କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଏସ୍ଏନ ଟେକ୍ସ ନିକଟରେ ନୂତନ ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ କାମ ଚାଲିଛି। କିନ୍ତୁ ଯେଉଁ କାମ ଚାଲିଛି ତାହା ପୁଣି ନିମ୍ନମାନର କାମ ଚାଲିଥିବା ଦେଖିବା ପାଇଁ ମିଳିଛି। ଯେଉଁ କାମ ଚାଲିଛି ଘର ନିର୍ମାଣ ପାଇଁ ଘର ଫାଉଣ୍ଡେସନ ପଥରରେ ହୁଏ ସେହି କାମ ପୁଣି ସିମେଣ୍ଟ ଇଟାରେ ହୋଇଛି ।ଏହା ସହିତ କିଛି କିଛି ଯାଗାରେ କାନ୍ଥ ଫାଟି ଲାଣି ଆଉ କିଛି କିଛି ଯାଗାରେ ଯେଉଁ ତାଜା କାମ ହେଉଛି ତାହା ପୁଣି ବଙ୍କା ହେଇଛି। ଏହି କାମ ଟି PWD ତରଫରୁ କାମ ଚାଲିଛି। ଏହି କାମ PWD କାମ କୁ ଗୁଡ଼ାରୀ ଗ୍ରାମ ର ଗୈlରହରୀ ସାହୁ ଠିକାଦାର ଏହି କାମ କୁ କରୁଛନ୍ତି । ଯେଉଁ ଯାଗାରେ କାମ ହେଉଛି ଆଜି ଯାଇ ଠିକାଦାର ଦେଖା ନାହିଁ ଯାହା ଚାଲିଛି ତାହା ପୁଣି ମିସ୍ତ୍ରୀ ଦ୍ଵାରା ଏହି କାମ ଚାଲିଥିବା ଦେଖିବା ପାଇଁ ମିଳିଛି ଗତ କାଲି ରବିବାର ଦିନ PWD ଜେଇ ବି.ମାରାଣ୍ଡି ବାବୁ ପହଞ୍ଚି କାମ ଦେଖୁଥିଲେ ସେହି ସମୟରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ସେହି ଜେଇ ବାବୁଙ୍କୁ ପଚାରି ବୁଝିଥିଲେ ଯେ ଯେଉଁ ବିଲିଡିଙ୍ଗ୍ ଘର କାମ ଚାଲିଛି ତାହାର ଫାଉଣ୍ଡେସନ ସିମେଣ୍ଟ ଇଟା ରେ ହୋଇଛି । ସେହି PWD ଜେଇ ଙ୍କୁ ପଚାରି ବାରୁ ସେ କହିଛନ୍ତି ଯେ ପୂର୍ବରୁ ସବୁ ପଥରରେ ଫାଉଣ୍ଡେସନ ହେଉଥିଲା କିନ୍ତୁ ଏବେ ଇଟାରେ ହୋଇଛି ବୋଲି କହିଛନ୍ତି। ପାଖରେ କିଛି ଦିନ ତଳେ ଆଉ ଗୋଟିଏ ଘର ହେଇଛି ତାହା ପୁଣି ପଥର ଫାଉଣ୍ଡେସନ ରେ ହୋଇଛି ସେହି ପଥରର ଫାଉଣ୍ଡେସନ ଘରକୁ ଦେଖେଇ ପଚାରିବାରୁ ସେ କହିଛନ୍ତି ଯେ ତାଆ ଠାରୁ ଇଟା ରେ ହୋଇଥିବା ଫାଉଣ୍ଡେସନ ଭଲ ବୋଲି କହିଛନ୍ତି। ହେଲେ ଏଇଠି। ଏହା ପରେ ଯେଇ ବାବୁ ଙ୍କୁ ଫୋଟ ଉଠେଇ ଛାଡିଲା ପରେ ଚାରି ସାଇଟ ସିମେଣ୍ଟ ଲଗେଇ ଦେଇ ଥିବା ଦେଖିବାକୁ ମିଳୁଛି ।ସରକାର କୋଟି କୋଟି ଟଙ୍କା ର ଵିଲିଡିଙ୍ଗ୍ ନିର୍ମାଣ କରୁଛନ୍ତି କିନ୍ତୁ ସଠିକ୍ ଭାବରେ କାମ ନ ହେଉଥିବା ଯୋଗୁଁ କିଛି କିଛି ଯାଗାରେ ଅଘଟଣା ଘଟିଛି । ତେଣୁ ଏହି କାମକୁ ପୁନର୍ବାର ତଦନ୍ତ କରି କାମ କରିବା ପାଇଁ ଦାବି ହେଉଛି
Sign in
Sign in
Recover your password.
A password will be e-mailed to you.
Next Post