Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି :୩୮ଅଭିଯୋଗର ତତ୍କାଳ ଫଇସଲା
ଓଡ଼ଗାଁ: (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଡ଼ା ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡା. ଟୁଡୁ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗକୁ ଶୁଣିବା ସହ ଅଭିଯୋଗର…
ବିଶ୍ୱକୁ ‘ଯୋଗ’ ଉପହାର ଦେବାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ: ଡ.ଲେଖାଶ୍ରୀ
ଭୁବନେଶ୍ୱର,: ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଆଜାଦି ଅମୃତ ମହୋତ୍ସବ ସ୍ୱର୍ଣ୍ଣିମ ଦିବସ ଅବସରରେ ପାଳନ ହେବାକୁ ଯାଉଛି ବିଶ୍ୱ ଯୋଗ ଦିବସ । ବିଶ୍ୱକୁ ଯୋଗ ଉପହାର ଦେବାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ସୁସ୍ଥ ଦେଶ ଓ ବିଶ୍ୱ ଗଠନ କରିବା ଲାଗି ମୋଦି ସରକାର ସଦାସର୍ବଦା ନୂଆ ଢ଼ାଂଚା…
ଜେକେ କାଗଜକଳର ଭୂତପୂର୍ବ ଚେୟ୍ୟାରମ୍ୟାନ ସ୍ୱର୍ଗତ ଶ୍ରୀ ହରିଶଙ୍କର ସିଂଘାଣିଆଙ୍କ ଜୟନ୍ତୀ ପାଳନ ଅବସରର ରକ୍ତଦାନ ଶିବିର
ରାୟଗଡ(ସରୋଜ କୁମାର ସାହୁ):ରାୟଗଡ ବ୍ଲଡ ବ୍ୟାଙ୍କ ଓ ରେଡକ୍ରସ ସହାୟତାରେ ଜେକେ କାଗଜ କଳ ପରିସରରେ ଜେକେ କାଗଜ କଳ ଗ୍ରୁପର ଭୂତପୂର୍ବ ଚେୟ୍ୟାରମ୍ୟାନ ସ୍ୱର୍ଗତ ଶ୍ରୀ ହରିଶଙ୍କର ସିଁଘାଣିଆଙ୍କର ୮୯ ତମ ଜନ୍ମ ବାର୍ଷିକି ପାଳନ ଅବସରରେ ଜେକେ ମେଡିକାଲ ସେଣ୍ଟର ଠାରେ ଏକ ରକ୍ତଦାନ ଶିବିରର ଆୟୋଜିତ…
କମେଣ୍ଟ ମରାକୁ ନେଇ ଅଶାନ୍ତ ପୀର ଜାହାନିଆଁ ବେଳାଭୁମି ।
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ଅଧିନ ପୀର ଜାହାନିଆଁ ବେଳାଭୁମି ଏକ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ବର୍ଷକ ବାରମାସ ଯାକ ରାଜ୍ୟ ତଥା ପୃଥିବୀର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ମାନେ ଆସିଥାନ୍ତି ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ।ହେଲେ…
ଏକାମ୍ର ହାଟରେ କ୍ରାଫ୍ଟ ବଜାର ଉଦ୍ଘାଟିତ
ଭୁବନେଶ୍ୱର(ଶାସକ ପ୍ରଶାସକ):ଭାରତ ସରକାରଙ୍କ ଅଧୀନସ୍ଥ ବିକାଶ ଆୟୁକ୍ତ (ହସ୍ତଶିଳ୍ପ)ଙ୍କ ଆର୍ଥିକ ସହାୟତାରେ ଏବଂ ଓଡ଼ିଶା ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ମିଳିତ ସହାୟତା କ୍ରମେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟଠାରେ…
ରାଞ୍ଚି ବିଜୟୱାଡା ଜାତୀୟ ରାଜପଥରେ ଡ୍ରାଇଭରକୁ ଗଛରେ ବାନ୍ଧି ଟଙ୍କା ଲୁଟ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମ ନିକଟସ୍ଥ ରାଞ୍ଚି ବିଜୟୱାଡ଼ା ରାସ୍ତାରେ ଏକ ପିକଅପ୍ ଭ୍ୟାନ ରୁ ସାଢ଼େ ୩ଲକ୍ଷ୍ୟ ଟଙ୍କା ଲୁଟ ହୋଇଥିବା ନେ଼ଇ ଦେବଗଡ଼ ଥାନା ରେ ଲିଖିତ ଅଭିଯୋଗ ହୋଇଛି। ପଲସର ଗାଡ଼ିରେ ୨ଜଣ ଯୁବକ ଆସି ଡ୍ରାଇଭର ଠାରୁ ନଗଦ ସାଢ଼େ…
ଲ୍ୟାମ୍ପସ ନିର୍ବାଚନ ର ଫଳାଫଳ ପ୍ରକାଶିତ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ଲ୍ୟାମ୍ପସର15 ନିର୍ଦ୍ଦେଶକପଦଵୀ ମଧ୍ୟରୁ ଆଜିସାତ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି ।ଏକ ନମ୍ବର ନିର୍ବାଚନ ମଣ୍ଡଳୀ ରୁ ହରିଶ୍ଚନ୍ଦ୍ର ମାଝୀନିକଟ ତମ ପ୍ରତିଦ୍ବନ୍ଦୀ ବୃନ୍ଦାବନ ମାଝୀଙ୍କ1ଠାରୁ ଛଅ ଖଣ୍ଡ…
ଗାଲେରୀ କଲେଜ ରେ ଶୋକ ସଭା
ଭଞ୍ଜନଗର /ନିଲୁ ବିଷୋୟୀ : ଭଞ୍ଜନଗର ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ଗାଲେରୀ ମହାବିଦ୍ୟାଳୟର ପ୍ରଥମ ପରିଚାଳନା ସମ୍ପାଦକ ତ୍ରିନାଥ ଗୌଡ଼ଙ୍କ ବିୟୋଗରେ କଲେଜ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମସ୍ତ…
ବସ ଟର୍ମିନାଲ ନିର୍ମାଣ ପାଇଁ ଘଟଣାସ୍ଥଳ ପରିଦର୍ଶନ
ବାସୁଦେବପୁର/ପ୍ରତାପ ପାଢ଼ୀ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ପୌରାଞ୍ଚଳ ତାରିଣୀ ଛକ ନିକଟରେ ବହୁ ପ୍ରତିକ୍ଷିତ ସ୍ଥାୟୀ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଆଜି ଦିନ 12ଟା ସମୟରେ ଓଡିଶା ରାଜ୍ୟ ଆରକ୍ଷୀ ଗୃହନିର୍ମାଣ ଓ କଲ୍ୟାଣ ନିଗମ ର ପରିବହନ ବିଭାଗର ଏକ ଦଳ ଘଟଣା ସ୍ଥଳ ପରିଦର୍ଶନ…
ବସ ଟର୍ମିନାଲ ନିର୍ମାଣ ପାଇଁ ଘଟଣାସ୍ଥଳ ପରିଦର୍ଶନ
ବାସୁଦେବପୁର/ପ୍ରତାପ ପାଢ଼ୀ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ପୌରାଞ୍ଚଳ ତାରିଣୀ ଛକ ନିକଟରେ ବହୁ ପ୍ରତିକ୍ଷିତ ସ୍ଥାୟୀ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଆଜି ଦିନ 12ଟା ସମୟରେ ଓଡିଶା ରାଜ୍ୟ ଆରକ୍ଷୀ ଗୃହନିର୍ମାଣ ଓ କଲ୍ୟାଣ ନିଗମ ର ପରିବହନ ବିଭାଗର ଏକ ଦଳ ଘଟଣା ସ୍ଥଳ ପରିଦର୍ଶନ…