Sign in
Sign in
Recover your password.
A password will be e-mailed to you.
ତ୍ରିପାଠୀ ଟ୍ୟୁଟରିଆଲରେ ନିର୍ବାଚନ ଅନୁଷ୍ଠିତ
ଭଞ୍ଜନଗର /ନିଲୁ ବିଷୋୟୀ : ଭଞ୍ଜନଗର ତ୍ରିପାଠୀ ଟ୍ୟୁଟରିଆଲ ରେ ବିଭିନ୍ନ ପଦପଦବୀ ନିମନ୍ତେ ଚଳିତ ବର୍ଷ ନିର୍ବାଚନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ନିର୍ବାଚନ ପ୍ରକ୍ରିୟା ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିବା ଓ ଭାରତ ଏକ ଗଣନ୍ତନ୍ତ୍ର ରାଷ୍ଟ୍ର ଏହାର ପ୍ରକୃତ ଅର୍ଥ…
ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା, ଭଡା ଘରୁ ମିଳିଲା ସୂଇସାଇଡ ନୋଟ୍
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା | ଧାରାବାହିକ "କେମିତି କହିବି କହ"ରେ ସେ ଅଭିନୟ କରିଥିଲେ l ନୟାପଲ୍ଲୀ ଅନ୍ତର୍ଗତ ବଡ଼ସାହିରେ ରଶ୍ମି ଭଡାରେ ରହୁଥିଲେ l ତାଙ୍କର ଆତ୍ମହତ୍ୟାକୁ ନେଇ ସମସ୍ତେ ପ୍ରଶ୍ନ କରୁଛନ୍ତି ଯେ କାହିଁକି ଟେଲି…
ଲଭ ସେକ୍ସ ପରେ ଅନ୍ତରଙ୍ଗ ଭିଡିଓ ଭାଇରଲ
ଅଶ୍ଳୀଳ ଭିଡିଓ ଏବେ ଘୁରି ବୁଲୁଛି ମୋବାଇଲ ଟୁ ମୋବାଇଲ
ଭାଇରଲ ଭିଡିଓ କୁ ନେଇ ଥାନାର ଦ୍ୱାରସ୍ଥ ହେଲେ ପୀଡିତା
ପ୍ରେମିକ କୁ ଗିରଫ ପରେ କୋର୍ଟ ଚାଲାଣ
ଲଭ ଆଳରେ ସେକ୍ସ କାରବାର ଅଭିଯୋଗ
ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର: ପ୍ରଥମେ ପ୍ରେମ l ପ୍ରେମ ପରେ ସମ୍ପର୍କ କୁ…
ସମବାୟ ସମିତି ନିର୍ବାଚନ ଅନୁଷ୍ଠିତ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକରେ ଥିବା ୨୯ଟି ସେବା ସମବାୟ ସମିତି ରେ ଥିବା ୪୩୫ଟି ନିର୍ଦ୍ଦେଶକ ପଦ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ବାରକୋଟ ବ୍ଲକ୍ ଅନ୍ତର୍ଗତ ଗୁରୁସଙ୍ଗ, କଲା, ଦଣ୍ଡାସିଂହା, ବସଲୋଇ ଓ କଣ୍ଟାପାଲି ସେହିପରି ତିଲେଇବାଣୀ ବ୍ଲକର ସୁଗୁଡ଼ା,…
ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା, ବ୍ଲକ ସ୍ତରୀୟ ମୋକ ଡ୍ରିଲ ଅନୁଷ୍ଠିତ।
ଉମରକୋଟ/ ଜିତେନ୍ଦ୍ର ମହାନ୍ତି -ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଜୁନ ୧୯ ତାରିଖରେ ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା ପରିଚାଳନା ବିଷୟରେ ଏକ ମୋକ ଡ୍ରିଲ ଅଭ୍ୟାସ କରାଯାଇଥିଲା। ଆଜି ନବରଙ୍ଗପୁର ଜିଲ୍ଲା ଜିଲ୍ଲାର ଉମରକୋଟ ପୈାର ପରିଷଦର ଡିଏନକେ ଠାରେ ଥିବା ବହୁମୂଖୀ…
“ନିଖିଳ ଉତ୍କଳ କୁଲି ମେହେର ସମାଜ ” ର ରାଜ୍ୟସ୍ତରୀୟ ମହାସଭା
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ର ଅଗ୍ରସେନ୍ ଭବନ ଠାରେ "ନିଖିଳ ଉତ୍କଳ କୁଲି ମେହେର ସମାଜ " ର ରାଜ୍ୟସ୍ତରୀୟ ମହାସଭାର ଆୟୋଜନ କରାଯାଇଥିଲା । ସମାଜର ସଭାପତି ଶ୍ରୀଯୁକ୍ତ ଧନସିଂ ମେହେରଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିୟମ ଅନୁଯାୟୀ ନୂତନ କାର୍ଯ୍ୟକର୍ତା…
ସୋନିଆ ଗାନ୍ଧୀଙ୍କ ଶୀଘ୍ର ଆରୋଗ୍ୟ କାମନା କରି ସମୂହ ଦୀପଦାନ – ଭୁବନେଶ୍ୱର ଜିଲ୍ଲା କଂଗ୍ରେସ
ଭୁବନେଶ୍ୱର - ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ତରଫରୁ ଆଜି ରାମ ମନ୍ଦିର ସାମନାରେ ୧୦୮ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହି ସମୂହ ଦ୍ୱୀପଦାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସୁବ୍ରତ…
ସିକିଲ ସେଲ ନିରାକରଣ ପାଇଁ ଗର୍ଭଧାରଣ ପୂର୍ବରୁ ପରୀକ୍ଷା ଜରୁରୀ
କିମସରେ ବିଶ୍ୱ ସିକିଲ ସେଲ ସଚେତନତା ଦିବସ
ଭୁବନେଶ୍ୱର: ସିକିଲ ସେଲ ରୋଗରୁ ଶିଶୁଙ୍କୁ ଦୂରେଇ ରଖିହେବ। ଏହାର ସମ୍ଭାବନା ୫୦ ପ୍ରତିଶତ ବଂଶାନୁକ୍ରମିକ ରକ୍ତ ସମ୍ବନ୍ଧୀୟ ସମସ୍ୟା ହୋଇଥିବାରୁ ଗର୍ଭଧାରଣ ପୂର୍ବରୁ ପିତାମାତା ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ବିଶ୍ୱ ସିକିଲ ସେଲ ଦିବସ…
ଭଲ ଅଛି ଜଗା: ସ୍ୱାସ୍ଥ୍ୟାବସ୍ଥା ସନ୍ତୋଷଜନକ
ପରବର୍ତ୍ତୀ ଅବସ୍ଥାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ
ସରକାର ଏ ବାବଦରେ ସମସ୍ତ ଖର୍ଚ୍ଚ ବହନ କରିବେ
ଭୁବନେଶ୍ୱର,(ଶାସକ ପ୍ରଶାସକ)- ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ତା’ର ବାପା ଓ ମା’ଙ୍କ ସହିତ ଏସ୍ସିବି ମେଡିକାଲ କଲେଜ, କଟକକୁ…
ବ୍ୟାଙ୍କ ସମୂହ ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମିକ୍ଷା କମିଟି ବୈଠକ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ବ୍ୟାଙ୍କ ସମୂହ ଜିଲ୍ଲା ପରାମର୍ଶ ଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମିକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି l ଵୈଠକରେ ଅଧ୍ଯକ୍ଷ ତା କରି…