Sign in
Sign in
Recover your password.
A password will be e-mailed to you.
ଦୁଇ ଛୁଆଙ୍କୁ ବାପା ଛେଉଣ୍ଡ କରିଦେଲା କରୋନା ମହାମାରୀ
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରୁ ୧୦କିଲୋମିଟର ଦୂର ତୁମ୍ବାଅଣ୍ଢେଇସାହି ଗ୍ରାମପଞ୍ଚାୟତ ର ଆଗର ଗ୍ରାମରେ ବାସ କରୁଛନ୍ତି ଏକ ହତଭାଗ ବାପା l ନାମ ଗୁରୁବାରି ଦାସ, ବୟସ ୭୫ ବର୍ଷ l ଦୁଇ ଆଖିରୁ ଲୁହର ଧାର ବୋହି ଯାଉଛି l ଆଖି ଆଗରେ କରୋନା ମହାମାରୀରେ…
ପୁରୁଣା ନଦୀ ବନ୍ଧ ରୁ ବେଆଇନ ଭାବରେ ମାଟି ଉଠାଣ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ତିର୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ପଂଚାୟତ ଏବଂ କୋଲର ପଂଚାୟତ ମଝିରେ ଥିବା କୁଳ ନାଗପୁର ପୁରୁଣା ନଦୀ ବନ୍ଧ ରୁ ବେଆଇନ ଭାବରେ କିଛି ବ୍ୟକ୍ତି ମାଟି ଉଠାଇବା ସହ ମିନି ପାର୍କ କରିବା ପାଇଁ ଯୋଜନା କରିଛନ୍ତି l ଯାହାକି ମହାନଦୀ ଅବବାହିକା ର ଲୋକଙ୍କ ମନରେ…
ଗାଲିଚା କାର୍ପେଟ ଭାରତରେ ସମ୍ପ୍ରସାରଣ ନିମନ୍ତେ ପ୍ରସ୍ତୁତି
ଚା ଭାରତର ପ୍ରଥମ ସଫ୍ଟ ଫ୍ଲୋର୍ କଭରିଂ ରିଟେଲ୍ ସେକ୍ଟର ଆରଭ ଏକ୍ସପୋର୍ଟ ଘୋଷଣା କରିଛି ଏହାର ନୂୂତନ ସେବା ‘ଗାଲିଚା ଆପଣଙ୍କ ଇଚ୍ଛାରେ ’
ଓଡିଶା: ଏହି ନୂତନ ପଦକ୍ଷେପ ସମ୍ବନ୍ଧରେ କହିବାକୁ ଯାଇ ଆରଭ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ୍ର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ମୁଦିତ୍ ଚୋରାରିଆ…
ଚଅଁରପୁର ପ୍ରାଥମିକ ବିଦ୍ୟାଳୟ ରେ ପାଚିକା ଚୟନ ରେ ଚଞ୍ଚକତା
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଚଅଁରପୁର ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ନିମନ୍ତେ ପାଚିକା ଚୟନରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି | ଚଅଁରପୁର ଗ୍ରାମର କୈଳାସ ଭୋଇ ଙ୍କ…
କାଶୀପୁର ବ୍ଲକର ବିଭିନ୍ନ ଗାଁ ରେ ହଇଜା: ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ନବ ଦାସ ଓ ଜଗନ୍ନାଥ ସାରକା
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜା ଦିନକୁ ଦିନ ଗମ୍ଭୀର ହେଉଛି। ବର୍ତ୍ତମାନ ସୁଦ୍ଧା ଏଥିରେ ଶତାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଥିସହ ୯ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥିତି…
ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଲେ ବୈଜୟନ୍ତ
ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଲେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା।
ଶିକ୍ଷକଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ସଭା
ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଅନ୍ତର୍ଗତ ଉସ୍କି ଆଶ୍ରମ ବିଦ୍ୟାଳୟ ପରିସରରେ ଶିକ୍ଷକ ଶ୍ରୀଯୁକ୍ତ ମାନସ ରଞ୍ଜନ ବେହେରାଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବାନନ୍ଦ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭା…
ନଦୀ ବନ୍ଧ ସୁରକ୍ଷାକୁ ନେଇ ଆନ୍ଦୋଳନ ତେଜୁଛି
ଜଗତସିଂହପୁର/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଦେଇ ପ୍ରଭାବିତ ହେଉଥିବା ଦେବୀନଦୀରେ ଚଳିତ ବର୍ଷ ପ୍ରଥମ କରି ବନ୍ୟା ଜଳ ପ୍ରଭାବିତ ହେଉଛି l ଏହି ନଦୀ ଗଜରାଜପୁର ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ନଦୀ ବନ୍ଧର ଅବସ୍ଥା ଶୋଚନୀୟ ହୋଇପଡିଛି l ଫଳରେ ନଦୀବନ୍ଧରୁ ଅତଡ଼ା ଖସୁଥିବା…
ମା’ ରମାଦେବୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ
ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ପକ୍ଷରୁ ମା' ରମାଦେବୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି l ମା' ରମାଦେବୀ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ l କେବଳ ହିଂସା ଓ ରକ୍ତପାତରେ ନୁହେଁ, ଉତ୍କଳ ର ଯେଉଁ ମହିୟସୀ ମହିଳାମାନେ ଶାନ୍ତି ଓ…
ଜିଲ୍ଲାପାଳଙ୍କ କୋଲନାରା ବ୍ଲକ ଗସ୍ତ ଏବଂ ୩୧ଟି ବିଦ୍ୟାଳୟକୁ ଆରଓଆର ପଟ୍ଟା ପ୍ରଦାନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ…
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵ ସିଂ କୋଲନାରା ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି l ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ୩୧ଟି ବିଦ୍ୟାଳୟକୁ ଆରଓଆର ପଟ୍ଟାକୁ ଜିଲାପାଳ ପ୍ରଦାନ କରିଥିଲେ l ଏହାପରେ ଜଗଦମ୍ବା 5T…