ଗଜପତି ଜିଲ୍ଲା କୋର୍ଟ ତରଫରୁ ମାଗଣା ରକ୍ତ ପରୀକ୍ଷା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା କୋର୍ଟ ଠାରେ ଗଜପତି ଜିଲ୍ଲା ନ୍ୟାୟଳୟ ତରଫରୁ ଏକ ରକ୍ତ ପରୀକ୍ଷା ଶିବିର ଅନୁଷ୍ଟିତ ହୋଇଯାଇଛି । ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ଏହି ଶିବିରକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ…

ଜିଲ୍ଲା ସ୍ଥରୀୟ ୭୧ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ-୨୦୨୨

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ୭୧ତମ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ -୨୦୨୨ ମହାସମାରୋହରେ ପାଳନ ହୋଇଯାଇଛି। ଏହି…

ଜଗତସିଂହପୁରଠାରେ ବିଶ୍ୱମିତବୟିତା ଦିବସ ପାଳିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ମିଳିତ ଆନୁକୂଲ୍ୟରେ ବିଶ୍ୱମିତବୟିତା ଦିବସ -୨୦୨୨ ପାଳିତ ହୋଇଯାଇଛି l ଏହି ଦିବସ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ସଂଚୟରଥକୁ ପତାକା ଦେଖାଇ…

ଗଜପତି ଜିଲ୍ଲା ସ୍ତରରେ ବିଶ୍ବ ମିତବ୍ୟୟତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ବ ମିତବ୍ୟୟତା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଚାଇଛି। ରବିବାର ପୂର୍ବାହ୍ନ ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା ରଥକୁ ଉପ…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

  https://youtu.be/Hx9QlTHlA_M  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଗଜପତି ଜିଲ୍ଲା ସଦର ମହକୁମା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ ଏକ…

ବିଶ୍ୱ ମିତ ବ୍ୟୟିତା ଦିବସ ପାଳନ ଅବସରରେ ସଞ୍ଚୟ ରଥ ପରିକ୍ରମା ର ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ।

ନବରଙ୍ଗପୁର/ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମିତ ଵ୍ୟୟୀତା ଦିବସ ପାଳନ ଅବସରରେ ମିତ୍ୟ ଵ୍ୟୟୀ ହୋଇ ସଞ୍ଚୟ କରନ୍ତୁ, ଅଯଥା ଖର୍ଚ୍ଚ ରୁ ଦୁରେଇ ରୁହନ୍ତୁ, ସମ୍ପର୍କରେ ଜିଲ୍ଲାରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମା ର…

ସୁବର୍ଣ୍ଣପୁର ଠାରେ ବିଶ୍ବ ମିତବ୍ୟୟିତା ଦିବସ ପାଳିତ :

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଠାରେ ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ବିଶ୍ବ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର…

ଚାଲିଗଲେ ରାଜମାତା

ବରଗଡ :-ବରଗଡ଼ ଜିଲ୍ଲା ଘେସଁ ର ଶୁଣିଲେ ଅପେଆପେ ମନରେ ସହିଦ ମାଧୋ ସିଂ ଓ ତାଙ୍କର ବୀର ସହିଦ ପରିବାର ର ତ୍ୟାଗ ଓ ବଳିଦାନ ର କଥା ମନେ ପଡ଼ିଯାଏ । ମନେପଡେ କେମିତି ଗୋଟିଏ ପରିବାରର ଅନେକ ସଦସ୍ୟ ଇଂରେଜ ମାନଙ୍କ ବିରୋଧ ରେ ସଶସ୍ତ୍ର ସଂଗ୍ରାମ କରି ଦେଶ ପାଇଁ ସର୍ବଶ୍ରେଷ୍ଠ ବଳିଦାନ ଦେଇ…

ଏସ୍‌ଏଚ୍‌ଜି ମହିଳା ହେଉଛନ୍ତି “ୟୁଜ ଆଣ୍ଡ୍ ଥ୍ରୋ”, ସାଜୁଛନ୍ତି ଅପରାଧୀ : ଡ.ଲେଖାଶ୍ରୀ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲା ବିଜେପି ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡି ରାଜନୀତିରେ କରୁଛି ଅପବ୍ୟବହାର ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ସିଇଓଙ୍କୁ ବିଜେପିର ଦାବି ଭୁବନେଶ୍ୱର :ଏସ୍‌ଏଚଜି ମହିଳାମାନଙ୍କୁ ବିଜୁ ଜନତା ଦଳ…

ବୀମା କମ୍ପାନୀମାନେ ଓଡ଼ିଶା ଚାଷୀଙ୍କୁ ଶୋଷଣ କଲାବେଳେ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ: ବିଜେଡ଼ି

 ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ଲାଭ ଗୋଟାଉଛନ୍ତି, କିନ୍ତୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ମିଳୁନି ବୀମା ରାଶି ।  ବୀମା କମ୍ପାନୀଗୁଡ଼ିକ ଉପରେ ୫୦୦ କୋଟିରୁ ଅଧିକ ଟଙ୍କାର ବୀମା ରାଶି ବକେୟା ପଡ଼ିଛି ।  ପ୍ରତିବାଦରେ ୩୧ରେ ରାଜ୍ୟର ସମସ୍ତ ଜିଲ୍ଲା ତଥା ରାଜଧାନୀର ରାଜଭବନ…