ଅବକାରୀ ଧରପଗଡ଼ ; ବିପୁଳ ପରିମାଣର ଦେଶୀ ମଦ ଜବତ , ୬ ଗିରଫ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ବିଭାଗ ୟୁନିଟ-୨ ପକ୍ଷରୁ ଅବକାରୀ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ ଙ୍କ ନେତୃତ୍ୱରେ ଭଞ୍ଜନଗର ଅବକାରୀ ଥାନା ଅଂଚଳରେ ବୁଧବାର ଏକ ବଡ଼ ଧରଣର ଧରପଗଡ଼ କରାଯାଇଛି। ଅଞ୍ଚଳର ବରୁଣପୁର, ଜିଲୁଣ୍ଡି, କୁଲାଡ଼, ସୁତାଙ୍ଗି,ମୁଗାପଦର,ଡହ ପ୍ରଭୂତି ସ୍ଥାନ…

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତିଦିବସ ପାଳନ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ମହା ଅବସରରେ ମାନ୍ଯଵର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭୟ ଵାଣୀ " ଗୋଟିଏ ଗଛ କୋଟିଏ ଜୀବନ " କୁ ଅନୁସରଣ କରି ଗଡଵିଷୁନପୁର ପଞ୍ଚାୟତ ର ଗୋପାଳପୁର ଏବଂ ଶାନ୍ତିମୁନି ସ୍କୁଲ ପ୍ରାଙ୍ଗଣରେ ବିଜୁ ଯୁବ ଏବଂ…

ଯୁବକ ଙ୍କୁ ଆକ୍ରମଣ, ଲୁଟିନେଲେ ଟଙ୍କା

ଭଦ୍ରକ/ସୀତାକାନ୍ତ ପାଢ଼ୀ-:ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକ ଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ, ଲୁଟିନେଲେ ଟଙ୍କା ଓ ସୁନା ଚେନ. ଗୁରୁତର ଅବସ୍ଥାରେ ଯୁବକ ମେଡିକାଲ ରେ ଭର୍ତ୍ତି. ଗୁରୁତର ଯୁବକ ଜଣକ ହେଲେ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବିଦାଙ୍ଗ ଅଞ୍ଚଳର ପ୍ରମୋଦ ସାହୁ. ସୂଚନା…

ଆଦର୍ଶ ବିଦ୍ୟାଳୟ ର ପ୍ରକଳ୍ପ ଉଦଘାଟନ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା କୁ ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରକଳ୍ପ ନିର୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଜଗତସିଂହପୁର ଜ଼ିଲ୍ଲା କୁ ୨ ଦିନିଆ ଗସ୍ତ ଓ ଜ଼ିଲ୍ଲା ର ବିଭିନ୍ନ ୭ ଟି ବ୍ଲକ ରେ କାମ ଚାଲିଥିବା ଆଦର୍ଶ ବିଦ୍ୟାଳୟ ର କାମର ସମିକ୍ଷା କରିବା ସହିତ…

ଟ୍ୱିଟର ଗାର୍ଲଙ୍କ ପ୍ରୟାସରେ ୫୫ ହଜାର ଫେରିପାଇଲେ ୧୧ ପ୍ରବାସୀ ଶ୍ରମିକ

ବରଗଡ : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ସ୍ବେଚ୍ଛାସେବୀ ଦୀପା ବାରିକଙ୍କ ନାଁ କୁ ନେଇ ବର୍ତ୍ତମାନ ଦେଶସାରା ଚର୍ଚ୍ଚା ହେଉଛି । ଓଡ଼ିଶାର ସାମାଜିକ ଗଣମାଧ୍ୟମ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ଦୀପା ବର୍ତ୍ତମାନ ପର୍ଯ୍ୟନ୍ତ ୫ ହଜାରରୁ ଉର୍ଦ୍ଧ୍ବ ସମସ୍ୟାର ସମାଧାନ କରି…

ଭାରତୀୟ ରେଡ଼କ୍ରସ୍‍ , ଓଡ଼ିଶା ରାଜ୍ୟ ଶାଖା ଜାତୀୟସ୍ତରରେ ପୁରସ୍କୃତ, ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତୀୟ ରେଡ଼କ୍ରସ୍‍ ,ଓଡ଼ିଶା ରାଜ୍ୟ ଶାଖା ପାଣ୍ଠିସଂଗ୍ରହ, ସଭ୍ୟ ସଂଗ୍ରହ ଓ ସ୍ୱେଚ୍ଛାକୃତ ରକ୍ତଦାନ ସଂଗ୍ରହରେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସିଲଡ଼୍ ଓ ପ୍ରଶଂସାପତ୍ର ପାଇଛନ୍ତି । ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ୍‍ , ଓଡ଼ିଶା…

ଉଦ୍ଘାଟନ ପରେ ବି କାମକୁ ଅସୁନି ଇକୋ ଟୁଟିଜମ ଗେଷ୍ଟ ହାଉସ

ବହୁ  ଆଡ଼ମ୍ବରେ ଲଘୁକ୍ରିୟା , ଉଦ୍ଘାଟନ ସାରି ଭୁଲିଗଲେ ଅଧିକାରୀ ଭୁତକୋଠି ପାଲଟିବାକୁ ବସିଲାଣି କୋଟିଏ ଟଙ୍କାର ଗେଷ୍ଟ ହାଉସ ବରଗଡ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ସମଗ୍ର ଓଡିଶା ପାଇଁ ଏକ ଗର୍ବର ବିଷୟ । ଏହି ପର୍ବତର ଦୁଇ ପାର୍ଶ୍ବରେ ମହାପ୍ରଭୁ ନୃସିଂହନାଥ ଓ…

ରାସ୍ତା ଇମିତି ଯେ ଫସିଗଲେ ବିଡ଼ିଓ: ରାସ୍ତା ତଦାରଖ ପାଇଁ ଆସି ହଟହଟା

ଭଦ୍ରକ: (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ରାସ୍ତା ଖରାପ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦନ୍ତ ପାଇଁ ଯାଇଥିଲେ। ତଦନ୍ତ ସାରି ଫେରିବା ବେଳେ କାଦୁଅ ରାସ୍ତାରେ ବିଡ଼ିଓଙ୍କ ଗାଡ଼ି ଫସିଯାଇଛି। ଖବର ଅନୁସାରେ ଏପରି ଘଟଣା ଭଦ୍ରକ ଜିଲ୍ଲା କାଜିପୋଖରୀ ଅଞ୍ଚଳରେ…

ର୍ବତନ ସି. ଡି. ଏମ ଓ ଡ଼ଃ ଅଶୋକ ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସମିତିରେ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଅଶୋକ ପଟ୍ଟନାୟକ ଗତ ୧୭/୦୭/୨୦୨୨ରେ ଚିକିତ୍ସିତ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି l ଡ଼ଃ ପଟ୍ଟନାୟକ ୧୩/୪/୧୮ ରୁ ୩୧/୧୨/୧୮ ସମୟ…

ଅଗ୍ନିପଥ ଯୋଜନାର କେରିଅର କାଉନସେଲିଙ୍ଗ ମୋଟିଭେସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର କେରିଅର କାଉନସେଲିଙ୍ଗ କକ୍ଷଠାରେ ଗୋପାଳପୁର-ଗୋଳାବନ୍ଧ ସ୍ଥିତ ଆର୍ମି ରିକୃଟମେଣ୍ଟ କାର୍ଯ୍ୟାଳୟ ଓ ଗଜପତି ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗରେ…