ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବିବାଦୀୟ ବୟାନ ପ୍ରତିବାଦରେ ବିଜେପି ତରଫରୁ କୁଶପୁତ୍ତଳିକା ଦାହ ।

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗା ବିଜେପି ଯୁବନେତା ଶାରଦା ପ୍ରଧାନ ଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେପି ପକ୍ଷରୁ କଂଗ୍ରେସ ର ମୁଖପାତ୍ର ଅଜୟ କୁମାର ଙ୍କ ଏନଡିଏ ରାଷ୍ଟ୍ରପ୍ରତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟ କୁ…

“ବିଧାୟକ ସେକ୍ସ ରାକେଟ ସହ ଚଳାଉଛନ୍ତି ବ୍ରୋଥେଲ”

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଗତ ମାସରେ ତିର୍ତୋଲ ବିଧାୟକ ଙ୍କ ଗାର୍ଲଫ୍ରେଣ୍ଡ ତଥା ଭାବି ପତ୍ନୀ ସୋମାଲିକା ଦାଶ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ନିର୍ବାଚନ ଖର୍ଚ୍ଚ ଟଙ୍କା ଉଠାଇବା ପାଇଁ ବିଧାୟକ ସେକ୍ସ ରାକେଟ ଚଳାଉ ଥିଲେ l ବିଜୟ ଶଙ୍କର ଜଗତସିଂହପୁର ର ରେଜିଷ୍ଟ୍ରାର ଅଫ୍ ବିବାହ…

ଭାରତୀୟ ଜନତା ଯୁଵମୋର୍ଚ୍ଚା ବିକ୍ଷୋଭ

ଭଦ୍ରକ, ସୀତାକାନ୍ତ ପାଢ଼ୀ -:ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟ କୁ ନେଇ ସାରା ରାଜ୍ୟରେ ଵିକ୍ଷୋଭ ଦେଖାଦେଇଛି। ଆଜି ଏହି ପରିପ୍ରେକ୍ଷୀରେ ଭଦ୍ରକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଓ କୁଶପୁଳିକା ଦାହ କରାଯାଇଛି। କଂଗ୍ରେସ…

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା; ଚାଳକ ମୃତ

ଭଞ୍ଜନଗର : ଭଞ୍ଜନଗର - ସୋରଡା ରାସ୍ତାର ଦୁବୁଲୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଗୁରୁବାର ସନ୍ଧ୍ୟାରେ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଭଞ୍ଜନଗର ଥାନା ଖମାରେଡି ଗ୍ରାମର ବୁଲୁ ଜେନା (୩୫) । ବୁଲୁ ବାଇକ ଯୋଗେ ଶଶୁର ଘର ବଡ଼ବୋରସିଂ…

କେନ୍ଦ୍ରାଚଂଳ ରାଜସ୍ବ କମିଶନର ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି କେନ୍ଦ୍ରାଚଂଳ ରାଜସ୍ବ କମିଶନର ଶ୍ରୀ ସୁରେନ୍ଦ୍ର ଚନ୍ଦ୍ର ଦଳାଇ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସମୀକ୍ଷା କରିବା ସହିତ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲା…

ବ୍ରାହ୍ମଣପଦର ଠାରେ “ବିପଦର ବନ୍ଧୁ” ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଭଞ୍ଜନଗର : ସ୍ବେଚ୍ଛାସେବୀ ଅନୁଷ୍ଠାନ "ବିପଦର ବନ୍ଧୁ" ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଭଞ୍ଜନଗର ବ୍ଲକ ସ୍ଥିତ ବ୍ରାହ୍ମଣପଦର ପଂଚାୟତ କାଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ବନମାଳୀ ଗୌଡ଼ ଯୋଗ ଦେଇ…

ଶଙ୍କରଡା ପଞ୍ଚାୟତ ଗୋବିରି ଘାଟିରେ ଝାଡା ବାନ୍ତି

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡ଼ା ପଂଚାୟତର ଗୋବିରୀ ଘାଟିରେ ଗୋଟିଏ ପରିବାରର ମା ଓ ପୁଅ ଝାଡ଼ାବାନ୍ତି ରେ ପୀଡ଼ିତା ହୋଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନା…

ଦଳୀୟ ଚାନ୍ଦା ଆକାରରେ ବୀମା କଂପାନୀରୁ ଶହେ କୋଟି ଟଙ୍କା ନେଇଛି ବିଜୁ ଜନତା ଦଳ : ପ୍ରଦୀପ ପୁରୋହିତ

ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀର ଜାଲିଆତି ୧୬ ତାରିଖ ଦିନ ବରଗଡ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ଘଂଟିଆ ଧାରଣା ଦିଆଯିବ ଆସନ୍ତା ୧୮ରେ ପଦ୍ମପୁର ସବଡିଭିଜନ ବନ୍ଦ ପାଳନକୁ ବିଜେପିର ପୂର୍ଣ୍ଣ ସମର୍ଥନ ପଦ୍ମପୁର…

ଅବ୍ୟବସ୍ଥା ଘେରରେ ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡର ସର୍ବ ପୁରାତନ ମହାବିଦ୍ୟାଳୟ ହେଉଛି ଅଞ୍ଚଳ ମହାବିଦ୍ୟାଳୟ । ଅଞ୍ଚଳ ମହାବିଦ୍ୟାଳୟରେ ଅଧ୍ୟୟନ କରି ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ନିଜ ତଥା ଅଞ୍ଚଳକୁ ଗୌରବାନ୍ମିତ କରିଛନ୍ତି । ଅଞ୍ଚଳ ମହାବିଦ୍ୟାଳୟରେ ଜିଲ୍ଲା ତଥା ଜିଲ୍ଲା…

ଭୂବନେଶ୍ବର କୁଲିତା ସମାଜ କଲ୍ୟାଣ ସଙ୍ଗଠନ ତରଫରୁ ହୁଇଲ ଚେଆର୍ ପ୍ରଦାନ

ପଦ୍ମପୁର-  ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛେଳିଆମାଲ ଗ୍ରାମର ଦିବ୍ୟାଙ୍ଗ ବବିତା ବାଗ ଙ୍କୁ ଆଜି ଗ୍ରାମବାସି ଙ୍କ ଗହଣରେ ଏକ ହୁଇଲ ଚେଆର୍ ପ୍ରଦାନ କରାଯାଇଛି।ଗ୍ରମବାସି ଙ୍କ ତରଫରୁ ଭୁବନେଶ୍ୱର କୁଲିତାସମାଜ କଲ୍ୟାଣ ସଙ୍ଗଠନ କୁ କୁମାରୀ ବବିତା ବାଗ୍ ଙ୍କ ବିଷୟରେ ଅବଗତ    କରାଯାଇଥିଲା।…