ଜିତେନ୍ଦ୍ରଙ୍କୁ ଯୁବ, ରଜିଂତଙ୍କୁ ଛାତ୍ର ବିଜେଡି ସଭାପତି ଦାୟିତ୍ୱ

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ:ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ କାଶୀପୁର ବ୍ଲକର ଯୁବ ବିଜେଡି ସଭାପତି ଭାବେ ଜିତେନ୍ଦ୍ର କୁମାର ପାଢି ଛାତ୍ର ବିଜୁ ଜନତା ଦଳ ସଭାପତି ଭାବେ ପୁଣି ଥରେ ରଜିଂ ନାଏକଙ୍କୁ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାସ ପାଇଛି।ଅପର ପକ୍ଷେ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ ଭାବେ ପୁଣିଥରେ କାଶୀପୁର ବ୍ଲକର ବିଘ୍ନରାଜ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ କାଶୀପୁର ଯୁବ ଜନତା ଦଳର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ବିଜୁଜନତା ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାସ କରାଯାଇଛି।ଏନେଇ ସମସ୍ତଙ୍କୁ ବିଭିନ୍ନ ମହଲାରୁ ସ୍ବାଗତ କରାଯାଇଛି।

Leave A Reply

Your email address will not be published.