ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ ନିରାକରଣ ନିମନ୍ତେ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ପି ଆର ଆଇ ପ୍ରତିନିଧି, କାଉନସିଲର, ଟେଣ୍ଟ ହାଉସ ମାଲିକ/ସଙ୍ଘ , ବ୍ୟାଣ୍ଡ ବାଜା ସଙ୍ଘ, ବିଭିନ୍ନ ଧର୍ମୀୟ ମୁଖ୍ୟ, ବିଭିନ୍ନ ସମ୍ପ୍ରଦାୟ ଓ ସମାଜ ନେତୃ ବର୍ଗ ଙ୍କ ସହ କଲେ ଆଲୋଚନା ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୋନପୁର ଜିଲ୍ଲା ପ୍ରଶାସନ,ଓ ତରଭା ବ୍ଲକ ପ୍ରଶାସନର ର ମିଳିତ ସହଯୋଗରେ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୋନପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ…

କ୍ରେଡାଇ ଭୁବନେଶ୍ୱର ଫାଉଣ୍ଡେସନ୍‌ର ୨୦୨୨-୨୦୨୩ ନିମନ୍ତେ ନୂତନ ସଦସ୍ୟ ନିର୍ବାଚିତ

ଭୁବନେଶ୍ୱର : କ୍ରେଡାଇ ଭୁବନେଶ୍ୱର ଫାଉଣ୍ଡେସନ୍ ୨୦୨୨-୨୦୨୩ ନିମନ୍ତେ ନବନିର୍ବାଚିତ ସଦସ୍ୟଙ୍କୁ ଚୟନ କରଯାଇଛି । ଏହି ଫାଉଣ୍ଡେସନ୍‌ର ସଭାପତି ଭାବେ ପ୍ରଦୀପ୍ତ କୁମାର ବିଶ୍ୱାସରାୟ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଇଂ ଉମେଶ୍ ପଟ୍ଟନାୟକ ଭାବେ ଦାୟିତ୍ୱ ବହନ କରିଛନ୍ତି ।…

ଶ୍ରୀଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ଗୁହାରୀ-୨୦୨୨ର ଶୁଭାରମ୍ଭ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ‘ଗୁହାରୀ-୨୦୨୨’ ଆଜିଠାରୁ ସ୍ଥାନୀୟ ଭଞ୍ଜ କଳା ମଣ୍ଡପ ଠାରେଅନୁଷ୍ଠିତ ହେଉଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ,ଭୁବନେଶ୍ୱର…

ଏକ ଭଲ ହୃଦୟ, ଭଲ ମଣିଷ ତିଆରି କରେ: ଜିଗ୍‍ମେ ରିନ୍‍ପୋଚେ

କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଭୁବନେଶ୍ୱର : ଏକ ଭଲ ହୃଦୟ ଜଣେ ଭଲ ମଣିଷ ତିଆରି କରେ ବୋଲି ବିଶିଷ୍ଟ ବୌଦ୍ଧ ଧର୍ମ ଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତୃଲ୍‍ ଜିଗ୍‍ମେ ରିନ୍‍ପୋଚେ କହିଛନ୍ତି । ସୋମବାର କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ…

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ନବରଙ୍ଗପୁରରୁ ଜିଲ୍ଲା ପ୍ରତିନିଧି ଅଶୋକ ସାହୁ:ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ୫୦ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା | ସେଥିମଧ୍ୟରୁ ସାତ ଗୋଟି…

ସରକାରୀ ଦଳର ମୁଖ୍ୟ ସଚେତକଙ୍କୁ ଓଷକଣାରେ ସମ୍ବର୍ଦ୍ଧନା

ଜଗତସିଂହପୁର/ସୁମନ୍ତ କୁମାର ଦାସ:ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ପଞ୍ଚାୟତ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଓଡିଶା ବିଧାନସଭା ର ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ…

ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣୀ

ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ…

ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିୟୋଗ

ଗାଇସିଲାଟ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଅଧିନସ୍ଥ ଅଇଲାଭଟା ଗ୍ରାମର ବିଶିଷ୍ଚ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ବୈଷ୍ଣବ ସାହୁଙ୍କ(୮୦) ପରଲୋକ | ଶ୍ରୀମାନ ସାହୁ ତୈଲିକ ବୈଶ୍ୟ (ସାହୁ) ସମାଜର ଅଚଂଳ ସଭାପତି ଥିଲେ | ଗାଇସିଲାଟ ଅଚଂଳ ରେ ବେସ୍ ଲୋକ ପ୍ରିୟତା ଅର୍ଜନ…

ଡିଲର ସଙ୍ଘ ତରଫରୁ ବିଡ଼ିଓଙ୍କ ମାଧ୍ୟମରେ ସରକାରଙ୍କୁ ସାତଦଫା ଦାବି ପତ୍ର ପ୍ରଦାନ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ):  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ପିଡ଼ିଏସ ସାମଗ୍ରୀ ବଣ୍ଟନ କରୁଥିବା ସରକାରୀ ଡିଲର ସଂଘ ତରଫରୁ ଏକ ଶାନ୍ତି ପୂର୍ଣ୍ଣ ବିକ୍ଷୋପ ପ୍ରଦର୍ଶ କରାଯାଇଛି । ସମସ୍ତ ସରକାରୀ କୁଚୁରା ବିକ୍ରୟ କେନ୍ଦ୍ରର ଡିଲର ମାନେ ଏକତ୍ର ହୋଇ…