Sign in
Sign in
Recover your password.
A password will be e-mailed to you.
ଉତ୍ତର ଘୁମୁସର ବନଖଣ୍ଡରେ ଦୁଇ ଦନ୍ତା ହାତୀ ମୃତ୍ୟୁ ଘଟଣା ; ୪ କର୍ମଚାରୀ ନିଲମ୍ବିତ
ଭଞ୍ଜନଗର/ନିଲୁ ବିଷୋୟୀ: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ଗତ ୧୫ ଦିନ ମଧ୍ୟରେ ଦୁଇଟି ଦନ୍ତା ହାତୀର ମୃତ୍ୟୁ ଘଟଣା ସମଗ୍ର ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବା…
ଅଯୋଧ୍ୟାନାଥ ମହାପାତ୍ର ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି
ଭଞ୍ଜନଗର/ନିଲୁ ବିଷୋୟୀ : ଘୁମୁସର ଜିଲ୍ଲା ବିଜେପିର କାଯ୍ୟକାରିଣୀ ବୈଠକ ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୱରେ ଶୁକ୍ରବାର ପୋଲସରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା ପାଇଁ ବିଭିନ୍ନ ପଦପଦବୀ ନିମନ୍ତେ ନେତା ମାନଙ୍କୁ ନିଯୁକ୍ତ କରାଯାଇଛି। ବରିଷ୍ଠ…
ନବ ନିର୍ବାଚିତ ସରପଞ୍ଚ ମାନଙ୍କ ତୃତୀୟ ପର୍ଯ୍ୟାୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
https://youtu.be/KMMSAu5S9kU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ପରିଷଦ , ଗଜପତିର ମିଳିତ ଆନୁକୂଲ୍ୟରର…
ଜିଲ୍ଲା ବିଜେପିର ୪ର୍ଥ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥିତ ଶାରଦା ମଣ୍ଡପ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ସହ ଜିଲ୍ଲା ସଭାପତି ସତ୍ୟବ୍ରତ…
ଜଗତସିଂହପୁର ଅବକାରୀ ବିଭାଗ ୬୫ ଗ୍ରାମ ବ୍ରାଉନସୁଗାର ଜବତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଅବକାରୀ ମୋବାଇଲ ସ୍ପାର୍ଡ ପକ୍ଷରୁ ଜଗତସିଂହପୁର କଲେଜ ଛକ ନିକଟରୁ ୬୫ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ରଞ୍ଜନ କୁମାର ଭୋଇ, ବୟସ ୨୮ କୁ ଗିରଫ କରାଯାଇଛି l ଏହି ବ୍ରାଉନସୁଗାର ମୂଲ୍ୟ ୬ ଲକ୍ଷ ୫୦ ହଜ଼ାର ଟଙ୍କା ହେବ ବୋଲି ଅବକାରୀ…
ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସଭାଗୃହ , ଜଗତସିଂହପୁର ଠାରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ…
ବରିଷ୍ଠ ସାମ୍ବାଦିକ ଙ୍କୁ ଆକ୍ରମଣ ; ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲ ରେ ଭର୍ତ୍ତି ।
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସତ୍ୟ ଓ ନ୍ୟାୟ ବିରୁଦ୍ଧରେ ଲଢେଇ ଜାରି ରଖିଥିବା ତଥା ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ୱାଦିକ ମାନେ ଆଜି ସୁରକ୍ଷିତ ନାହାଁନ୍ତି । ଯେଉଁ ସାମ୍ୱାଦିକ ଅନ୍ୟାୟ , ଅନୀତି , ଦୁନିର୍ତ୍ତି ବିରୁଦ୍ଧରେ ସ୍ୱର ଉଠେଇବ ତାହାର କଣ୍ଠରୋଧ…
କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ର ଉଭୟ ଦଶମ ଓ ଦ୍ଵାଦଶ CBSE ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା
ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ସର୍ବଭାରତୀୟ ସ୍ତରରେ CBSE ବୋର୍ଡ ପରୀକ୍ଷାର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ବହାରିଛି l ପୂର୍ବ ବର୍ଷ ଭଳି ଏଥର ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ଉଭୟ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ ସହିତ ସୁନାମ ବଜାୟ ରଖିବା ରେ ସକ୍ଷମ ହୋଇଛି l…
ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ଧର୍ମଘଟ ଓ ଧାରଣା ୧୯ଦିନରେ
୨୯ବର୍ଷ ବିତିଯାଇଥିଲେ ମଧ୍ୟ ସରକାରୀ ସୁବିଧାରୁ ବଂଚିତ
ଭୁବନେଶ୍ୱର(ଶାସକ ପ୍ରଶାସକ):ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ସାରା ଓଡ଼ିଶାରେ ଗ୍ରାମ୍ୟନିର୍ମାଣ ବିଭାଗ, ମଣ୍ଡଳ, ବିଭାଜନ, ସବଡ଼ିଭିଜନ ଓ ସେକ୍ସସନରେ ୭୦୯ ଜଣ କର୍ମଚାରୀମାନେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ…
ସିବିଏସ୍ଇ ଦଶମ ପରୀକ୍ଷା ଫଳ: କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଶତପ୍ରତିଶତ ସଫଳତା
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଏଥିରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍କୁଲ୍ର ଅଧିକାଂଶ…