ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଉଦଘାଟିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ନବକୃଷ୍ଣ ଷ୍ଟାଡିଅମ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଜିଲ୍ଲା କ୍ରୀଡା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କ ଦ୍ୱାରା ଉଦଘାଟିତ କାର୍ଯ୍ୟକ୍ରମ ଶେଷ ହୋଇ ଯାଇଛି l ଏହି ପ୍ରତିଭା ଚୟନ…

ଛତୁଆ ଯୋଗାଣରେ ଦୁର୍ନୀତି: ଅଭିଯୋଗ କଲେ ହେଉଛି ମାରଣାନ୍ତକ ଆକ୍ରମଣ

ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ସରକାର ପୃଷ୍ଟିକର ଖାଦ୍ୟ ହିସାବରେ ଛତୁଆ, ସୁଜି ହଳୁଆ, ଚିନା ବାଦାମ ଲଡୁ ଆଦି ଖାଦ୍ୟ ଏସଏଚଜି ଜରିଆରେ ପ୍ରସ୍ତୁତ କରି ଯୋଗାଇ ଦେଉଛନ୍ତି । ଏଥିପାଇଁ ସରକାର ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରୁଛନ୍ତି । ଛତୁଆର ମାନ ଏବଂ ଓଜନ ଠିକ…

ସାମ୍ବାଦିକ ମନୋହର ଦାଶଙ୍କ ମାତୃ ବିୟୋଗ

ଝାରବନ୍ଧ : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦର୍ହା ନିବାସୀ ସାମ୍ବାଦିକ ମନୋହର ଦାଶଙ୍କ ମାତୃ ବିୟୋଗ ହୋଇଛି। ତାଙ୍କ ମାତା ଦ୍ରୋପଦୀ ଦାଶଙ୍କର ୮୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଆଜି ସେ ହଠାତ ଅସୁସ୍ଥ ଅନୁଭବ କରିଥିବା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଉଦ୍ୟମ କରୁଥିବା…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁରେ ଶୋକ

ଅଂଚଳର ବିକାଶ ଦିଗରେ ତାଙ୍କର ଅବଦାନ ତଥା ସହଯୋଗ ସ୍ମରଣୀୟ ହୋଇ ରହିବ: ପ୍ରତାପ ଜେନା ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ପୂର୍ବତନ ବ୍ଲକ ଅଧକ୍ଷ ବ୍ରଜ କିଶୋର ବିଶ୍ୱାଳଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତାଙ୍କ…

ସିକରପାଇ ଷ୍ଟେସନ ରେଳ ଗାଡି ରହଣୀ ଦାବୀ ନେଇ ରେଳ ପ୍ରତିନିଧି ସହ ଆଲୋଚନା ,ବାହାରି ପାରୁନି ସମାଧାନ ବାଟ।

କଲ୍ୟାସିଂହପୁର ରୁ ପ୍ରଦୀପ ଦଲାଇ/ରାୟଗଡ ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ରେଳ ଷ୍ଟେସନ ରେ ରେଳ ଗାଡି ରହଣୀ ଦାବୀ କରି ଗତ ପନ୍ଦର ତାରିଖ ଦିନ ସିକରପାଇ ମଣ୍ଡଳ ଭାଜପା ତରଫରୁ ଏକ ୫ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ସେଥିରେ ମୁଖ୍ୟ ଦାବୀ ଗୁଡିକ ହେଲା ଷ୍ଟେସନରେ ସମସ୍ତ…

ମା ଭଗବତୀ କଳା ନିକେତନର ସପ୍ତମ ବାର୍ଷିକୋତ୍ସବ

 "କଳା ସଂକୃତିକୁ ବଜାଇ ରଖିଵ ଏ ଉତ୍ସବ" ଖୋର୍ଦ୍ଧା (ସେକ କୌଶର )-ଜିଲ୍ଲା ବାଣପୁର ପଲଟନ ପଡିଆରେ ଆଜି ମା ଭଗବତୀ କଳା ନିକେତନ ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତିତ୍ୱ ସୁକାନ୍ତ କୁମାର ବିଶ୍ୱାଳ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ. ସେଣ୍ଟ ଜନ ଆମ୍ବୁଲାନ୍ସର…

ଖୋର୍ଦ୍ଧା ସହରରେ ଥିବା ପୁରୁଣା ଷ୍ଟାଡିୟମ ର ପୁନରୁଦ୍ଧାର କରିବା ପାଇଁ ପ୍ରସ୍ତୁତି ବୈଠକ।

ଖୋର୍ଦ୍ଧା/ ରବି ନାରାୟଣ ସାହୁ-ଖୋର୍ଦ୍ଧା ସହରରେ ରହିଛି ବହୁ ପୁରାତନ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଖେଳ ଅଭ୍ୟାସ କରି ବହୁ ଜାତୀୟ ସ୍ତରର ଫୁଟବଲ ଖେଳାଳି ସୃଷ୍ଟି ହୋଇଛନ୍ତି ଓ ବିଭିନ୍ନ ସ୍ତରରେ ସମ୍ମାନିତ ହେଇଛନ୍ତି । ବିଶେଷ କରି ବିଭିନ୍ନ ସରକାରୀ ସ୍କୁଲ ର ପିଲାମାନେ ମଧ୍ୟ ବିଭିନ୍ନ…

ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ମାତୃ ପିତୃ ହୀନ ଶିଶୁଙ୍କ ପାଇଁ କମ୍ପୁଟର , ଆତ୍ମରକ୍ଷା କୌଶଳ ଶିକ୍ଷା ଓ ନୃତ୍ୟ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଆସୁଥିବା ମାତୃପିତୃ ହୀନ ଶିଶୁଙ୍କ ନମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଗତ ଦିନ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବର୍ତ୍ତମାନ ବିଭିନ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ…

“ଆମ ମାହାଙ୍ଗା’ ପକ୍ଷରୁ ସେବା ଓ ସେବକ ସପ୍ତାହ ପାଳନ

ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୪ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସଫେଇ ସହ ବୃକ୍ଷରୋପଣ ମାହାଙ୍ଗା (ଦେବେନ୍ଦ୍ର ଷଡ଼ଙ୍ଗୀ)- ସମାଜସେବୀ, ସଂସ୍କାରକ, ସାମ୍ୱାଦିକ, କବି, ସାହିତ୍ୟିକ ତଥା ଓଡ଼ିଶାର ରତ୍ନ ଉତ୍କଳମଣୀ ଭାବେ ସମଗ୍ର କୋଣ ଅନୁକୋଣରେ ପରିଚିତ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୪ ତମ…

ରାଜ୍ୟସଭା ସାଂସଦ ଭାବେ ଅବସର ନେଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼:ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ସାଂସଦ ଭାବେ ଆଜି ଅବସର ନେଇଛନ୍ତି । ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟରେ ଅନେକ ପରିବର୍ତ୍ତନ ର ସାମ୍ନା କରିଆସୁଥିବା ବେଳେ, ଲୋକସଭାରେ ହେଉ କି ରାଜ୍ୟସଭାରେ ହେଉ ଓଡ଼ିଶାର ପ୍ରସଙ୍ଗ ନେଇ…