ଖରିଫ ୨୦୨୧ ବର୍ଷର ପ୍ରଧାନମନ୍ତ୍ରୀ ଫସଲବୀମା କ୍ଷତିପୂରଣ ରାଶି ପ୍ରଦାନ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର- ଖରିଫ ୨୦୨୧ ମସିହାର ବାକିଆ ବୀମାରାଶି ପ୍ରଦାନ ସମ୍ବନ୍ଧରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ବୀମା କମ୍ପାନୀମାନଙ୍କୁ ବାକିଆ କ୍ଷତିପୂରଣ ରାଶି ପ୍ରଦାନ ବାବଦରେ ଚାଷୀ ସଂଖ୍ୟାର ଆକଳନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା…

ଶୁକଲିପାହାଡ଼ ଗ୍ରାମ ରେ ମ୍ୟାଲେରିଆ ରୋଗୀ ଚି଼ହ୍ନଟ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସରେକେଲା ପଞ୍ଚାୟତ ର ଶୁକଲିପାହାଡ଼ ଗ୍ରାମରେ ଘରେ ଘରେ ଜ୍ଵର ରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛିl ଆଶା, ଏନ ଏମ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶତାଧିକ ଜ୍ଵର ଆକ୍ରାନ୍ତ ରୋଗୀ ରକ୍ତ…

ପଦ୍ମପୁର ମାରଓ୍ବାଡି ଧର୍ମଶାଳା ସମ୍ମୁଖରୁ ବାଇକ ଚୋରି ।

ପଦ୍ମପୁର- ପଦ୍ମପୁର ସହର ନେହରୁଗଳିର ଶଙ୍କର ସାହୁ ନାମକ ଜଣେ ବ୍ୟକ୍ତି ପଦ୍ମପୁର ଥାନାରେ ଗତ ୨୫/୦୭ ଦିନ ଲିଖିତ ଅଭିଯୋଗ କରିଥିଲେ କି ତାଙ୍କ ଏଚଏଫ ଡିଲକ୍ସ ବାଇକ (OD-17-C-2587) ମାରଓ୍ବାଡି ଧର୍ମଶାଳା ସମ୍ମୁଖରେ ଠିଆ କରିଥିବା ସମୟରେ ଚୋରିହୋଇ ଯାଇଛି । ଏ ସଙ୍କ୍ରାନ୍ତରେ ପଦ୍ମପୁର ଥାନା…

ଥଇଥାନ ହେବେ ରାସ୍ତାକଡର ଶିଶୁ

ଶିଶୁ ଅଧିକାର ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକ ଅନୁଷ୍ଠିତ ଭୁବନେଶ୍ୱର: ଭାରତର ଏକ ପ୍ରମୁଖ ରାଜ୍ୟ ଭାବରେ ଓଡିଶା, ଶିଶୁ ଅଧିକାର ବିଧେୟକକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛି । ଆଇନ୍ ସହାୟତା ଆବଶ୍ୟକ କରୁଥିବା ପ୍ରତ୍ୟକ…

ଉମରକୋଟ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା।

ଉମରକୋଟ/  ଜିତେନ୍ଦ୍ର ମହାନ୍ତି : ଉମରକୋଟ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ୧୪ କେଜି ଗଞ୍ଜେଇ ସହ ଦୁଇ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ଗିରଫ ଦୁଇ ଜଣ ହେଲେ ଝରିଗାଁ ବ୍ଲକ୍ ଅନ୍ତର୍ଗତ ଧୋଡ୍ରା ଗ୍ରାମର ଅମର ରୟ (୬୧) ଏବଂ ଉମରକୋଟ ପୌରାଞ୍ଚଳ ଅନ୍ତର୍ଗତ…

ଯୁବକଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକ ।

 (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ): ମହାପ୍ରଭୁଙ୍କ ଏହି ବିଶାଳ ଭଙ୍ଗା ଗଢ଼ା ସଂସାରରେ ମାନବ ସମାଜର ଅନ୍ୟନାମ ହେଉଛି ଯନ୍ତ୍ରଣା । ମାନବ ସମାଜ ବହୁ ସମସ୍ୟାକୁ ନିଜ ଭିତରେ ଚାପିଧରି ସମାଜରେ ଅଶାନ୍ତି ମଧ୍ୟରେ ଶାନ୍ତି କୁ ଖୋଜି ଖୋଜି କେତେବେଳେ ଯେ ଶେଷ ପାହାଚରେ ପହଂଚିଯାଉଛି ତାହା…

୪୦ ଲିଟର ରନ୍ଧାମଦ ଜବତ କଲା ପଦ୍ମପୁର ପୋଲିସ ।

ପଦ୍ମପୁର- ପଦ୍ମପୁର ପୋଲିସ ପକ୍ଷରୁ ଏଏସଆଇ ସନ୍ତୋଷ ବିଶ୍ବାଳ,କନେଷ୍ଟବଳ ନାରାୟଣ ସାହୁ, କନେଷ୍ଟବଳ ସୁକଦେବ ପ୍ରଧାନ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ବରିକେଲ ପଟରୁ ପଦ୍ମପୁର ଅଭିମୁଖେ ଗୋଟିଏ ବାଇକ ବାଇକ ନମ୍ବର OD-17-J-4470 ରେ ଜଣେ ଲୋକ କିଛି ବୋଝେଇ କରି…

ତୃତୀୟ ଫେଜରେ ୫ଟି ଯୋଜନାରେ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ ଯୋଜନାରେ ଅନ୍ତର୍ଭୁକ୍ତ

କାର୍ଯ୍ୟକୁ ଅଗ୍ରଗତି କରିବା ପାଇଁ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ଉଦ୍ୟମ ।  (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓ କଟକ ସଦର ବ୍ଲକ ଅଞ୍ଚଳର କେତେଗୁଡିଏ ବିଦ୍ୟାଳୟଗୁଡିକୁ ୫ଟି ଯୋଜନାରେ  ରୂପାନ୍ତରିତ କରାଯିବା ପାଇଁ ତୃତୀୟ ପର୍ଯ୍ୟାୟରେ…

ଖୁବ ଶୀଘ୍ର ଚାଷୀଙ୍କୁ ମିଳିପାରେ ବୀମା ଟଙ୍କା

ବିଧ୍ୟାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ପ୍ରଚେଷ୍ଟା ରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ବୀମା କମ୍ପାନୀ ର ପ୍ରତିଶ୍ରୁତି ବରଗଡ / ଭୁବନେଶ୍ୱର :- ପ୍ରଧନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଗତବର୍ଷ ଚାଷୀ ମାନେ ପ୍ରିମୀୟମ ଭରିବା ସତ୍ତ୍ୱେ ବାରମ୍ବାର ବାରମ୍ବାର ବିଭିନ୍ନ ଉପାୟରେ ବୀମା ଟଙ୍କା ପାଇବା…

ପ୍ରକାଶ ପାଇଲା ଯୁକ୍ତ-୨ ପରୀକ୍ଷା ଫଳ : ବିଜ୍ଞାନ ପାସ ହାର ଶତକଡ଼ା ୯୪.୧୨, ବାଣିଜ୍ୟରେ ପାସ ହାର ୮୯.୨୦%

ବିଜ୍ଞାନରେ ଛାତ୍ରମାନଙ୍କ ପାସ ହାର ୯୩.୮୦% ଓ ଛାତ୍ରୀମାନଙ୍କ ପାସ ହାର ୯୪.୫୨% ବାଣିଜ୍ୟରେ ଛାତ୍ରମାନଙ୍କ ପାସ ହାର ୮୮.୩୨% ଏବଂ ଛାତ୍ରୀମାନଙ୍କ ପାସ ହାର ୯୦.୭୧%  ଭୁବନେଶ୍ୱର (ଶାସକ ପ୍ରଶାସକ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ବିଜ୍ଞାନ ଓ ବାଣିଜ୍ୟ ସ୍ରୋତର…