ହାଟଡିହି ମକରଧ୍ବଜ ଯେନା) : କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ବିଦ୍ୟୁତ୍ କେନ୍ଦ୍ର ର ବିଶ୍ବକର୍ମା ପୂଜା ମହାଅଡମ୍ବରରେ ପାଳିତ ହୋଇଯାଇଅଛି। କୂଳ ପୂରୋହିତ ଧରଣୀ ଧର ଦ୍ବୀବେଦି ଙ୍କ ଦ୍ବାରା ପୂଜାପାଠ ର ଆୟୋଜନ କରାଯାଇଥିବା ବେଳେ କର୍ତ୍ତା ଭାବରେ ପ୍ରଦିପ କୁମାର ଜେନା ଙ୍କ ଦ୍ବାରା ସଂଙ୍କଳ୍ପ କରାଯାଇଥିଲା।ବିଶ୍ବକର୍ମା ପୂଜା ଦେଖିବାକୁ ଆସିଥିବା ଶହ ଶହ ଭକ୍ତଙ୍କୁ ପାଇଁ ପ୍ରସାଦ ସେବନ ସହିତ କଞ୍ଚାମୃତ ଭୋଗ ପ୍ରଦାନ କରାଯାଥିଲା।ସନ୍ଧ୍ୟା ରେ ଭଜନ କୀର୍ତ୍ତନ ସହିତ ଏକ ମେଲୋଡି ପୋଗ୍ରାମ୍ କରାଯାଇଥିଲା।ଏଥିରେ ଲାଇନ୍ ମ୍ୟାନ ଇତିକାନ୍ତ ପାଢି,ଚନ୍ଦନ କୁମାର ପଣ୍ଡା,ପବିତ୍ର କୁମାର ସେଠି,ଭଗବାନ୍ ବେହେରା,ଉତ୍ତମ କୁମାର ମିଶ୍ର,ଦେବେନ୍ଦ୍ର ଯେନା,ପ୍ରମୁଖ ବିଦ୍ୟୁତ୍ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post