନଙ୍କ ବିୟୋଗରେ ଶୋକସଭା
ତାଙ୍କ ରଚନାବଳୀ ପ୍ରକାଶିତ ହେବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି
ବରଗଡ:-କବି ଆନନ୍ଦ ଚନ୍ଦ୍ର ପଧାନଙ୍କ ବିୟୋଗରେ ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ବୁଧବାର ସନ୍ଧ୍ଯାରେ ପଡା ଗ୍ରାମରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ନାଟ୍ୟକାର ମୋହନ ସିଂଙ୍କ…
୨୦ ଜୁନ ରୁ ଗାଇସିଲେଟ ବ୍ଲକ ର ସରକାରୀ କଳ କୁ ଅଚଳ କରିବେ ଚାଷୀ !!!
ବରଗଡ:-ଆଜି ରାଜବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ସ୍ଥିତ ଗାଇସିଲେଟ ସାପ୍ତାହିକ ବଜାର ପ୍ରାଙ୍ଗଣରେ ସଭାପତି ଅରବିନ୍ଦ ପଣ୍ଡା ଙ୍କ ସଭାପତିତ୍ୱ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ୨୦୨୧ ଖରିଫ ଋତୁ ସମୟରେ ଯେଭଳି ଭାବରେ ମରୁଡି ଗ୍ରାସ କରିଥିଲା, ଚାଷୀ ମାନଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାବେ…
ଆଇଏଏସ୍ ସ୍ତରରେ ଅଦଳବଦଳ: ଭୁବନେଶ୍ୱର ଆସିଲେ ଗଂଜାମ ଜିଲ୍ଲାପାଳ
ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ୍ ସ୍ତରରେ କରିଛନ୍ତି ଅଦଳବଦଳ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଏମସି କମିଶନର ଭାବେ ବଦଳି କରାଯାଇଥିବା ବେଳେ ତାଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ଓ କ୍ରଟର ଦାୟିତ୍ୱ ଅତିରିକ୍ତ ଭାବେ ପ୍ରଦାନ କରାଯାଇଛି | ସୁନ୍ଦରଗଡ ଜିଲ୍ଲାପାଳ ଥବା…
ଟ୍ରକ ଓ ବାଇକ ଧକ୍କା ଜଣେ ଗୁରୁତର ଆହତ ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାର ଉପରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଜଣେ ବାଇକ ଆରୋହି ଯାହାର ଗାଡି ନଂ OD-o5 AA9859 ହିରୋ ଗ୍ଲାମରକୁ ଏକ ଟ୍ରକ ଯାହାର ନଂ OR 09 D 8659 ଧକ୍କା…