ବଦଳିଲେ ଉତ୍ତର ଘୁମୁସର ଡିଏଫଓ

ଭଞ୍ଜନଗର/ନିଲୁ ବିଷୋୟୀ : ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ଙ୍କର କେନ୍ଦୁଝର ଜିଲ୍ଲାର ଆନନ୍ଦପୁରକୁ ବଦଳି ହୋଇଥିବା ଜଣାପଡିଛି।ଶ୍ରୀ ଦଳେଇ ଏଠାରେ ଗତ ୩ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ।ଏହି ରହଣି ସମୟରେ ନୂତନ ଜଙ୍ଗଲ ସୃଷ୍ଟି,ଜଙ୍ଗଲର ସୁରକ୍ଷା,ବନ୍ୟପ୍ରାଣୀଙ୍କୁ…

କେନ୍ଦ୍ର ସରକାରରଙ୍କ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ବାଣପୁର ବ୍ଲକ ସମୁଖରେ କଂଗ୍ରେସ ଦଳ ତରଫରୁ ଶାନ୍ତିପୂର୍ଣ…

ଚିଲିକା (ସେକ କୌଶର )ଖୋର୍ଦ୍ଧା ଜିଲ୍ଲା ବାଣପୁର କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରରଙ୍କ ଅଗ୍ନିପଥ ଯୋଜନା ପ୍ରତିହାର ଦାବିରେ ବ୍ଲକ ସଂମୁହଁରେ ଶାନ୍ତିପୂର୍ଣ ଗଣ ଧାରଣା. ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ପ୍ରଦୀପ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଶହେରୁ ଉର୍ଦ୍ଧ କଂଗ୍ରେସ କର୍ମୀଙ୍କ ସହ ବ୍ଲକ…

ସରକାର କା ମାଲ ଦରିଆ ମେ ଡାଲ ନୀତି ରେ ଚାଲୁଛି ଟିଟିଲାଗଡ଼ ପ୍ରଶାସନ !

ମହାରାଜ ସାଗର ପାର୍କ ଙ୍କୁ ଭାଙ୍ଗିଲେ ପ୍ରଶାସନ ଅନେକଙ୍କ ଡ୍ରିମ ପ୍ରୋଜେକ୍ଟ ଉପରେ ଲାଗିଲା ପ୍ରଶ୍ନ ଚି଼ହ୍ନ କୋଟିଏ ଟଙ୍କା ର ପ୍ରକଳ୍ପ କୁ  ଖିନଭିନ କରିଦେଲା ପ୍ରଶାସନ ଟିଟିଲାଗଡ଼/ ରଶ୍ମି ରେଖା ମହାପାତ୍ର : ଟିଟିଲାଗଡ଼ ସହର ମଧ୍ୟ ଭାଗରେ ରହିଛି ମହାରାଜ ସାଗର l ଏହି…

ହାତର ଆଙ୍ଗୁଠିରେ ଛତା କୁ ରଖିଲେ 6 ଘଣ୍ଟା 6ମିନିଟ 15ସେକେଣ୍ଡ

ନୂଆ କୀର୍ତ୍ତିମାନ ସ୍ଥାପନ କଲେ କାହ୍ନୁ ଭୋଇ ଗିନିଜ ୱାର୍ଲଡ ରେକର୍ଡ ରେ ନାମକୁ ସାମିଲ କରିବା ନେଇ ପ୍ରୟାସ ଆରମ୍ଭ ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର: ଟିଟିଲାଗଡ଼ ସହର ସ୍ଥିତ ପୌରପରିଷଦ କଲ୍ୟାଣ ମଣ୍ଡପ ରେ କରାଟେ ଆସୋସିସନ ତରଫରୁ ଆୟୋଜିତ ଗିନିସ ୱାର୍ଲଡ ରେକର୍ଡ ପାଇଁ ହୋଇଥିବା ପ୍ରୟାସ…

ଶାସକ ପ୍ରଶାସକର ତ୍ୱରିତ ପ୍ରଭାବ : ମହାବିଦ୍ୟାଳୟରେ ଜଳିଲା ଆଲୁଅ

ନବରଙ୍ଗପୁର/ ଜିଲ୍ଲା ପ୍ରତିନିଧି ଅଶୋକ ସାହୁ : ଗତ ଦିନରେ ନବରଙ୍ଗପୁର ମହାବିଦ୍ୟାଳୟରେ ଖାତା ମୂଲ୍ୟାୟନ ସମୟରେ ବିନା ବିଜୁଳି ଆଲୁଅରେ ପରୀକ୍ଷା ଖାତା ମୂଲ୍ୟାୟନ ମୋବଇଲ ଓ ଟର୍ଚ୍ଚ ଆଲୁଅରେ ଚାଲୁଥିବା ତଥା ଟାଟା ପାୱାର ମନମୁଖୀ ଭାବରେ କଲେଜର ବିଦ୍ୟୁତ ସଂଯୋଗ ବ୍ୟାହତ କରିଥିବାର ଖବର ବିସ୍ତୃତ…

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଦିନ ନିଆରା ଢଙ୍ଗ ରେ ପାଳନ କଲା ଟିଟିଲାଗଡ଼ ବିଜେପି ଯୁବ ମୋର୍ଚା

ଟିଟିଲାଗଡ଼/ ରଶ୍ମି ରେଖା ମହାପାତ୍ର: ଓଡ଼ିଶା ମାଟିର ସୁପୁତ୍ର,ଓଡ଼ିଆ ଯୁବକ ମାନଙ୍କର ପ୍ରାଣକେନ୍ଦ୍ର ତଥା ବିଜେପି ର ତୁଙ୍ଗ ନେତା, ଦଳୀୟ କର୍ମୀ ଙ୍କ ପ୍ରିୟ ପ୍ରେରଣାର ଉତ୍ସ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନର ଅବସରରେଟିଟିଲାଗଡ଼ ଠାରେ ରାଜ୍ୟ ଯୁବ ମୋର୍ଚା ସଦସ୍ୟ…

ରଥ ନିର୍ମାଣ କାର୍ଯ୍ୟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କଲେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଥଯାତ୍ରା ପାଇଁ ଆଉ ୪ଦିନ ବାକି ରହିଛି। ଏଥିଲାଗି ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି। ରବିବାର ଦିନ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ , ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ…

ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

 https://www.youtube.com/watch?v=NitQ58dbCvg ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଜିଲ୍ଲା ଅବକାରୀ ବିଭାଗ ତରଫରୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ…

ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ

https://www.youtube.com/watch?v=tFXJDYVGmBc ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ…

ରଥଯାତ୍ରା ପ୍ରସ୍ତୁତି ବୈଠକ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆଜିସନ୍ଧ୍ୟାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଟିକିରି ଥାନା ଅଧିକାରୀ ବନ୍ଦନା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ ଙ୍କ…