‘ମୋ ସ୍କୁଲ୍‌ ଅଭିଯାନ’ର ୩୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୧୩୧.୭୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ସ୍କୁଲ୍‌ ବିକାଶରେ ୬.୮୫ ଲକ୍ଷ ପୁରାତନ ଛାତ୍ରଛାତ୍ରୀ ସାମିଲ ରୂପାନ୍ତରିତ ବିଦ୍ୟାଳୟର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ସବୁ ରୂପାନ୍ତରିତ ହାଇସ୍କୁଲ୍‌ରେ ଇଣ୍ଟରନେଟ୍‌ ବ୍ୟବସ୍ଥା ୩୦୦ ଉଚ୍ଚ ବିଦ୍ୟାଳୟରେ ଅଗଷ୍ଟ ମାସ ସୁଦ୍ଧା ଆକାଂକ୍ଷୀ…

ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ପାଇକମାଳ ୧୨ ଘଣ୍ଟିଆ ବନ୍ଦ

ବରଗଡ :-ରାଜବୋଡାସମ୍ବର  କୃଷକ ସଂଗଠନ ଡାକରାରେ ସୋମବାର ପାଇକମାଳ ବ୍ଲକ୍  ରେ ୧୨ ଘଣ୍ଟିଆ ବନ୍ଦ ରହିଥିଲା । ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ରାସ୍ତା ସମ୍ପୁର୍ଣ୍ଣ ଭାବେ ବନ୍ଦ ଥିଲା । କୃଷକମାନେ ସକାଳ ୬ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ପାଇକମାଳ ମୂଖ୍ୟ ଛକରେ ବସିରହି ସେମାନଙ୍କ ଦାବି…

ଦଶଟି ଓଡ଼ିଆ ଗଜଲ୍‌ଧର୍ମୀ ଗୀତର ଲୋକାର୍ପଣ ସନ୍ଧ୍ୟା

ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନଠାରେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନାରେ ଗଜଲ ଧର୍ମୀ ବା ଗଜଲ ଛାୟାରେ ରଚିତ ଦଶଟି ଓଡିଆ ଏବଂ ହିନ୍ଦୀ ଗଜଲ୍‌/ଗୀତର ଲୋକାର୍ପଣ କରାଯାଇଛି ।ଏହି ଲୋକାର୍ପଣ ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ ସଂଗୀତ ଗାୟକ ପ୍ରଣବ…

ଦିପ୍ତିପୁର ଓ ଘେଁସ ଛକରେ ରାସ୍ତାରୋକ

ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ଦିପ୍ତିପୁର ଛକରେ ସୋମବାର ସକାଳ ୬ଟାରୁ ଏଚଡିଏଫସି ଏଗ୍ରୋ କଂପାନୀର ଚାଷୀ ମାରଣ ନୀତି ବିରୁଦ୍ଧରେ ରାଜବୋରା କୃଷକ ସଂଗଠନର ଆହ୍ୱାନ କ୍ରମେ ମେଲଛାମୁଣ୍ଡା ଅଂଚଳର ଲଢୁଆ ସେନାର ଡାକରାରେ ମେଲଛାମୁଣ୍ଡା, ଟାଳ, ଜ୍ଞାନ ଓ ପଲସାପାଲି ଆଦି ପଂଚାୟତର ଶତାଧିକ…

କାଶୀପୁରରେ ଆରଏମଆରସିର ଚାରିଜଣିଆ ଟିମ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଗତ ସାତ ଦିନ ମଧ୍ୟରେ ସାତ ଜନଙ୍କ ମୃତ୍ୟ ପରେ ଆଜି ଆରଏମଆରସିର ଏକ ଚାରି ଜଣିଆ ଟିମ କାଶୀପୁର ଗସ୍ତ କରିଛନ୍ତି ।ଡାକ୍ତର ବି ,ବି ପାଳ ଙ୍କ ନେତୃତ୍ୱରେ ଏହି ଟିମ ବିଭିନ୍ନ ସ୍ଥିତି ପରଖୀବା ସହ ବିଭିନ୍ନ ନମୁନା…

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅଲଡା ଆଦର୍ଶ ବିଦ୍ୟାଳୟ ଠାରେ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଗଜପତି ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ଗଜପତି…

ବିବେକାନନ୍ଦ କେନ୍ଦ୍ର ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିବେକାନନ୍ଦ କନ୍ୟାକୁମାରୀ କେନ୍ଦ୍ର ପାରଳାଖେମୁଣ୍ଡି ଶାଖା ତରଫରୁ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ଭାଗବତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ବ୍ରହ୍ମପୁର ଶାଖାର ସଂଚାଳକ…

ଉଚ୍ଚଶିକ୍ଷା ନିମନ୍ତେ ସୋଆକୁ ଅଧିକ ବିଦେଶ ଛାତ୍ରଛାତ୍ରୀ ଆସିବା ଉଚିତ୍‌: ଡାକ୍ତର ରାଜ ପୁରୋହିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଭଳି ଉଚ୍ଚକୋଟୀର ଏବଂ ଉତ୍କର୍ଷ ନିମନ୍ତେ ସଦା ଚେଷ୍ଟିତ ଶିକ୍ଷାନୁଷ୍ଠାନକୁ ଅଧିକ ସଂଖ୍ୟକ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ ନିମନ୍ତେ ଆସିବା ଆବଶ୍ୟକ ବୋଲି ମତ ରଖିଛନ୍ତି କେନ୍ଦ୍ର ବର୍ହିବ୍ୟାପାର ବିଭାଗର ପଶ୍ଚିମ ଏସିଆ ଏବଂ ଉତର ଆଫ୍ରିକାର ଯୁଗ୍ମ…

ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦଭାବନା ସଭାଗୃହଠାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ଜନସାଧାରଣଙ୍କର…

ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ନୂତନ ଭାବେ ପୋକସୋ କୋର୍ଟ ଉଦଘାଟନ l

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲା କୋର୍ଟ ପରିସରରେ ନୂତନ ଭାବେ ପୋସ୍କୋ କୋର୍ଟ କୁ ଭରଚୁଆଲ ମାଧ୍ୟମରେ ମାନ୍ୟବର ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଏସ ମୁରଲୀଧରନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି l ଏହି ଉଦ୍ଘାଟନୀ ଉତ୍ସବ ରେ ଜଗତସିଂହପୁର ଜ଼ିଲ୍ଲା ଜଜ ଅନୁପ…