ଉତ୍କଳ ଆଲୁମିନା ଏବଂ ଅନ୍ୟାନ୍ୟ କମ୍ପାନୀ ପକ୍ଷରୁ ରିଲିଫ ବଣ୍ଟନ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଡାଇରିଆ ପ୍ରଭାବିତ ଗ୍ରାମରେ ଉତ୍କଳ ଆଲୁମିନା ଏବଂ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ ରତ ମୈତ୍ରୀଏବଂ ଶ୍ରୀ ଆଦିତ୍ୟ ଲୋଜିଷ୍ଟ ଭଳି କନ୍ସ ଟ୍ରକ୍ସନ କମ୍ପାନୀ ଏବଂ ବିଭିନ୍ନ ସଂସ୍ଥା ,ସଙ୍ଗଠନ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି…

ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ଡକାୟତ ଗ୍ୟାଙ୍ଗ ଗିରଫ

ଭଦ୍ରକ/ସୀତାକାନ୍ତ ପାଢ଼ୀ -:ବିଭିନ୍ନ ସମୟରେ ଡକାୟତି କରି ଫେରାର ହୋଇ ଯାଉଥିବା 4 ଜଣ ଡକାୟତଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶେଷରେ ଗିରଫ କରିଛି | ଗିରଫ ପରେ ସେମାନଙ୍କ ଠାରୁ ମାରଣାସ୍ତ୍ର, 4 ହଜାର ଟଙ୍କା ଏବଂ 5 ଗୋଟି ମୋଟର ସାଇକେଲ ଏବଂ 6 ଗୋଟି ମୋବାଇଲ ଜବତ କରିଛି. ଅଧିକ ତଦନ୍ତ ପାଇଁ…

ଯାତାୟାତ ସମସ୍ୟା କୁ ନେଇ ଜାତୀୟ ରାଜପଥ ରେ ବସିଲେ ଛାତ୍ର ଛାତ୍ରୀ ।

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଛକ ୫୭ ନଂ ଜାତୀୟ ରାଜପଥ ଉପରେ ଯାତାୟାତ ସମସ୍ୟା କୁ ଶହେରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ବସିଥିଲେ। ସୂଚନା ଅନୁଯାୟୀ ସୋରଡ଼ା ଏବଂ ଲୁଣୀସରା ଗ୍ରାମ ରୁ ଶହେ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଜଗନ୍ନାଥ ପ୍ରସାଦ ହାଇସ୍କୁଲ କୁ ପାଠ ପଢିବା…

ରାସ୍ତା ମରାମତି ପାଇଁ ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ କାଉନସିଲର୍ ଙ୍କ ଦାବି ପତ୍ର

 ପଦ୍ମପୁର: ରାଜ୍ୟ ସରକାର ପ୍ରତି ବର୍ଷ ଗାଁ କୁ ସହର ସହ ଯୋଡ଼ିବା ପାଇଁ ତଥା ରାସ୍ତା ଗୁଡ଼ିକର ମରାମତି ଏବଂ ସୈନ୍ଦଜୀକରଣ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଲେ କେତେବେଲେ ଯୋଜନା ହରିଲୁଟ ହେଉଛି ତ କେତେବେଲେ ପ୍ରସାଶନର ଅଣଦେଖା ନିତୀ ଯୋଗୁଁ ଠିକାଦାର ମାନଙ୍କର ପକେଟ ଗରମର…

ପଂଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ଓଡ଼ିଆ ବିଭାଗରେ ଶେଷବର୍ଷ ଛାତ୍ରଛାତ୍ରୀ ମାନଙ୍କ ବିଦାୟ ସମ୍ମର୍ଦ୍ଧନା ।

ପଦ୍ମପୁର-ପଂଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ରେ ଓଡ଼ିଆ ବିଭାଗରେ ଶେଷବର୍ଷ ଛାତ୍ରଛାତ୍ରୀ ମାନଙ୍କ ବିଦାୟ ସମ୍ମର୍ଦ୍ଧନା ଉତ୍ସବ ବିଭାଗୀୟ ମୁଖ୍ୟ ଡ଼କ୍ଟର ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାରର ଛାତ୍ରଛାତ୍ରୀ ମାନଙ୍କ…

ବାଲ୍ୟ ବିବାହ ବନ୍ଦ ନିମନ୍ତେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକ…

ଚାଷୀଙ୍କୁ ପଞ୍ଜିକରଣ ଫର୍ମ ବଣ୍ଟନ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡ଼ିଦରହା ପଞ୍ଚାୟତ ଲଉଡ଼ିଦରହା କୃଷି ପ୍ରାଥମିକ ସମବାୟ ସମିତି ରୁ ଆଗାମୀ ଖରିଫ ଋତୁ ପାଇଁ ଚାଷୀ ମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ଫର୍ମ ବଣ୍ଟନ କରାଯାଇଛି l ଚାଷୀ ମାନେ ଏବେ ନାମ ପଞ୍ଜିକରଣ କରିଲେ ଆଗାମୀ ନଭେମ୍ବର ଡିସେମ୍ବର ମାସ…

ସିବିଏସ୍‍ଇ ଦ୍ୱାଦଶ ପରୀକ୍ଷା ଫଳ:କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଶତପ୍ରତିଶତ ସଫଳତା

ବିଶାଖା ଓ ରୋନିତ ଆଞ୍ଚଳିକ ଟପ୍‍ପର ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି।…

ରାୟଗଡ଼ ଗାନ୍ଧୀ ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଵଛତା ପକ୍ଷ ପାଳନ

ରାୟଗଡ଼ରୁ ସରୋଜ କୁମାର ସାହୁ:ଆଜାଦିକି ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଦକ୍ଷତା କୈାଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ୧୫ ଦିନ ବ୍ୟାପୀ ସାରା ଦେଶରେ ସ୍ଵଛତା ପକ୍ଷ ପାଳନ କରାଯାଉଅଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ଜନ…

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟୀ ଉତ୍ସବ ଜିଲ୍ଲା ଭିନ୍ନ ଭିନ୍ନ ଭାବେ ପାଳନ କଲେ ବିଜେଡି ଓ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଭାରତ ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟୀ ଉତ୍ସବ ଜିଲ୍ଲା ବିଜେଡି ଓ ବିଜେପି ପକ୍ଷରୁ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇ…