ପୋଲିସ ଅଧିକାରୀଙ୍କ ଦ୍ୱାରା ମଦ ଗଞ୍ଜେଇ ଜବତ

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଡିଷ୍ଟ ମୋବାଇଲ ୟୁନିଟ ଜଗତସିଂହପୁରର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ପାର୍ଟି 3ନମ୍ୱର ଚି଼ହ୍ନଟ କରିଛି l ଯେଉଁ କ୍ଷେତ୍ରରେ 3ପୁରୁଷ ବ୍ୟକ୍ତି ଏବଂ ଜଣେ ମହିଳା ଟିଭିଏସ ବ୍ଲାକ କଲର ମୋଟର ସହିତ regd. no-OD-21G-5303 ସହିତ ଗିରଫ ହୋଇଥିଲେ l ଏହି…

ଫେରାର ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣକୁ ଧରିବାରେ ସକ୍ଷମ ସଇଁତଲା ପୋଲିସ

ଜଣେ ଅଭିଯୁକ୍ତ ଏବେ ଵି ପୋଲିସ ହାତରୁ ଦୂରରେ ସମ୍ପର୍କୀୟ ଙ୍କ ଘରେ ଲୁଚି ଥିବା ନେଇ ବନ୍ଧା ହେଲେ ଘର ମାଲିକ ସମେତ ଦୁଇ ସମ୍ପର୍କୀୟ ଟିଟିଲାଗଡ଼ /ସଇଁତଲା.((ରଶ୍ମି ରେଖା ମହାପାତ୍ର ଏବଂ ତରୁଣ ବେହେରା ): ବଲାଙ୍ଗୀର ଜିଲ୍ଲାର ସଇଁତଲା ଥାନା ବିନ୍ଦନବାହାଲି ମଦଭାଟି ମେନେଜର  ଓ…

ତଳିଆ କର୍ମଚାରୀ ଉପରେ ଦାଉ ସାଧୁଛନ୍ତି ଉପର ଅଧିକାରୀ.

ମଦ ନ ଆଣିବାରୁ ମାଡ଼ ଅଭିଯୋଗଘଟଣାକୁ ନେଇ ଠିକା ସଂସ୍ଥା ର କାର୍ଯ୍ୟାନୁଷ୍ଠାନ ଟିଟିଲାଗଡ଼( ରଶ୍ମି ରେଖା ମହାପାତ୍ର): ମଦ ପାଇଁ ମାଡ଼ l ଆଉ ମାଡ଼ ରୁ ଆରମ୍ଭ ହୋଇଛି ତୀବ୍ର ପ୍ରତିକ୍ରିୟା l ବିଦ୍ୟୁତ ବିଭାଗ ର ଠିକା ସଂସ୍ଥା ର ଅଧିକାରୀ ନିଜ ତଳିଆ କର୍ମଚାରୀ ଙ୍କୁ ମଦ ପାଇଁ ମାଡ଼ ମାରିଥିବା…

ଖପ୍ରାଖୋଲ ଥାନାରେ ପ୍ରତିଷ୍ଠା ହେଲା ନୂତନ କୋଠା

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାର ନୂତନ କୋଠା ଶୁକ୍ରବାର ପ୍ରତିଷ୍ଠା ହୋଇଯାଇଛି । ପବିତ୍ର ବେଦ ମନ୍ତ୍ର, ପୂଜା ପାଠ ସହ କରାଯାଇଥିଲା ପ୍ରତିଷ୍ଠା କାର୍ଯ୍ୟକ୍ରମ । ପୂଜା କର୍ତ୍ତା ରୂପେ ଥାନା ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ସାହୁ ପୂଜା କାର୍ଯ୍ୟ ସମ୍ପାଦନ…

ରାସ୍ତା ପାଲଟିଛି ମରଣ ଯନ୍ତା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଂଚାୟତ ର କୁଳ ନାଗପୁର ଗ୍ରାମ ର ରାସ୍ତା ପାଲଟିଛି ମରଣ ଯନ୍ତା l ଏକ ହଜାର ରୁ ଉର୍ଦ୍ଧ ବ୍ୟକ୍ତି ରହି ଆସୁଥିବା ବେଳେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗୋଟିଏ ପଟେ ପାଣି ଜମିଥିବା ବେଳେ ଅନ୍ୟପଟେ ଘଞ୍ଚ…

