କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ//କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ପୋଷଣ ପକ୍ଷ ଆରମ୍ଭ ହୋଇ ଯାଇଛି।ଆଜି ଧମୁନିପଙ୍ଗା ବିଦ୍ୟାଳୟରେ ପିଲାଙ୍କ ସ୍ଵାସ୍ତ୍ୟ କୁ ନେଇ ଛାତ୍ରଛାତ୍ରୀଙ୍କୁ ସ୍ଵାସ୍ତ୍ୟ ସଚେତନତା କରବା ପାଇଁ ଚଳିତ ମାସ ୧୫ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ଅନୁଷ୍ଠିତ ହୋଇଥାଏ।ଏହି ପକ୍ଷରେ ପିଲାମାନେ ପ୍ରତିଦିନ କିପରି ସ୍ଵାସ୍ତ୍ୟକର ଡାଲି, ପନିପରିବା, ଅଣ୍ଡା କଦଳୀ ଖାଦ୍ୟ ଖାଇଲେ କୁପୋଷଣରୁ ମୁକ୍ତିଲାଭ କରିଥିବା ନେଇ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଅଶୋକ ବିଡିକା, ନିରଞ୍ଜନ ସ୍ବାଇଁ, ମନଜ ସେଠୀ,ସୁକାନ୍ତ ନାଚିକା, ଆଶା ରଶ୍ମିରଣୀ ସ୍ବାଇଁ ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.