ନବରଙ୍ଗପୁର ମହାବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ: ପ୍ରାକ୍-ପ୍ରସ୍ତୁତି ବୈଠକ

ନବରଙ୍ଗପୁର/ ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ର ସର୍ବ ପୂରାତନ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ପ୍ରାକ୍-ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ୱାଳ ଙ୍କ ସଭାପତିତ୍ବରେ…

ଟିଟିଲାଗଡ଼ରେ ଆଦିବାସୀଙ୍କ ଶକ୍ତି ପ୍ରଦର୍ଶନ: ରାଜ୍ୟସଭା ସାଂସଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାରମ୍ପରିକ ଅସ୍ତ୍ରଶସ୍ତ୍ର ବାଦ୍ୟ ଯନ୍ତ୍ର ଧରି ସହରରେ ରାଲି ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର : ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ପ୍ରତିଷ୍ଠାତା ତଥା ସଚିବ ନିରଞ୍ଜନ ବିଶି ଙ୍କ ରାଜ୍ୟସଭା କୁ ନେଇ ଅତୀତ ରେ ଅନେକ ଆଦିବାସୀ ସଂଘ ତୀବ୍ର ବିରୋଧ କରିବା ସହ କଡା ସମାଲୋଚନା…

କଲରା ପତରିଆ ବାଘ ଛାଲ ଜବତ: ଜଣେ ଗିରଫ।

ଉମରକୋଟ/ଜିତେନ୍ଦ୍ର ମହାନ୍ତି -ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗ କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଛି। ନିକଟରେ ଗୋଟିଏ କାଠ ବଝୋଇ ପିକଅପ ଭ୍ୟାନ ଓ କଇଁଚ ଚାଲାଣ କାରିଙ୍କୁ ଧରିବାରେ ସଫଳତା ପରେ ଆଉ ଏକ ବଡ଼ ସଫଳତା ମିଳିଛି । ଏକ କଲରା ପତରିଆ ବାଘ ର ଛାଲ ଚାଲାଣ ହେଉଥିବା ସମୟ ରେ…

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ତରଫରୁ ମାତୃ ନିକେତନକୁ ଏଲସିଡ଼ି ଟିଭି ଓ ପଙ୍ଖା ପ୍ରଦାନ

ବରଗଡ :- ବିଶ୍ୱପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ସେବା କାର୍ୟ୍ଯ ସହିତ ଅନେକ ପ୍ରକାରର ସାମାଜିକ କାର୍ଯକ୍ରମ ସମୟ ସମୟରେ କରାଯାଇଥାଏ । ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ରେ ଥିବା ଛୋଟ ଛୋଟ…

୭୩ତମ ଜାତୀୟ ବନ ମହୋତ୍ସବ ସପ୍ତାହ : ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ

ନବରଙ୍ଗପୁର (ଅଶୋକ ସାହୁ ): ଆଜି ୭୩ ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଛତ୍ରଭଟ ଶ୍ମଶାନ ଠାରେ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଁଳା, ଫାସି,…

ରାଜବୋଡାସମ୍ବର ବ୍ଳକର ସମିତିସଭ୍ୟ ସଙ୍ଘର କର୍ମକର୍ତ୍ତା ଚୟନ ।

ପଦ୍ମପୁର- ମେଲଛାମୁଣ୍ଡା ଗ୍ରାମ ପଞ୍ଚାୟତ ସଭାଗୄହରେ ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା ଓ ଉପାଧ୍ୟକ୍ଷା ସଂଯୁକ୍ତା ଚାନ୍ଦ ଙ୍କ ସଭାପତିତ୍ବରେ ସମିତିସଭ୍ୟ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମସ୍ତଙ୍କ ସର୍ବସମ୍ମତି କ୍ରମେ ସମିତିସଭ୍ୟ ସଙ୍ଘର ଠାକୁର କୁମାର…

ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଉଦଘାଟିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ:  ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଏହି ପ୍ରତିଭା ଚୟନ…

ମହିଳା ସ୍ନାତକ ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ରଥଯାତ୍ରା ଶୁଭ ଅବସରରେ ମହିଳା ସ୍ନାତକ ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ଫରେଷ୍ଟ ଗେଟ ନିକଟସ୍ଥ ହାତୀବାଡି , ଗୋପିନାଥପୁର ଠାରେ ହୋଇଯାଇଛି। https://youtu.be/K1z-tRV8LQM ଏହି…

ସ୍କାଉଟ୍ସ ଓ ଗାଇଡ଼ସ ପକ୍ଷରୁ ରଥଯାତ୍ରା ସମୟରେ ସେବା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସ୍କାଉଟ୍ସ ଓ ଗାଇଡ଼ସ, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ଼ସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ମହାରାଜାଙ୍କ ବାଳକ ବିଦ୍ୟାଳୟ ,…

ପୁଣି ମାତିଲା ଦୁର୍ବୁତ୍ତ ; ଭାଙ୍ଗିଲା ଆଡ଼ପ ଚୁଲି

ପୁରୀ(ଅନିମେଶ ପଟ୍ଟନାୟକ): ଶନିବାର ପୁରୀରେ ପୁଣି ଅଭାବନୀୟ ଘଟଣା ଘଟିଛି । କେହି ଜଣେ ଦୁର୍ବୁତ୍ତ ଗୁଣ୍ଡିଚାଘର ଆଡ଼ପ ଚୁଲିକୁ ଭାଙ୍ଗି ଦେଇଛି । ଯାହା ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇଛି । ପାଖା ପାଖି ୨୦ଟି ଚୁଲିକୁ ଭାଙ୍ଗାଯାଇଥିବା ଜଣାପଡ଼ିଛି । ଗୁଣ୍ଡିଚାଘରେ ୭୫୨ ଚୁଲି ରହିଛି ।…