ଓଡ଼ିଶା ଲୋକ ସେବା ଆୟୋଗ ଅଧ୍ୟକ୍ଷଙ୍କ ଦ୍ୱାରା ରାଜ୍ୟପାଳଙ୍କୁ ବାର୍ଷିକ ରିପୋର୍ଟ ପ୍ରଦାନ ।

ଭୁବନେଶ୍ୱର:ଓଡ଼ିଶା ଲୋକ ସେବା ଆୟୋଗ ଅଧ୍ୟକ୍ଷ ଡ଼. ସତ୍ୟଜିତ ମହାନ୍ତି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୨୦୨୧-୨୨ର ବାର୍ଷିକ ରିପୋର୍ଟ ପ୍ରଦାନ କରିଛନ୍ତି ।/ ଅଧ୍ୟକ୍ଷ ଡ଼. ମହାନ୍ତି ଓଡ଼ିଶା ଲୋକ ସେବା ଆୟୋଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳଙ୍କୁ…

ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଟେବଲ ଟପ କର୍ମଶାଳା

   ବଲାଙ୍ଗିର:  ଜିଲ୍ଲାପାଳଙ୍କ କାର୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଟେବଲ ଟପ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି ଜିଲ୍ଲା ସ୍ତରୀୟ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ ଅଧ୍ୟକ୍ଷତା କରିଥିଲେ ।…

ଜିଲ୍ଲାସ୍ତରୀୟ ରଜ ମହୋତ୍ସବ

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲା ପାଠାଗାର ପରିସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ତଥା ଜିଲ୍ଲା ସଂସ୍କୃତି ପରିଷଦ ତଥା ଜିଲ୍ଲା ପ୍ରଶାସନ ର ଆୟୋଜନ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଙ୍କ ସଭାପତିତ୍ବରେ…

ବ୍ଳକସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ।

ଉମରକୋଟ/ଜିତେନ୍ଦ୍ର ମହାନ୍ତି --ଉମରକୋଟ ବ୍ଳକ ସଭା ଗୃହ ଠାରେ ବ୍ଳକ ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପିଡି ଡିଆରଡିଏ ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉମରକୋଟ ବିଡିଓ ହିମାଞ୍ଚଳ ମାଝୀ, ତହସିଲଦାର ଏନ. ଜଗତ ଜୀବନ…

ଦିଲ୍ଲୀ ପୁଲିସର ଦମନଲୀଳାକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସର ଦୃଢ଼ ନିନ୍ଦା ଓ ବିକ୍ଷୋଭ ପ୍ରଦର୍ଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଦିନ କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍‌ର ଦମନଲୀଳା ବିରୋଧରେ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗଜପତି ଜିଲ୍ଲା…

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ…

ଖୁରୀଗାଁ ପଞ୍ଚାୟତ ଉପର ମାଣ୍ଡ ଝୁଲା ଗ୍ରାମ ବଜ୍ରପାତ ଯୋଗୁ 18ଟି ଗାଈଙ୍କ ମୃତ୍ୟୁ

କାଶୀପୁର ରୁ ବୈକୁଣ୍ଠ ଦୁରିଆ:କାଶୀପୁର ବ୍ଲକ ଖୁରୀଗାଁ ପଞ୍ଚାୟତ ଅନ୍ତର୍ଗତ ଉପର ମାଣ୍ଡିଝୁଲା ଗ୍ରାମରେ ବଜ୍ରପାତ ଯୋଗୁଁ 18ଟି ଗାଈ ଙ୍କ ମୃତ୍ୟୁ ହୋଇଛି |ଆଜି ଅପରାହ୍ନ ସମୟରେ ଗାଈ ପାହାଡ଼ ରେ ବଜ୍ରପାତ ଯୋଗୁଁ 18ଟି ଗାଈ ମୃତ୍ୟୁ ହୋଇଥିବା ବେଳେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଙ୍କୁ ସରକାରୀ…

ଜମି ହଡପ ଘଟଣା: ଶବ ରଖି ଧାରଣା ଦେବା ପରେ ମଧ୍ୟ ମିଳିଲା ନି ନ୍ୟାୟ ।

କାଶୀପୁର /ବୈକୁଣ୍ଠ ଦୁରିଆ: ଗତ ଏପ୍ରିଲ ମାସ26 ତାରିଖରେ ଜମି ହଡ଼ପ ଅଭିଯୋଗ ରେଜମି କ୍ରେତାଙ୍କ ଦୋକାନ ଆଗରେଶାଶୁ ଙ୍କଶବ ରଖି ଧାରଣା ଦେଇ ଥିଲେଜଣେ ବିଧବା ବୋହୂ ।କିନ୍ତୁ ପୁଲିସ,ପ୍ରଶାସନଏଥିରେ ହସ୍ତକ୍ଷେପ କରି ନ୍ୟାୟଦେବାର ପ୍ରତିଶ୍ରୁତିଦେବା ପରେ 30ଘଣ୍ଟାର ଧାରଣା ପ୍ରତ୍ୟାହାର କରିଥିଲେ…

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନିତିକାନ୍ତି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସହ ଆଲୋଚନା କଲେ ରଶ୍ମି ମହାପାତ୍ର

ଏକାମ୍ର ଭୁବନେଶ୍ୱର(ଶାସକ ପ୍ରଶାସକ) : ଚଳିତ ବର୍ଷ ଶିବ ବିବାହ ଏବଂ ଶୀତଳ ଷଷ୍ଠୀ ପର୍ବରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଙ୍କ ନୀତିକାନ୍ତିରେ ସାମାନ୍ୟ ବିଭ୍ରାଟ ଦେଖାଦେଇଥିଲା । ଦୀର୍ଘ ସାତ ବର୍ଷ ଧରି ଶ୍ରୀ କପିଳ ନାଥ ଆଉ ଶ୍ରୀ ଲିଙ୍ଗରାଜଙ୍କ ସହିତ ଯାତ୍ରାକୁ ଆସୁ ନାହାନ୍ତି। ତତ୍କାଳୀନ…

ପ୍ରେମୀ ଯୁଗଳଙ୍କ ସନ୍ଦେହ ଜନକ ମୃତ୍ୟୁ.: ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ହେବ ସ୍ପଷ୍ଟ

ଦୁଇ ସମ୍ପର୍କୀୟ ଭାଇ ଭଉଣୀ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ ! ଶବ ଜବତ କରି ତଦନ୍ତ ଆରମ୍ଭ ଜାରି ରଖିଛି ପୋଲିସ ସଇଁତଲା/ ତରୁଣ କୁମାର ବେହେରା: ଦୁଇ ସମ୍ପର୍କୀୟ ଭାଇ ଭଉଣୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବା ଏବଂ ଏହାକୁ ପରିବାର ଲୋକେ ବିରୋଧ କରିବାରୁ ଆତ୍ମହତ୍ୟା…