Sign in
Sign in
Recover your password.
A password will be e-mailed to you.
ସୁରକ୍ଷିତ ଭବିଷ୍ୟତ ଲାଗି ଗଛ ଟିଏ ।
ପଦ୍ମପୁର- ସୁରକ୍ଷିତ ଭବିଷ୍ୟତ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ପଂଚାୟତ ହାଇ ସ୍କୁଲ ପୁରେନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରଧାନ ଶିକ୍ଷକ ରେଣୁଧର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ଲ।ୟନ୍ସ ଚିତ୍ତରଞ୍ଜନ ଦାସ ଓ ସମ୍ମାନିତ ଅତିଥି ଭାବରେ ସନ୍ତୋସିନୀ ରଥ,…
ପିପିପି ମୋଡରେ ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଉଦଘାଟିତ
https://youtu.be/XF7l3qxZ0cc
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠର ବେତାଗୁଡ଼ା ସ୍ଥିତ ହାତୀବାଡି ଠାରେ ପିପିପି ମୋଡରେ ବିଜ୍ଞାନ ଭାରତୀ ଚେରିଟେବୁଲ ଟ୍ରଷ୍ଟ ସହ-ଭାଗୀତାରେ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଉଦଘାଟିତ…
ଭିଜିଲାନ୍ସ ଜାଲରେ ପୋଲିସ ବାବୁ
ନୟାଗଡ଼ (ବିଶ୍ଵଜିତ ନାୟକ) - ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ସିଜ୍ ଗାଡିକୁ ଛାଡି ଦେବାପାଇଁ ପୋଲିସ ବାବୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଲାଞ୍ଚ ଧରିବା କ୍ଷଣି ମାଡି ବସିଥିଲେ ନୟାଗଡ଼ ଭିଜିଲାନ୍ସ । ଭିଜିଲାନ୍ସ ଦ୍ବାରା ଧାରା ପଡିଥିବା…
ଆଇସିଏଆଇ ପକ୍ଷରୁ ଜିଏସ୍ଟି ଉପରେ ତାଲିମ କାର୍ଯ୍ୟକ୍ରମ
ତାଲିମ ନେଲେ ଓଡିଶା କମିଶନର୍ ଅଫ୍ ସିଟି ଏବଂ ଜିଏସ୍ଟିର ୨୦୦ରୁ ଉର୍ଧ୍ଵ ଅଧିକାରୀ
ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଓଡିଶା କମିଶନର୍ ଅଫ୍ ସିଟି ଏବଂ ଜିଏସ୍ଟିର ଅଧିକାରୀ ମାନଙ୍କ ପାଇଁ ଜିଏସ୍ଟି ଉପରେ ଦୁଇ ଦିନିଆ ତାଲିମ…
ଆବୁ ଧାବିରେ ଓଡିଆ ଯୁବକଙ୍କୁ ହତ୍ୟା: ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ
ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆବୁ ଧାବିରେ ଫସିଥିବା ମୃତ ଓଡିଆ ଯୁବକ କାଳନ୍ଦୀ ମଲ୍ଲିକଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଆବୁ ଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।…
ଯୁକ୍ତ୨ ବିଜ୍ଞାନ ରେ ଅଞ୍ଚଳ ପାଇଁ ଗୌରବ ଆଣିଲେ ସଞ୍ଜିବନୀ ନାୟକ।
ହାଟଡିହି / ମକରଧ୍ବଜ ଜେନା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି।ବିଜ୍ଞାନ ରେ ପାସ୍ ହାର ୯୪.୧୨% ପରୀକ୍ଷାର୍ଥୀ କୃତକାଯ୍ର୍ୟ ହୋଇଥିବା ବେଳେ କେଉଁଝର ଜିଲ୍ଲା ହାଟଡିହିବ୍ଲକର ଡଅଁର ଗ୍ରାମର ପ୍ରବୀର କୁମାର ନାୟକ…
ଆଦିତ୍ୟ ବିର୍ଲା ସ୍କୁଲର ଅଧକ୍ଷଙ୍କୁ ଭାବ ବିହ୍ଵଳ ବିଦାୟକାଳୀନ ସମ୍ବର୍ଦ୍ଧନା
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଅଧିନସ୍ତ ଓଷପୋଡା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ସଦସ୍ୟ ତଥା ଅଧକ୍ଷଙ୍କୁ ଏ. ବି. ପି. ଏସ ପରିବାର ତରଫରୁ ଭାବ ବିହ୍ଵଳ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି,2011…
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ)ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ଶ୍ରୀ ହେମନ୍ତ କୁମାର ନାୟକ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜଗତସିଂହପୁର ର ବାର୍ଷିକ ନିରୀକ୍ଷଣ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ…
ଭଞ୍ଜନଗର ଥାନା ପରିଦର୍ଶନ କଲେ ଗଂଜାମ ଏସପି
ଭଞ୍ଜନଗର/ନିଲୁ ବିଷୋୟୀ: ଗଞ୍ଜାମ ଜିଲ୍ଲା ପୁଲିସ୍ ଅଧୀକ୍ଷକ ବ୍ରିଜେଶ୍ ରାୟ ଗୁରୁବାର ଅପରାହ୍ନ ରେ ଭଞ୍ଜନଗର ଥାନା ପରିଦର୍ଶନ କରିଛନ୍ତି। ଥାନାରେ ପହଞ୍ଚି ଅପରାଧ, ଅପରାଧି, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ଅଧପନ୍ତରିଆ ଥିବା ମାମଲା…
ଜନ ଜାଗରଣ ମଞ୍ଚ ତରଫରୁ ଡାଇରିଆ ପାଇଁ ସଚେତନତା ବାର୍ତ୍ତା
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକରେ ଡାଇରିଆ ମହାମାରୀ ରୋକିବା ପାଇଁ ଜନଜାଗରଣ ମଞ୍ଚ ଲୋକ ସଂଗଠନ ପକ୍ଷରୁ ତିନିଦିନିଆ ଜନସଚେତନତା ଅଭିଯାନ, ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ର କାଶିପୁର ବ୍ଲକ ରେ ଡାଇରୀଆ ମହାମାରୀ ଗାଁ ଗାଁ ରେ ବ୍ଯାପି ଆଜକୁ ୧୨ ଜଣ ନିରିହ ପ୍ରାଣ…