Sign in
Sign in
Recover your password.
A password will be e-mailed to you.
ଡ଼ଃ ବେଣୀମାଧବ ପାଢ଼ୀ ସ୍ମାରକୀ ବକ୍ତୃତାମାଳା ସମାରୋହ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ରବିବାର ଦିନ ବ୍ରହ୍ମପୁର ସ୍ଥିତ "କଳିଙ୍ଗ ସାହିତ୍ୟ ସମାଜ"ର ନିବେଦକରେ କଳିଙ୍ଗ ସାହିତ୍ୟ ସମାଜ ଓ ଉତ୍କଳ ହିତୈଷିଣୀ ସମାଜର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା , ସାହିତ୍ୟ ଓ…
ବିଦ୍ୟୁତ୍ ସମସ୍ୟା ନେଇ ଜନ ସାଧାରଣ ରେ ତୀବ୍ର ଅସନ୍ତୋଷ
ନୂଆଗାଁ,: ନୟାଗଡ ଜିଲ୍ଲା ନୂଆଗାଁ ସେକ୍ସନ ରେ ବିଦ୍ୟୁତ ର ଚାଲିଛି ଲୁଚକାଳି ଖେଳ।ଗ୍ରାହକ ସମେତ ଜନସାଧାରଣ ରେ ତୀବ୍ର ଅସନ୍ତୋଷ।ନୂଆଗାଁ ସେକ୍ସନ ଅଧୀନରେ ନୂଆଗାଁ, ଜାକେଡା,କୋରଡ଼ା,ଆଦି ପଞ୍ଚାୟତ ଅଧୀନରେ ଥିବା ଗ୍ରାମ ଗୁଡିକରେ ବିଦ୍ୟୁତ ବିଭାଗର ଶହ ଶହ ଗ୍ରାହକ ଥିବାବେଳେ ,ବିଦ୍ୟୁତ ସମସ୍ୟା…
ନାଉଗାଁ ବ୍ଲକ ର ଗଜରାଜପୁର କୃଷି ସମବାୟ ସମିତିର ନିର୍ବାଚନ
ଜଗତସିଂହପୁର,/ସୁମନ୍ତ କୁମାର ଦାସ:ନାଉଗାଁ ବ୍ଲକ ର ଗଜରାଜପୁର କୃଷି ସମବାୟ ସମିତିର ନିର୍ବାଚନ ପ୍ରକ୍ରିୟା ଆଜି ଶେଷ ହେବା ସହ ଫଳାଫଳ ପ୍ରକାଶିତ ହୋଇଅଛି l ଖବରରୁ ଜଣାପଡିଛି କି ନାଉଙ୍ଗା ବ୍ଲକର ଚାରୋଟି ପଞ୍ଚାୟତ, କୁ ନେଇ ଗଜରାଜପୁର ସୋସାଇଟି ଗଠିତ l ପଞ୍ଚାୟତ ହେଉଛନ୍ତି ଗଜରାଜପୁର,…
ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କ ଯୋଗଦାନ
ଭଞ୍ଜନଗର /ନିଲୁ ବିଷୋୟୀ : ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଶ୍ରୀ ଜ୍ୟୋତି ଶଙ୍କର ରାୟ ଯୋଗଦାନ କରିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହାୟକ ଜିଲ୍ଲାପାଳ ସଞ୍ଜୟ କୁମାର ସାହୁ, ଏଷ୍ଟାବ୍ଲିସମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ…
ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ସୁନା ନେଇ ମହିଳା ଚମ୍ପଟ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଂଚାୟତ ର ଗଇଠି ପୁର ଗ୍ରାମର ମୋନାଲିସା ସୁତାର (ପିଙ୍କି ) କୋଡିଏ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ ଏବଂ ସୁନା ଯାହାକି 50ଗ୍ରାମ ରୁ ଉର୍ଦ୍ଧ ହେବ ନେଇ ଚମ୍ପଟ ମାରିଛନ୍ତି l ଯାହାକି ତିର୍ତ୍ତୋଲ ଥାନାରେ ତାଙ୍କ ନାଁରେ ବନଜା…
ବିପର୍ଯ୍ୟୟ ପରିଚାଳନାଗତ ମକଡ୍ରିଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକ କାର୍ଯ୍ୟାଳୟ ପରିସରରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ , ବ୍ଲକ ଅଧ୍ଯକ୍ଷ ରଞ୍ଜିବ ଶବର , ଚନ୍ଦ୍ରଗିରି ଜିଲ୍ଲାପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀ , ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ…
ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କାଶୀପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଜି ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କାଶୀପୁର ବ୍ଳକଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ପିଡ଼ି,ଡିଆର୍ଡିଏ, ରାୟଗଡ ରବିନାରାୟଣ…
ନୂଆଗାଁ ବ୍ଲକ୍ ରେ ଖୋଲିଲା ଆଦର୍ଶ ବିଦ୍ୟାଳୟ,ଉତ୍ସାହିତ ଅଭିଭାବକ ଓ ଛାତ୍ର ଛାତ୍ରୀ
ନୂଆଗାଁ/ସୁବ୍ରତ ପରିଡା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଖୋଲିଲା ଆଦର୍ଶ ବିଦ୍ୟାଳୟ। ଏନେଇ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଅଧ୍ୟୟନ ପାଇଁ ନୂଆଗାଁ ହାଇସ୍କୁଲ ପରିସରରେ ଥିବା ହରିହର ଭବନ ଗୃହ ରେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ , ଶିକ୍ଷୟତ୍ରୀ ମାନଙ୍କ ତରଫରୁ ପ୍ରବେଶ ଉତ୍ସବ ଅନୁଷ୍ଠିତ…
ନିଜର ଉତ୍କର୍ଷ ପୁଣି ବଜାୟ ରଖିଲା ସୋଆ: ନାକ୍ ରୁ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ
ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍ନାଲ୍ ଆସେସ୍ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ୍ (ନାକ୍)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍ରୁ…
ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣୀ
ଭଞ୍ଜନଗର / ନିଲୁ ବିଷୋୟୀ : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ…