Sign in
Sign in
Recover your password.
A password will be e-mailed to you.
ନୌବାହିନୀର ଯୁବ ଲେଫଟେନେଣ୍ଟ କମାଣ୍ଡର ସନ୍ତୋଷ ପାତ୍ରଙ୍କ ଅକାଳ ବିୟୋଗକୁ ନେଇ ଶୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ସ୍ବର୍ଗତ ଲିଙ୍ଗରାଜ ପାତ୍ର , ମାତା ମନୋରମା ପାତ୍ରଙ୍କ ଏକ ମାତ୍ର ନୌବାହିନୀ ଯୁବ ଲେଫଟେନେଣ୍ଟ କମାଣ୍ଡର ସନ୍ତୋଷ ପାତ୍ରଙ୍କ କେରଳ ରାଜ୍ୟର କୋଚି ଠାରେ ଚିକିତ୍ସାଧିନ ସମୟରେ ମୃତ୍ୟୁ…
ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତି “ଆରୋଗ୍ୟ ରତ୍ନ ୨୦୨୨” ରେ ଭୂଷିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହୋଲିଷ୍ଟିକ ମେଡ଼ିସିନ ରିସର୍ଚ୍ଚ ଫୋଣ୍ଡସନ (HMRF) ଦ୍ୱାରା ଆୟୋଜିତ ୨ୟ ପାରମ୍ପରିକ ଔଷଧ ବିଶ୍ଵ ସମ୍ମିଳନୀର ଏକ ବର୍ଣ୍ଣାଢ଼୍ୟ ସମାବର୍ତ୍ତନ କାର୍ଯକ୍ରମରେ ସିଫା (sifa)ଆନ୍ତର୍ଜାତୀୟ ପୁରସ୍କାର ଓ ସମାବର୍ତ୍ତନ ଉତ୍ସରେ ଯୁବ ଡକ୍ଟର ନରସିଂହ…
ସ୍କୁଲ ଗେଟରେ ତାଲା ପକାଇ ଶିକ୍ଷୟତ୍ରୀଙ୍କୁ ଅଟକ ରଖିଲେ ଅଭିଭାବକ
ଖଇରା,(ବୁଲୁ ଲେଙ୍କା )ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଧୁବାଗଢିଆ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ।ଗତକାଲି ଉକ୍ତ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ପ୍ରଧାନ ସ୍କୁଲରେ ବଲ ଖେଳୁଥିବା ବେଳେ ବଲଟି ଶିକ୍ଷୟତ୍ରୀଙ୍କ ମୁଣ୍ଡରେ ବାଜିଥିଲା।ଶିକ୍ଷୟତ୍ରୀ…
ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସ୍ବାସ୍ଥ୍ୟ ମେଳା
ବାଲିପାଟଣା : ଡାକ୍ତର ଶ୍ରୀକାନ୍ତ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ଏକ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଡି.ଇ.ଆଇ.ସି କ୍ୟାପିଟାଲ ହସପିଟାଲର ବିଭିନ୍ନ ବିଭାଗରେ ବିଶେଷଜ୍ଞ ମାନେ ୦-୧୮ ବର୍ଷ…
ପିଇବା ପାଣି ମିଳୁନଥିବାରୁ ମୁଣ୍ଡରେ ଗରା ମୁଣ୍ଡାଇ ବ୍ଲକ ଆଗରେ ପହଁଚିଲେ ଗ୍ରାମବାସୀ।
ଖଇରା, (ବୁଲୁ ଲେଙ୍କା ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବାଉଁଶଗଢିଆ ଗାଁର ଆଦିବାସୀ ସାହିର ଲୋକଙ୍କୁ ପିଇବା ପାଇଁ ସୁଦ୍ଧ ପାଣି ମିଳୁନାହିଁ ।ଫଳରେ ଆଜି ଶତାଧିକ ଗ୍ରାମବାସୀ ଗରା, ବାଲଟି ଧରି ଏକ ରାଲି କରିବା ସହିତ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି।ଏହି ଗାଁଟି ପାହାଡ଼ ନିକଟରେ ହୋଇଥିବାରୁ…
ଦନ୍ତା ନେଲା ଦୁଇ ଜୀବନ
ହାତୀ ଉପଦ୍ରବ ରେ ଲୋକେ ଅତିଷ୍ଠ
ହାତୀ ଘଉଡାଇବା ରେ ଅସମର୍ଥ ବନବିଭାଗ
ସାରସକଣା ରୁ ଦିପୁ ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଦିଗାରିଶୋଳ ଗ୍ରାମରେ ୭୦ ରୁ ଉର୍ଦ୍ଧ ଝାଡଖଣ୍ଡି ହାତୀଙ୍କ ଉପଦ୍ରବ ଥମିବାର ନାମ ଧରୁନାହିଁ। ଚାରି ଦିନ ହେଲା ସାରସକଣା…
ପ୍ରତିଶ୍ରୁତି ପୂରଣ କଲେ ତତ୍କାଳୀନ ମନ୍ତ୍ରୀ ସୁଶାନ୍ତ ସିଂ ଓ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା
ହାଇ ଲେବୁଲ ବ୍ରିଜ ପାଇଁ ଅଞ୍ଚଳ ବାସୀ ଜଣାଇଲେ କୃତଜ୍ଞତା
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଖମରା ଠାରେ ଗତ ଜାନୁଆରୀ ମାସ ସାତ ତାରିଖ ଦିନ ପଦ୍ମପୁର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଓ ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର…
ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଶିଶୁଙ୍କ ଚକ୍ଷୁର ଦୃଷ୍ଟି ପଟଳ ସମସ୍ୟା ସମ୍ପର୍କିତ ସ୍କ୍ରିନିଙ୍ଗ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ୩୪ ସପ୍ତାହ ଠାରୁ କମ ବୟସର ଜନ୍ମିତ ଶିଶୁ ଏବଂ ୨ କେଜିରୁ କମ ଓଜନ ଥିବା…
ଏଡିଏମ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ସ୍ଥଗିତ ।
ଗୁରୁବାର ଠାରୁ ସ୍ବାଭାବିକ ଭାବରେ ଖୋଲାହେବ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।
ପଦ୍ମପୁର-ଫସଲ ବୀମା ପ୍ରଦାନ ଓ ମରୁଡି ଘୋଷଣା ଦାବିରେ ଦୀର୍ଘ ନଅ ଦିନ ହେବ ରାଜବୋଡାସମ୍ବର କୄଷକ ସଙ୍ଗଠନ ପକ୍ଷରୁ ଉପଜିଲ୍ଲାପାଳ ଅଫିସକୁ ତାଳାଦେଇ ବନ୍ଦ କରିବା ସହ ଆନ୍ଦୋଳନ କରୁଛନ୍ତି । ବୁଧବାର ସନ୍ଧ୍ୟା ସମୟରେ…
ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଗତସିଂହପୁର ଜିଲ୍ଲା ଗସ୍ତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ବିଧାନସଭା ଷ୍ଟାଣ୍ଡିଂ କମିଟି -୬ ର ସଵ କମିଟି-୩ ଏକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଖାଦ୍ୟ ଯୋଗାଣ ଓଖାଉଟି କଲ୍ୟାଣ ବିଭାଗର ଖୁଚୁରା ବିକ୍ରୟ କେନ୍ଦ୍ର ,ଗୋଦାମ ଗୃହ,ସମବାୟ ବିଭାଗର କୃଷି ପ୍ରାଥମିକ ସମବାୟ ସମିତି,ହସ୍ତତନ୍ତ ବିଭାଗର ବୁଣାକାର…