ଅଧାରହିଗଲା ଜଗା ଦର୍ଶନ

ଭଦ୍ରକ : (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି ): ଅଧାରହିଗଲା ଜଗା ଦର୍ଶନ । ପୁରୀ ଯିବା ବେଳେ କାର୍‌ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତକ ପଶ୍ଚିମବଙ୍ଗର ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ରାଜ୍ୟ ସ୍ତରୀୟ ସମ୍ମାନ ରେ ସମ୍ମାନିତ ହେଲେ ପ୍ରେମ ସାଗର

ବରଗଡ :- କଲା ପ୍ରତି ସମ୍ମର୍ପିତ ଜଣେ ଉଚ୍ଚ କୋଟିର କଳାକାର ଭାବରେ ଶ୍ରୀ ପ୍ରେମ ସାଗର ଫୌଜଦର ବେଶ ସୁପରିଚିତ । ପେଶା ତାଙ୍କର ବ୍ୟବସାୟ ହେଲେ ଅଭିନୟ ତାଙ୍କର ନିଶା । ବର୍ତ୍ତମାନ ପ୍ରେମ ପାଇକମାଳ ବ୍ଲକ କଳାକାର ମହାସଂଘ ସଭାପତି ଭାବରେ କଳାକାର ମାନଙ୍କ ସହିତ ପ୍ରତକ୍ଷ ଭାବରେ ଜଡିତ ହୋଇ କଲା…

କାଶୀପୁରରେ ହଇଜା ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଉତ୍କଳ ଆଲୁମିନାର ନିରନ୍ତର ପ୍ରୟାସ

ଭୁବନେଶ୍ୱର/ଟିକିରି: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଜିଲ୍ଲା ପ୍ରଶାସନ ସହିତ ମିଶି କାଶୀପୁରରେ ହଇଜା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଏହାର ପାରୁପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଛି…

ସୋନିଆ ଗାନ୍ଧୀଙ୍କୁ ଏବଂ କଂଗ୍ରେସ ଦଳକୁ ନିନ୍ଦିତ ଓ ଅପମାନିତ କରିବା ବିରୋଧରେ ସତ୍ୟାଗ୍ରହ

ଭୁବନେଶ୍ୱର- କେନ୍ଦ୍ର ବିଜେପି ସରକାର ନିଜ ୮ ବର୍ଷ ଶାସନର ବିଫଳତାକୁ ଲୋକଲୋଚନରୁ ଦୁରେଇ ରଖିବା ପାଇଁ ଏବଂ କଂଗ୍ରେସ ଦଳ ଓ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜନମାନସରେ ନିନ୍ଦିତ ଓ ଅପମାନିତ କରିବାପାଇଁ ନରେନ୍ଦ୍ର ମୋଦି, ଅମିତ ଶାହା ଯେଉଁ ଅପଚେଷ୍ଟା ଚଳାଇଛନ୍ତି ତାହାର…

ରୋଟାରୀ କ୍ଲବ ମିଡୋଜର ଅଷ୍ଟମ ଅଧିଷ୍ଠାନ ଦିବସ ପାଳିତ

ଭୁବନେଶ୍ବର: ରୋଟାରୀ କ୍ଲବ ମିଡୋଜର ଅଷ୍ଟମ ଅଧିଷ୍ଠାନ ଦିବସ ଗତ ଶୁକ୍ରବାର ଦିନ ହୋଟେଲ୍ ଏକସେଲେନସି ଠାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ରୋଟାରିଆନ ଶାନ୍ତନୁ…

ଗ୍ରାମରେ ପହଁଚିଲା ଦାଦନ ଶ୍ରମିକଙ୍କ ମର ଶରୀର

ବାଣପୁର /ଚିଲିକା (ସେକ କୌଶର) :ପେଟ ଚାଖଣ୍ଡେ ପାଇଁ କାହିଁ କେତେ ଦୂର ଯିବାକୁ ପଡ଼ିଥାଏ ଦାଦନ ଖଟିବାକୁ । ଜଣେ ଶ୍ରମିକ ଦୁଇ ପଇସା ରୋଜଗାର କରିବା ପାଇଁ ଯାଇଥାଏ ତାର ବାପା ମା ଓ ଶହ ପରିବାର ଚଳାଇବା ପାଇଁ । ସେହିଭଳି ଘଟଣା ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ…

ମେଧା ସମ୍ମାନ ୨୦୨୨ରେ ସମ୍ମାନିତ ହେଲେ ୬ଶହ ୪୩ ଜଣ ଛାତ୍ରଛାତ୍ରୀ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ମେଧାସମ୍ମାନ ୨୦୨୨ରେ ସମ୍ମାନିତ ହେଲେ ୬ଶହ ୪୩ ଜଣ ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୬ଶହ ୪୩ ଜଣ ଛାତ୍ରଛାତ୍ରୀଙ୍କୁ ଶନିବାର ଦିନ ଓଡ଼ଗାଁ…

ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସେଞ୍ଚୁରିୟନ୍ ଛାତ୍ରଛାତ୍ରୀଙ୍କ ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ସଫଳତାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି ।ସିବିଏସଇ ଦ୍ଵାରା ପ୍ରକାଶ ପାଇଥିବା ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।…

ଯୁବବର୍ଗଙ୍କୁ ନଶା ବେପାରୀଙ୍କ ଟାର୍ଗେଟ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଯୁବବର୍ଗଙ୍କୁ ନଶା ବେପାରୀ ଟାର୍ଗେଟ କରିଥିବା ଏବଂ ବାରମ୍ବାର ଏଭଳି କାରବାର ପଦାକୁ ଆସୁଥିବା କଥା ଜାଣି , ଜଗତସିଂହପୁର ଜିଲ୍ଲାପାଳ ଏବଂ ଏସପିଙ୍କ ନିର୍ଦ୍ଦେଶକ୍ରମେ ,ଆଜି ପୁଣିଥରେ ଜଗତସିଂହପୁର Excise station ର OIC, ଶ୍ରୀମତୀ…