Sign in
Sign in
Recover your password.
A password will be e-mailed to you.
ସାପକାମୁଡ଼ାରେ ଉଜୁଡିଗଲା ହସଖୁସିର ପରିବାର
ଶୋଇଥିବା ଅବସ୍ଥାରେ ସାପ କାମୁଡାରେ ସ୍ବାମୀ-ସ୍ତ୍ରୀ ମୃତ
ସରକାରୀ ନିୟମ ମୁତାବକ ସହାୟତା ପାଇଁ ସବୁପ୍ରକାର ସହଯୋଗ କରଯିବ :- ପାଇକମାଲ ତହସିଲଦାର
ଅଜା ଭରଷାରେ ଛୋଟ ନାତି
ବରଗଡ : ଗତ କାଲି ବିଳମ୍ବିତ ରାତି ରେ ପାଇକମାଳ ବ୍ଳକ ଝିଟିକି ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମେ…
ରେଙ୍ଗାଲି ଅଞ୍ଚଳରେ ଜଳ ସଙ୍କଟର ସମାଧାନ ପାଇଁ ଆଦିତ୍ୟ ଆଲୁମିନିୟମର ପ୍ରୟାସ
ଭୁବନେଶ୍ୱର: ଜଳାଭାବ ପରିସ୍ଥିତି ବସ୍ତୁତଃ ଓଡ଼ିଶାର ସମ୍ବଲପୁର ଜିଲ୍ଲା, ରେଙ୍ଗାଲି ବ୍ଲକରେ ଏକ ସବୁଦିନିଆ ସମସ୍ୟା ହୋଇଛି । ଅନିୟମିତ ବୃଷ୍ଟି କାରଣରୁ ଜଳାଭାବ ଉକ୍ତ ଅଞ୍ଚଳରେ କୃଷି ଅର୍ଥନୀତି ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି । ଏଥିରୁ ଆଶ୍ୱସ୍ତି ପ୍ରଦାନ ସକାଶେ ଆଦିତ୍ୟ ବିର୍ଲା…
କେନ୍ଦ୍ର ମନ୍ତ୍ରୀଙ୍କ ବାସୁଦେବପୁର ଗସ୍ତ: ସହିଦ ସ୍ମୃତି ରେ ମାଲ୍ୟାର୍ପଣ
ଧାମରା ବନ୍ଦର ପରିଦର୍ଶନ, ନୂଆ ମତ ଦାତା ଙ୍କ ସହ ଆଲୋଚନା
ବାସୁଦେବପୁର/ପ୍ରତାପ ପାଢୀ- ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର କୁ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାନ୍ତୁନୁ ଠାକୁର ଗସ୍ତ ରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରିତାର…
ବିପଦଶଙ୍କୁଳ ଅବସ୍ଥାରେ ପୋଡପଡା ସେତୁ ।
ଅସ୍ତରଙ୍ଗ ରୁ ଦୁଃଶାସନ ନୟକ : ପୁରୀଜିଲା ର ସର୍ଵଧର୍ମ ସମନ୍ୱୟ ପୀଠ ବାବା ସତ୍ୟପୀର ସହ ସମୁଦ୍ର ବେଳାଭୁମି ଓ ଦେବୀ ମୁହାଣ ନିକଟ ଗଙ୍ଗାଦେବୀ ପିଠାକୁ କଣମଣ ଗ୍ରାମ ଠାରେ ସଂଯୋଗ କରୁଥିବା ପୋଡପଡା ସେତୁଟି ବର୍ତ୍ତମାନ ବିପଦଶଙ୍କୁଳ ଅବସ୍ଥାରେ । ୨୮ ବର୍ଷ ତଳେ ସେତବେଳର ମୁଖ୍ୟମନ୍ତ୍ରୀ ଶ୍ରୀ…
ଦିବ୍ୟାଙ୍ଗ ଶିଶୁ ମୋହନଙ୍କ ମୁହଁରେ ହସ ଫୁଟାଇଲା ଜିଲ୍ଲାପାଳଙ୍କ ପଦକ୍ଷେପ
ନବରଙ୍ଗପୁର/ଅଶୋକ ସାହୁ: ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ରାବନ ଗୁଡ଼ା ଗ୍ରାମର ଜଣେ ଆଠ ବର୍ଷର ଦିବ୍ୟାଙ୍ଗ ଛାତ୍ର ମୋହନ ମାଝି ଙ୍କ ସମନ୍ଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ…
ଘର ଭୁଶୁଡି 71 ବର୍ଷୀୟ ବୁଦ୍ଧ ମୃତ ।
ନବରଙ୍ଗପୁରରୁ /ଅଶୋକ ସାହୁ: ନବରଙ୍ଗପୁରରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ କାଲି ରାତି ଭୀଷଣ ବର୍ଷା ହୋଇଛି । ଏହି ବର୍ଷାରେ ଧଣ୍ଡରା ଗ୍ରାମର ଗଙ୍ଗାଧର ସୌରା ନାମକ ବୃଦ୍ଧ ରାତି ଖାଇପିଇ ଶୋଇ ଥିବାବେଳେ ଝାଟିମାଟିରେ ତିଆରି ଚାଳକୁଡ଼ିଆ ଘରଟି ଭୁଶୁଡି ପଡିଥିଲା. ପ୍ରକାଶଯୋଗ୍ୟଯେ ମୃତକ…
କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ନୟାଗଡ଼ ଜିଲ୍ଲା ଗସ୍ତ
ନୟାଗଡ଼(ବିଶ୍ୱଜିତ ନାୟକ)- ଆଜି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଭା.ପ୍ର.ସେ. ନୟାଗଡ଼ ଗସ୍ତରେ ଆସି ପୂର୍ବାହ୍ନ ୯ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ ସହ କଂଟିଲୋ ନୀଳମାଧବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ତଦାରଖରେ ଯାଇଥିଲେ । ଅପରାହ୍ନ ୩ଘଟିକା ସମୟରେ ଜିଲ୍ଲା…
ୟୁନିଅନ ଆରସେଟିରେ ଡ଼୍ରାଇଭର ଟ୍ରେନିଂ ଆରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଅବସ୍ଥିତ ୟୁନିଅନ ବ୍ୟାଙ୍କ୍ ଦ୍ଵାରା ପରିଚାଳିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ମଙ୍ଗଳବାର ଠାରୁ ଏଲ୍ଏମଭି ଡ୍ରାଇଭର ଟ୍ରେନିଂ ଆରମ୍ଭ ହେଇଛି। ଏହି ଟ୍ରେନିଂ ଆଗାମୀ ୩୦ ଦିନ…
ଚନ୍ଦ୍ରଗିରି ଠାରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିର କାଲିଆପଟା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଶିଳ୍ପ ତାଲିମ କେନ୍ଦ୍ର ଏବଂ ଗଜପତି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପ…
ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଲୀଳା ଖେଳ ସାରି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ବେଦୀକୁ ଯାଇଛନ୍ତି। ନୀଳାଦ୍ରି ବିଜେ…