ବିଦ୍ୟୁତ ଆଘାତରେ ପୁଣି ଚାଲିଗଲା ଏକ ମୂଲ୍ୟବାନ ଜୀବନ

ଭେଣେଇ କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲା ଯୁବକ ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଆଜି ଯୋଗେନ୍ଦ୍ର ବାରିହା ନାମକ ଜଣେ ଯୁବକ ର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତକ ର ଭେଣେଇ ଘରେ କୋଣସି ପ୍ରକାର ବିଦ୍ୟୁତ ତାର…

ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ଫଳକ ସହ ଉପାନ୍ତ ଅଞ୍ଚଳରେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାରର ବିଷୟକୁ ନେଇ ଆଲୋଚନା…

https://youtu.be/9CYkalz1XM8 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର କାରଣ ସାହି ସ୍ଥିତ ବିଜୟ ବ୍ୟାୟମ ଶାଳା ପରିସରରେ ପାରଳର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ଫଳକ ସହ ଉପାନ୍ତ ଅଞ୍ଚଳରେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାରର ବିଷୟକୁ…

ଫସଲ ବୀମା ପାଇଁ ପଦ୍ମପୁର ଉପଖଣ୍ଡ ବନ୍ଦ ଡାକରା ଦେଇଛନ୍ତି କୄଷକ ସଂଗଠନ ।

ପଦ୍ମପୁର : ପଦ୍ମପୁର ରେ ଚାଷୀ ମାନଙ୍କ ବନ୍ଦ ପାଳନ କୃଷି ବୀମା ପାଇଁ । HDFC ARGO କମ୍ପାନୀ ର ମନମୁଖୀ,ବିଭ୍ରାଟ, ବିଳମ୍ବ,ଅନିୟମିତତା ଏବଂ ଫସଲ ବୀମା ଆଇନ କୁ ଉଲଗ୍ନ କରୁଥିବା ପ୍ରତିବାଦ ରେ ବାଧ୍ୟହୋଇ ଆଜି 18 ଜୁଲାଇ ସକାଳ 6 ଟା ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ପଦ୍ମପୁର ସବଡିଭିନ ର ସମସ୍ତ…

ଡିଜିଟାଲ ଇଣ୍ଡିଆ ସପ୍ତାହ ୨୦୨୨ରେ ଏସଟିପିଆଇ-ଭୁବନେଶ୍ୱରର ଷ୍ଟାର୍ଟଅପ୍‍ ଏବଂ ବିପିଓ ୟୁନିଟଗୁଡିକର ଅଂଶଗ୍ରହଣ

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗାନ୍ଧୀନଗର ଠାରେ ଡିଜିଟାଲ ଇଣ୍ଡିଆ ସପ୍ତାହ ୨୦୨୨ ଉଦଘାଟିତ ହୋଇଥିଲା । ଏହାର ବିଷୟବସ୍ତୁ ହେଉଛି ‘କାଟାଲାଇଜିଂ ନିୟୁ ଇଣ୍ଡିଆସ୍‍ ଟେକ୍‍ଏଡ’, ଯାହା ଦେଶକୁ ଏକ ଡିଜିଟାଲ ଉପାୟରେ ସଶକ୍ତ ସମାଜ ଏବଂ ଜ୍ଞାନଭିତ୍ତିକ…

ଆଖି ବୁଜିଦେଲେ ଯୁବନେତା ସମୀର

ଭୁବନେଶ୍ୱର :: ଭୁବନେଶ୍ୱରର ଜଣାଶୁଣା ଯୁବ ରାଜନୈତିକ ଚେହେରା, ଅତ୍ୟନ୍ତ ମେଳାପୀ, ପରୋପକାରୀ ମଣିଷ ଭାବେ ଜଣାଶୁଣା ତଥା ବିଜେଡିର ଦକ୍ଷ ଯୁବନେତା, ନିଜ ସାଙ୍ଗଠନିକ ଦକ୍ଷତା ଓ ଲୋକ ପ୍ରିୟତା ପାଇଁ ତିନିତିନି ଥର କର୍ପୋରେଟର ରହିଥିବା ସମୀର ପ୍ରଧାନଙ୍କ ଅକାଳ ବିୟୋଗ ଘଟିଛି | ହୃଦାଘାତ ଓ…