Sign in
Sign in
Recover your password.
A password will be e-mailed to you.
ୟୁକୋ ବ୍ୟାଙ୍କରେ ବୃଦ୍ଧାଙ୍କୁ ମାଡ଼ ମାରିଲେ ପିଅନ, ତିର୍ତ୍ତୋଲ ଥାନାରେ ଅଭିଯୋଗ
ଜଗତସିଂହପୁର/ସୁମନ୍ତ କୁମାର ଦାସ: କୌଣସି କାର୍ଯ୍ୟ ପାଇଁ ବ୍ୟାଙ୍କକୁ ଯାଇଥିବା ଜଣେ ବୟଜ୍ୟଷ୍ଠ ବୃଦ୍ଧାଙ୍କୁ ମାଡ଼ ମାରିବା ଭଳି ଏକ ଅଭାବନୀୟ ଘଟଣା ରାହାମା ଅଂଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି l ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ନିକଟସ୍ଥ ପଣ୍ଡୁଆ ଗ୍ରାମର କୁମ ସେଠି…
ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦଘାଟନ କଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା
କଲ୍ୟାଣସିଂହପୁରରୁ ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ଦାନ୍ତଲିଙ୍ଗି ଠାରେଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ (ବସୁଧା)କୁ ଉଦଘାଟନ କଲେ କୋରାପୁଟ ଲୋକସଭା ସାଂସଦସପ୍ତଗିରି ଶଙ୍କର ଉଲ୍ଲାକା ।ଆଜି କୋରାପୁଟ ଲୋକସଭା ସାଂସଦସପ୍ତଗିରି ଶଙ୍କର…
ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ
ଭୁବନେଶ୍ୱର: ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିଭିନ୍ନ ନିଗମ ଯଥା ଓଡିଶା କୃଷି ନିଗମ ଲିଃ, ଓଡିଶା କାଜୁ ଉନ୍ନୟନ ନିଗମ ଲିଃ ଏବଂ ଓଡିଶା ବିହନ ନିଗମ ଲିଃ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ…
ଆଇସିଏସ୍ଆଇ ପକ୍ଷରୁ ‘କ୍ୟାପିଟାଲ ମାର୍କେଟ ସପ୍ତାହ-୨୦୨୨’
ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟାରିଜ ଅଫ ଇଣ୍ଡିଆ (ଆଇସିଏସ୍ଆଇ) ପକ୍ଷରୁ ଏଠାରେ ଚଳିତ ମାସ ୧୩ ତାରିଖରୁ ଆଇସିଏସ୍ଆଇ କ୍ୟାପିଟାଲ ମାର୍କେଟ ସପ୍ତାହ-୨୦୨୨ ଆୟୋଜିତ ହେବାକୁ ଯାଉଛି । ଏହି ବୃହତ କାର୍ଯ୍ୟକ୍ରମର ଶୀର୍ଷକ ରଖାଯାଇଛି ‘୫ ଟ୍ରିଲିଅନ ଅର୍ଥନୀତି ଅଭିମୁଖେ ଯାତ୍ରା:…
ସ୍କାଉଟସ୍ ଏବଂ ଗାଇଡସ୍ ଏସିଆ ପ୍ୟାସିଫିକ୍ (ଫିଲିଫାଇନ୍) ନିର୍ଦ୍ଦେଶକଙ୍କ ଓଡ଼ିଶା ଗସ୍ତ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସ୍କାଉଟସ୍ ଏବଂ ଗାଇଡସ୍ର ବିଭିନ୍ନ ପ୍ରକଳ୍ପ (ଚାଇଲଡ୍ ଏଜୁକେସନ, କ୍ଲିନ୍ ଇଣ୍ଡିଆ, ଫିଟ୍ ଇଣ୍ଡିଆ) ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଆସୁଛି । ଓଡ଼ିଶାର ଏହି କାର୍ଯ୍ୟ ଏସିଆ ପ୍ୟାସିିଫିକ୍ ଦ୍ୱାରା ମନୋନୀତ ହୋଇଥିବାରୁ ଏହି କାର୍ଯ୍ୟ ପ୍ରଥମ ଥର ପାଇଁ…
