Sign in
Sign in
Recover your password.
A password will be e-mailed to you.
ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବରିଷ୍ଠ ନାଗରିକ ମଞ୍ଚ ପାରଳାଖେମୁଣ୍ଡି ତରଫରୁ ସଦସ୍ୟ ମାନଙ୍କ ଏକ ସାଧାରଣ ସଭା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ରେଳବାଇ ପକ୍ଷରୁ…
ଜଗତସିଂହପୁର ବ୍ୟାଙ୍କ ଶାଖା ପ୍ରାଙ୍ଗଣରେ ଏକ ନୂତନ କ୍ୟାସ ରିସାଇକଲ ମେସିନ ଉଦଘାଟନ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ୟୁକୋ ବ୍ୟାଙ୍କ ଜଗତସିଂହପୁର ଶାଖା ପ୍ରାଙ୍ଗଣରେ ଏକ ନୂତନ କ୍ୟାସ ରିସାଇକଲ ମେସିନ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ IAS ଙ୍କ ଦ୍ୱାରା ଉଦଘାଟିନ ହୋଇଯାଇଅଛି l ଏହି ଅବସରରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ଅଧିକାରୀ ଶ୍ରୀଯୁକ୍ତ ସିଚ ବାପୁଜୀ ସୁବୁଧି, ୟୁକୋ…
ଜିଲ୍ଲା ପ୍ରଶାସନ ତରଫରୁ ଶିକ୍ଷା ବିଭାଗର ଅଭିନବ ପଦକ୍ଷେପ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଅଭିନବ ଭାବେ "ଗଜପତି ଶିକ୍ଷା ଆରୋହଣ" କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ…
ଚୋରି କଲାବେଳେ ଗ୍ରାମବାସୀ ଙ୍କ ହାତରେ ଧରା ପଡିଲେ ୭ ଚୋର ।
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ଚୋରି କରିବା ହେଲା କାଳ । ଗ୍ରାମବାସୀ ଙ୍କ ହାତରେ ଧରା ପଡିଲେ ୭ଜଣ ଚୋର । ୟୁପି ରୁ ଆସି ଦିନରେ ଘୋଡ଼ା ଗାଡ଼ି ସାଙ୍ଗକୁ ବାଦାମ ବେପାର କରୁଥିବା ବେଳେ ରାତି ହେଲେ ଚୋରିରେ ହେଉଛନ୍ତି ସାମିଲ। ଏହିଭଳି ଏକ ଚୋର ଦଳ ଚୋରୀ କରିବାକୁ ଆସିଥିବା ବେଳେ ଗ୍ରାମବାସୀ…
ଗୁମ୍ମା ଗ୍ରାମ ସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡିଷ୍ଟ୍ରିକ୍ଟ ଓ ବନ ବିଭାଗର ମିଳିତ ଭାବେ ଏକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ,…
ବାଙ୍ଗିରିପୋଷି ଘାଟିରେ ବାରମ୍ଵାର ଦୁର୍ଘଟଣାର ପ୍ରତିକାର ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା
ଭୁବନେଶ୍ଵର(ଶାସକ ପ୍ରଶାସକ)- ବାଙ୍ଗିରିପୋଷି ଦ୍ଵାରଶୁଣୀ ଘାଟିରେ ବାରମ୍ଵାର ଦୁର୍ଘଟଣା ଘଟିବା ଯୋଗୁ ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ଅନେକ ବାର ଆନ୍ଦୋଳନ ହେଉଥିଲା l ଏ ସଂପର୍କରେ ବିଭିନ୍ନ ଖବରକାଗଜ ରେ ପ୍ରକାଶିତ ହୋଇଥିଲା l ସ୍ଥାନୀୟ ବିଧାୟକ ଶ୍ରୀ ସୁଦାମ ମାର୍ଣ୍ଡି ଏ ସମ୍ପର୍କରେ…
୧୮୯ ବାଟାଲିୟନ ସି.ଆର୍.ପି.ଏଫ୍ ଦ୍ୱାରା ଆୟୋଜିତ୍ ସଂଯୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଅଭିଯାନରେ ସାମିଲ ହେଲା ଜେଏସଏମ ବାଣିଜ୍ୟ ମହାବିଦ୍ୟାଳୟ
“ବୃକ୍ଷରୋପଣ କର ବିଶ୍ୱକୁ ସୁରକ୍ଷା କର “
ବଲାଙ୍ଗୀର (ଶାସକ ପ୍ରଶାସକ ): ସ୍ଥାନୀୟ ଛୁଇବନ୍ଦ ପାଖରେ ଥିବା ସ୍ଥାନରେ ୧୮୯ ବାଟାଲିୟନ ସି.ଆର୍.ପି.ଏଫ୍ ଦ୍ୱାରା ଆୟୋଜିତ୍ ହୋଇଥିବା ସଂଯୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ।…
ଲାଗିରହିଛି ଝାଡ଼ାବାନ୍ତି, ଜଳ ଉତ୍ସ ଉପରେ କଡା ନଜର।
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ଡାଇରିଆ ହଇଜା ବୋଲି ସ୍ପଷ୍ଟ ହୋଇଛି। ଦୂଷିତ ପାଣି ପିଇ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତମାନ ଏହା ହଇଜା ଆଡ଼କୁ ମୁଁହାଇଥିବା ଗତକାଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।…
ପିସିସି ସଭାପତିଙ୍କ ନେତୃତ୍ୱ ରେ କାଶୀପୁର ବ୍ଲକର ଝାଡା ବାନ୍ତି ଆକ୍ରାନ୍ତ ଅଞ୍ଚଳ ଗସ୍ତ କଲେ କଂଗ୍ରେସ ପ୍ରତିନିଧି ଦଳ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ କାଶୀପୁର ବ୍ଲକ ର ଝାଡା ବାନ୍ତି ଆକ୍ରାନ୍ତ ଅଞ୍ଚଳ ଗୁଡିକ ବୁଲି ଲୋକଙ୍କ ମତାମତ ନେଇଛନ୍ତି |ଗତ କିଛି ଦିନ ତଳରେ କାଶୀପୁର ବ୍ଳକର ବିଭିନ୍ନ ଅଞ୍ଚଳରେ ଝାଡା ବାନ୍ତିରେ 7ଜଣ…
ଆକାଶ+ବାଇଜୁସ୍ ପ୍ରଚଳନ କରୁଛନ୍ତି ଆକାଶ ଅଡିପ୍ରେପ୍- ଏନ୍ଇଇଟି ଆଶାୟୀଙ୍କ ପାଇଁ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ…
- ଅଡିପ୍ରେପ୍ ସମ୍ପ୍ରତି କେବଳ ଏନଇଇଟି ଆଶାୟୀଙ୍କ ପାଇଁ ପ୍ରଚଳନ କରାଯାଉଛି- ଏଥିରେ ବିଶାରଦମାନଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀବିଜ୍ଞାନ ପାଠ୍ୟକ୍ରମ ରହିଛି- ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସେମାନଙ୍କ ପ୍ରସ୍ତୁତିକୁ…