Sign in
Sign in
Recover your password.
A password will be e-mailed to you.
ବଡ ଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ନ୍ୟାୟ ଦାବି : ସିମୁଳିଆ ସାମ୍ବାଦିକମାନଂକ ତରଫରୁ ରାଜ୍ୟପାଳଙ୍କୁ…
ସିମୁଳିଆ ( ଅକ୍ଷୟ କୁମାର ଜେନା) ଦିନକୁ ଦିନ ସାମ୍ବାଦିକ ମାନଂକ ଅଵସ୍ଥା ଦୁର୍ବିସହ ହେବାକୁ ବସିଲାଣି। କଲମ ମୁନ କୁ ନିଜ ଅକ୍ତିଆର କୁ ନେବା ସହ ଶାଣିତ ଭାଷା କୁ କିଛି ମୁଷ୍ଟିମେୟ କଣ୍ଠ ରୋଧ କରି ବାରେ ଲାଗି ପଡିଛନ୍ତି। ଯିଏ ନିର୍ଭୁଲ ତଥ୍ୟ ଦେଲା ସେ ମଲା। ବଡ ଖବର ମୁଖ୍ୟ ସମ୍ପାଦକ…
ବରଗଡ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି: ଶୁଣାଣି ହେଲା ସମୁଦାୟ ୧୦୧ ଅଭିଯୋଗ
https://youtu.be/g7FA7Mf3DtE
ସ୍କୁଲ ଜମି ଜବରଦଖଲ ଅଭିଯୋଗ ଉଠାଇଲେ ପାଇକମାଲ ନାଗରିକ କମିଟି
ତିନିଜଣ ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକଲ ଓ ଜଣକୁ ଆଶା ବାଡ଼ି ପ୍ରଦାନ କଲେ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଏକ…
ବଲାଙ୍ଗିର ସଦର ଥାନାରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍ପି ଦେଲେ ପ୍ରତିଶ୍ରୁତି
ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ସଦର ଥାନାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ହୋଇଥିବା ଜଣାପଡିଛି । ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଏସ୍ପି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବହୁ ଚର୍ଚ୍ଚିତ ବଲାଙ୍ଗିରର ଜମି ଦୁର୍ନୀତି ମାମଲା…
ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶ ଙ୍କୁ ଗିରଫଦାରୀର ଦୃଢ ପ୍ରତିବାଦ
ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର: ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶ ଙ୍କ ଗିରଫକୁ ନେଇ ଟିଟିଲାଗଡ଼ ସାମ୍ବାଦିକଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି l ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱାଭିମାନ ପ୍ରତି ଏହା ଏକ କୁଠାରାଘାତ, ଜନସ୍ୱରକୁ ଚାପିବା ପାଇଁ ହୀନ ଉଦ୍ୟମ ବୋଲି ଉପସ୍ଥିତ ସାମ୍ବାଦିକ…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼. ମନସ୍ୱିନୀ ଦାଶ ,…
କୃପାଳୁ ସଂକୀର୍ତ୍ତନ ଗ୍ରୁଫ ଦ୍ୱାରା ଆୟୋଜିତ ଆଭାସୀ ବାଳ ସତସଙ୍ଗରେ ବାଳ ମୁକୁନ୍ଦ କେନ୍ଦ୍ରର ଯୋଗଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୃପାଳୁ ସଂକୀର୍ତ୍ତନ ଗ୍ରୁଫ ଦ୍ୱାରା ଆୟୋଜିତ ଆଭାସୀ ବାଳ ସତସଙ୍ଗରେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁମାନେ ଯୋଗଦେଇ ସାଧନା କରିଥିଲେ। ଏଥିରେ ଅରୁଣା ଦିଦିଙ୍କ ସଭାପତିତ୍ୱରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ପ୍ରଥମେ ଜଗତଗୁରୁ ଶ୍ରୀ…
ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରଥଯାତ୍ରା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ତଥା ପବିତ୍ର…
ଛାତ୍ରଛାତ୍ରୀ ମାନେ ଶିକ୍ଷିତ ଓ କର୍ମଯୋଗରେ ଦୀକ୍ଷିତ ହେଲେ ହିଁ ରାଷ୍ଟ୍ରର ବିକାଶ ହେବ : ଜଗଦ୍ଗୁରୁ…
ଭୁବନେଶ୍ୱର: ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ । ବିନା ଶିକ୍ଷା ରେ ସଭ୍ୟତା ହାସଲ କରିହେବ ନାହିଁ ଏବଂ ବିନା ଶିକ୍ଷା ରେ ଜ୍ଞାନଯୋଗୀ , କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ଜଗଦ୍ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ…
ଜଗତସିଂହପୁର ସମ୍ବାଦ ସାହିତ୍ୟିଘରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର,/ସୁମନ୍ତ କୁମାର ଦାସ:ସମ୍ବାଦ ସାହିତ୍ୟ ଘର ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ସମ୍ବାଦ ସାହିତ୍ୟ ଘରର ୪ର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି। ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ର ସମ୍ପାଦକ, ସମ୍ବାଦ…
ପୁଣ୍ୟାତ୍ମା ଉକତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୪ତମ ପୂଣ୍ୟତିଥିରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟ।ଳ ପଞ୍ଚାୟତ ଅଫିସ ରେ, ଦୈନିକ ଓଡ଼ିଆ ଖବର କାଗଜ ସମାଜର ପ୍ରାଣ ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ସ୍ମୃତି ଉଦେଶ୍ୟରେ କଟକ ସମାଜ କାର୍ଯ୍ୟାଳୟ ତରଫରୁ ସେବା ଓ ସେବକ ସପ୍ତାହ ପାଳନ ହୋଇଯାଇଛି ।…