ଅଧିକ୍ଷଣ ଯନ୍ତ୍ରୀ ଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

0

ଭଦ୍ରକ: (ସତ୍ୟବ୍ରତ ନାୟକ) ସାଳନ୍ଦୀ କେନାଲ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅଫିସ ଏବଂ ସରକାରୀ ବାସଭବନ ରେ ଭିଜିଲାନ୍ସ ଚଢାଉ। ସାଳନ୍ଦୀ କେନାଲ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠି। ଠିକା ସଂସ୍ଥା ଠାରୁ ବେଆଇନ ଭାବେ ଟଙ୍କା ନେଇ ଗଛିତ ରଖିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଥିବା ଜଣାପଡିଛି। ଭିଜିଲାନ୍ସ ଏସପି ଙ୍କ ନିର୍ଦେଶରେ ବିଭାଗର ଏକ ଚାରିଜଣିଆ ସ୍ଵତନ୍ତ୍ର ଟିମ୍ ପକ୍ଷରୁ 5 ଟି ସ୍ଥାନରେ ଏହି ଚଢାଉ କରାଯାଇଛି। ଭଦ୍ରକ ସ୍ଥିତ ସରକାରୀ ଭାବଭବନ, କାର୍ଯ୍ୟାଳୟ, ଗାଁ ବାଲେଶ୍ୱର ଜ଼ିଲ୍ଲା ଅନ୍ତର୍ଗତ ଖଇରା ଏବଂ ଶ୍ୱଶୁର ଘରେ ଚଢାଉ। ପାଞ୍ଚ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ଜବତ ହୋଇଥିବା ସୂଚନା।

Leave A Reply

Your email address will not be published.