Sign in
Sign in
Recover your password.
A password will be e-mailed to you.
କିସରେ ନିଯୁକ୍ତି ପାଇଲେ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ
ଭୁବନେଶ୍ୱର: କିସରେ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଜ୍ୟ ସରକାରଙ୍କ…
ଲଗାଣ ବର୍ଷାରେ ଉଛୁଳିଲା କୁସୁମୀ ନଦୀ
କୁସୁମୀ ନଦୀରେ ବୁଡ଼ିଲା କୋରପିଠା ପମ୍ପ ହାଉସ
ଓଡ଼ଗାଁ ସିନେମାହଲ ଛକରେ ବର୍ଷାଜଳ ଜମି ଗମନାଗମନ ବାଧାପ୍ରାପ୍ତ
ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ଶନିବାର ରାତିରେ ମୁଷଳ ଧାରାରେ ବର୍ଷା ଲାଗିରହିବା ଯୋଗୁଁ ଡ୍ରେନ ମାଧ୍ୟମରେ ସଠିକ୍ ଭାବରେ ବର୍ଷାଜଳ ନିଷ୍କାସିିତ…
ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ
ବୃକ୍ଷ ରୋପଣ କରି ନିଜର ଜନ୍ମଦିନ ପାଳନ କଲେ ସମାଜସେବୀ ସୁବ୍ରତ ସିଂ
ବରଗଡ :- ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ତଥା ସମାଜସେବୀ ସୁବ୍ରତ ସିଂହଙ୍କ ଜନ୍ମ ଦିବସ ଅବସରରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ୧୦ମାଇଲ ଛକ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି…
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଂଚୋ ମଣ୍ଡଳ ବିଜେପି ର ଚତୁର୍ଥ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ହାଟଡିହି /ମକରଧ୍ୱଜ ଜେନା:-ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଂଚୋ ମଣ୍ଡଳ ବିଜେପି ର ଚତୁର୍ଥ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ହାଟଡ଼ିହିସ୍ଥ ଦଳୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆନନ୍ଦପୁର ବିଜେପି ର ନେତା ଆଲୋକ ସେଠି, ଜିଲ୍ଲା ସାଧାରଣ ସମ୍ପାଦକ…
ପୋଖରୀରେ ପଡ଼ି ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।
ବାଲେଶ୍ଵର ଖଇରା (ବୁଲୁ ଲେଙ୍କା)ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ କଇଥଗଢିଆ ଗାଁରେ ପୋଖରୀରେ ପଡ଼ି ଜଣେ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ ଘଟିଛି।ଅନ୍ୟପଟେ ମହିଳାଙ୍କ ବାପ ଘରଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ଗତକାଲି ବିଳମ୍ବିତ ରାତିରେ କଇଥଗଢିଆ ଗାଁର ବୁଦ୍ଧଦେବ ପାତ୍ରଙ୍କ ପତ୍ନୀ ଜୟନ୍ତୀ…
