ରଥ ଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ

● ଯାତ୍ରୀ ମାନଙ୍କ ସୁବିଧା ପାଇଁ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ |● ଶାଲିମାର (କୋଲକାତା), ଜଗଦଳପୁର, ବିଶାଖାପାଟଣା ସହିତ ଓଡିଶାର ବିଭିନ୍ନ ଅଞ୍ଚଳରୁ ପୁରୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ |● ନିକଟରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ରେଳ ମନ୍ତ୍ରୀ 205 ଟି…

ପଦ୍ମପୁର ବଜାରରେ ନକଲି ଧାନ ବିହନ, କୁମ୍ଭକର୍ଣ୍ଣ ନିଦ୍ରାରେ କୄଷି ବିଭାଗ !

ପଦ୍ମପୁର- ବର୍ତ୍ତମାନ ଚାଷ ସମୟ,ଚାଷୀ ତତ୍ପରତା ଦେଖାଇ ପାଗ ଅନୁକୁଳ ଦେଖି ଧାନ ବୁଣିବା କାମ ଆରମ୍ଭ କରିଛି । ଚାଷୀ ଧାନ ବିହନ ଦୋକାନରୁ କିଣି ବୁଣୁଥିବା ଦେଖିବାକୁ ମିଲୁଛି । ଅଧିକ ଅମଳ ହେବ, କେଣ୍ଡାରେ ଅଧିକ ଫଳ ଫଲିବ ତଥା ଓଜନ ମଧ୍ୟ ଅଧିକ ହେବ କହି ବିଭିନ୍ନ କମ୍ପାନୀର ଧାନ ମଞ୍ଜି ଗୁଡିକ…

ମିଳିତ ଅଭିଯୋଗ ର ଶୁଣାଣି କରିବା ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କଲେ ନୂତନ ଜିଲ୍ଲାପାଳ

ବାସୁଦେବପୁର/ପ୍ରତାପ ପାଢ଼ୀ-  ଆଜି ବାସୁଦେବପୁର ବ୍ଳକ କାର୍ଯ୍ୟାଳୟ ପରିସର ରେ ଏକ ମିଳିତ ଜନ ଶୁଣାଣି ର କାର୍ଯ୍ୟ କର୍ମ ଆୟୋଜନ କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳ  ସିଦ୍ଧେଶ୍ୱର ବଳରାମ,ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, ଉପ ଜିଲ୍ଲାପାଳ,ଶିକ୍ଷା ଅଧିକାରୀ, ଜିଲ୍ଲା ଚିକିତ୍ସା ଅଧିକାରୀ ,…

ଅଗ୍ନିପଥ ବିରୋଧରେ ଘୁ.ଉଦୟଗିରି କଂଗ୍ରେସର ସତ୍ୟାଗ୍ରହ

ଘୁ.ଉଦୟଗିରି,(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଅଗ୍ନୀ ପଥ ଯୋଜନାକୁ ବିରୋଧ କରି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ…

ଭାଗ୍ୟର ବିଡମ୍ବନା, ବାପାଙ୍କ ପରେ ମାଙ୍କର କ୍ୟାନସରରେ ମୃତ୍ୟୁ

ସରକାରୀ ସହାୟତା ଅପେକ୍ଷାରେ ତିନି ଅନାଥ ଶିଶୁ କନ୍ୟା। କଲ୍ୟାଣସିଂ ହପୁର ରୁ ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦର ପଞ୍ଚାୟତର ଡାଣ୍ଡିଆ ସାଇ ରେ ଘଟିଛି ଏକ ଦୁଃଖ ର ଘଟଣା,ବାପା ପରେ ମା ଆରପାରିରେ, ଅନାଥ ହୋଇଗଲେ ତିନି ଜଣ ଶିଶୁ କନ୍ୟା। ସୂଚନା ଅନୁଯାୟୀ ୨୦୧୫ ମସିହାରେ…

ପ୍ରଦେଶ କଂଗ୍ରେସ ସଭାପତି ଙ୍କ ବାସୁଦେବପୁର ଗସ୍ତ

ବାସୁଦେବପୁର/ପ୍ରତାପ ପାଢ଼ୀ - ଆଜି ବାସୁଦେବପୁର କୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଛନ୍ତି। ବାସୁଦେବପୁର କଂଗ୍ରେସ ପକ୍ଷରୁ ପିସିସି ସଭାପତି , ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ ନେତା…

 ନୄସିଂହନାଥ ସ୍ଥିତ ରାମଚଣ୍ଡୀ ମନ୍ଦିରରେ ରାଜନୀତି କରଣକୁ ବିରୋଧ ।

  ପଦ୍ମପୁର- ପଦ୍ମପୁର ଉପଖଣ୍ଡ ବାବା ବିସାସହେ କୁଳ କୁଲିତା ସମାଜ ତରଫରୁ ପଦମପୁର ସଭାପତି ଆଇନଜୀବି ଶ୍ରୀଯୁକ୍ତ ଯୋଗେନ୍ଦ୍ର ଭୋଇଙ୍କ ସଭାପତିତ୍ଵ ରେ ଏକ ସାଧାରଣ ସଭା ନୃସିଂହନାଥ ସ୍ଥିତ ରାମଚଣ୍ଡି ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା । ଗତ ୨୪ ତାରିଖରେ ବିଜେପି ତରଫରୁ ଦଲିୟ ପତାକା ଧରି…

ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣୀ

ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ…

ଅଗ୍ନି ପଥକୁ ବିରୋଧ କରି ଭଞ୍ଜନଗର କଂଗ୍ରେସର ଧାରଣା

ଭଞ୍ଜନଗର/ନିଲୁ ବିଷୋୟୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଚାରିଆଡ଼େ ଅଶାନ୍ତି ଲାଗିରହିଛି।ବହୁ ସ୍ଥାନରେ ଏହି ନିଯୁକ୍ତିକୁ ପ୍ରତ୍ୟାହାର କରିବାକୁ ନେଇ ଯୁବଗୋଷ୍ଠୀ ମଧ୍ୟରେ ଅସ୍ଥିରତା ଦେଖାଦେଇଛି। ଏହି ଯୋଜନାକୁ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ ଧାରଣା,ବିକ୍ଷୋଭ,…

ବିଦ୍ୟୁତ ସ୍ପର୍ଶରେ ଜଣକର ମୃତ୍ୟୁ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସରିଷପଦର ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ସେମିଳିଗୁଡା ଗ୍ରାମର ଜୟମନ ନାଏକ (୫୦) | ଆଜି ଦିନ ଦ୍ବୀପହର ପ୍ରାୟ 2: 30 ରେ ସେ ନିଜର ଛେଳିର ଖାଦ୍ୟ ସଂଗ୍ରହ…