ବାଣପୁର ଦେଉଳ ସାହି କେନାଲ ଭିତରେ ପଲଟିଲା ସେଓ ଅଙ୍ଗୁର ପିକପ୍ ଗାଡ଼ି !!!

0

ବାଣପୁର: (ସେକ୍ କୌଶର) ଖୋର୍ଦ୍ଦାଜିଲ୍ଲା ବାଣପୁର ପଲଟନପଡ଼ିଆ ଠାରୁ କେନାଲ ରୋଡ଼ ଦେଇ ବାଲୁଗାଁ ଅଭିମୁଖେ ଯାଉଥିବା ସମୟରେ ଏକ ପିକପ୍ ଗାଡ଼ି ଦେଉଳ ସାହି କେନାଲ ଭିତରେ ପଲଟି ଯାଇଛି। ସୂଚନା ମୁତାବକ ଆଜି ସକାଳେ ବାଣପୁର ରୁ ଏକ ସେଓ ଅଙ୍ଗୁର ବୋଝେଇ ପିକପ୍ ଗାଡ଼ି ପଲଟନପଡ଼ିଆ ଠାରୁ କେନାଲ ରୋଡ଼ ରାସ୍ତା ଦେଇ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣ ବଶଃତ ସେଓ ଅଙ୍ଗୁର ବୋଝେଇ ପିକପ୍ ଗାଡ଼ିଟି ଦେଉଳ ସାହି କେନାଲ ଭିତରକୁ ପଲଟି ଯାଇଛି। ଏଥିରେ ଗାଡି ଡ୍ରାଇଭର ଜଣଙ୍କର ସୁରକ୍ଷିତ ଅଛନ୍ତି ।

Leave A Reply

Your email address will not be published.