ଟିଟିଲାଗଡ଼ ରେଳ ଜଙ୍କସନ ପାଇଲା ନୂଆ ପରିଚୟ
ପୂର୍ବତଟ ରେଳ ବାଇ ମଧ୍ୟରେ ପଶ୍ଚିମଓଡିଶା ର ପାଞ୍ଚ ଗୋଟି ରେ ପ୍ଲାଟଫର୍ମ ଟିଟିଲାଗଡ଼ ପାଇବାରେ ପ୍ରଥମ
ଟିଟିଲାଗଡ଼.. ( ରଶ୍ମି ରେଖା ମହାପାତ୍ର ):ଇଷ୍ଟ କୋଷ୍ଟ ର ଦକ୍ଷିଣ ପୁର୍ବତଟ ରେଳବାଇ ର ଅଧୀନରେ ଥିବା ପଶ୍ଚିମ ଓଡିଶା ର ରେଳ ଷ୍ଟେସନ ମଧ୍ୟରୁ ଏକ ନୂଆ ପରିଚୟ ଲାଭ କରିଛି l ଟିଟିଲାଗଡ଼…
ଅସହାୟ ଙ୍କୁ ସାହା ହେଉଛି ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ
ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରୁଛି ଅନୁଷ୍ଠାନ
ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର: କଥାରେ ଅଛି ନର ସେବା ହିଁ ନାରାୟଣ ସେବା l ଗରିବ ଲୋକଙ୍କ ପେଟରେ ଦୁଇ ମୁଠା ଆହାର ଯୋଗାଇ ଦେବା ପାଇଁ ଆଗେଇ ଆସିଛି ଟିଟିଲାଗଡ଼ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାରୱାଡି ଯୁବା ମଞ୍ଚ ଟିଟିଲାଗଡ଼ ଶାଖା l…
ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଖସିଲା ମାଟି ଅତଡ଼ା , ଅଳ୍ପକେ ବର୍ତ୍ତିଲା ଗାଁ ଲୋକଙ୍କ ଜୀବନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଲଗାଣ ବର୍ଷା ଯୋଗୁଁ ପାହାଡରୁ ଖସିଲା ମାଟି ଅତଡ଼ା । ଏଥିରୁ ଅଳ୍ପକେ ବର୍ତ୍ତୀ ଯାଇଛି ଗାଁ ଲୋକଙ୍କ ଜୀବନ , ଏଭଳି ଘଟଣା ଦେଖା ଦେଇଛି ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ପଞ୍ଚାୟତର ପାହାଡ଼ ଘେରା ଜଙ୍ଗଜଙ୍ଗଲ…
ରାଜବୋଡାସମ୍ବର କୄଷକ ସଙ୍ଗଠନର ଆହ୍ୱାନ କ୍ରମେ ସୋମବାର ପଦ୍ମପୁର ଉପଖଣ୍ଡ କୁ ବନ୍ଦ ଡାକରା
ପଦ୍ମପୁର(ଶାସକପ୍ରଶାସକ)- ଫସଲବୀମା ପ୍ରଦାନ ତଥା ଏଚଡିଏଫସି ବୀମା କମ୍ପାନୀର ଟାଲଟୁଲ ନିତି କୁ ବିରୋଧ କରି ରାଜବୋଡାସମ୍ବର କୄଷକ ସଙ୍ଗଠନର ଆହ୍ୱାନ କ୍ରମେ ଆସନ୍ତା ୧୮/୦୭/୨୦୨୨ ସୋମବାର ପଦ୍ମପୁର ଉପଖଣ୍ଡ କୁ ବନ୍ଦ ଡାକରା ଦେଇଛି କୄଷକ ସଂଗଠନ । ବିଜେପୁର ବ୍ଳକର ବିଭିନ୍ନ ସ୍ଥାନରେ ରାସ୍ତା…
ବାଇକ ଚୋରି ରାକେଟ ର ପର୍ଦାଫାଶ କଲା ପୋଲିସ
ଭଦ୍ରକ,ସୀତାକାନ୍ତ ପାଢ଼ୀ :ଗତ ତା ୨୨.୦୬.୨୦୨୨ ରିଖ ସମରାଇପୁର ର କଲ୍ୟାଣ ନଗର ର ଅଜୟ କୁମାର ମଲ୍ଲିକ ଙ୍କ Hero Passion Pro ମଟର ସାଇକେଲ ଯାହାର ନୋ OR22E1221 ଗାଡି ଟି ଚୋରୀ ହୋଇଯାଇଥିଲା | ଥାନା ରେ ରିପୋର୍ଟ ହେବା ପରେ ଉକ୍ତ କେଶ ର ତଦନ୍ତ ସମୟରେ ଉକ୍ତ ଚୋରୀ ଗାଡି ଟି ଟାଉନ ଥାନା…