ଅଚାନକ ସ୍କୁଲ ପରିଦର୍ଶନ କଲେ ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା
ବାଲେଶ୍ଵର ଖଇରା( ବୁଲୁ ଲେଙ୍କା )ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ମହତୀପୁର ବାଇଧର ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅଚାନକ ଭାବେ ଆସି ପହଞ୍ଚି ପରିଦର୍ଶନ କରିଥିଲେ ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ। ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଭିନ୍ନ…
ଲାୟନ୍ସ କ୍ଲବ୍ ପଦ୍ମପୁରର ଶପଥ ଗ୍ରହଣ ସମାରୋହ
ପଦ୍ମପୁର- ରବିବାର ଦିନ ସନ୍ଧ୍ୟା ରେ ଲାୟନ୍ସ କ୍ଲବ୍ ପଦ୍ମପୁର ରେ ସଭାପତି ହିମାଂଶୁ ଯୋଶୀ ଙ୍କ ସଭାପତିତ୍ବ ରେ ଶପଥ ଗ୍ରହଣ ସମାରୋହ ହୋଟେଲ ରୁକ୍ମିଣୀ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହ କୁ ମାଁ ସମଲେଶ୍ଵରୀ ଙ୍କର ପୂଜାର୍ଚ୍ଚନା ଏବଂ ତାପରେ ଜାତୀୟ ସଙ୍ଗୀତ ଗାଇ ଉଦ୍ଘାଟନ କରିଥିଲେ। ଏହି…
ଟିକିରି ସୁନାମୁଦି ସାହିବୁଡ଼ି ଠାକୁରାଣୀ ପୀଠ ନିକଟରେ ଖୋଲିଲା ଜିମ୍ବୋ ଜିମ ଫିଟନେସ ସେଣ୍ଟର
କାଶୀପୁର/ ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସୁନାମୁଦି ସାହିବୁଡ଼ି ଠାକୁରାଣୀ ପୀଠ ନିକଟରେ ଜିମ୍ବୋ ଜିମ ଫିଟନେସ ତାଲିମ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ଚଳିତ ମାସ ରବିବାର ଦିନ ଖୋଲାଯାଇଅଛି | ଏହି ଯୁମ୍ବ ଫିଟନେସ ପ୍ରଶିକ୍ଷଣ କେନ୍ଦ୍ର ବର୍ତ୍ତମାନର ଯୁବ…
ଲଘୁଚାପଜନିତ ବର୍ଷାରେ ଭୁଶୁଡିଗଲା ଶିବ ମାଣ୍ଡାଙ୍ଗର ଘର।
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ବିଜୟନଗର ସର୍କଲ ର ସୁଳିପଦର ଗାଁର ମାଳି ସାଇ ବାସିନ୍ଦା ଶିବ ମାଣ୍ଡାଙ୍ଗ (୫୬)ଙ୍କ ଘର ଲଘୁଚାପଜନିତ ବର୍ଷରେ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ପ୍ରାୟ ଦୁଇ ଦିନ ଧରି କଲ୍ୟାଣସିଂହପୁର ଅଞ୍ଚଳରେ…
ଜଳବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳା !
ଅସ୍ତରଙ୍ଗ/ଦୁଃଶାସନ ନୟକ: ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନ୍ତସ୍ଥଳୀୟ ମତ୍ସ୍ୟ ଗବେଷଣା ଅନୁଷ୍ଠାନ ତରଫରୁ ନୁଆଗଡ଼ ସାମୁଦ୍ରିକ ଥାନା ପରିସ୍ଥଳି ମଧ୍ୟରେ ଓଡିଶାର ଉପକୂଳ ଆଦ୍ରଭୂମିରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହେଉଥିବା ସଙ୍କଟ ଆକଳନ ଓ ସଚେତନତା…