Sign in
Sign in
Recover your password.
A password will be e-mailed to you.
ଗୋ-ସୁରକ୍ଷାର ପ୍ରୟୋଗଶାଳା ହୋଇଛି ଗୋଶାଳା |
ଅସୁରେଶ୍ୱର ଗୋ-ରକ୍ଷଣୀ ସମିତିର ୭୯ ପ୍ରତିଷ୍ଠା ଦିବସ
ଅସୁରେଶ୍ୱର: ଗୋ-ସେବା , ଗୋ-ମଙ୍ଗଳ ଓ ଗୋ-ସୁରକ୍ଷାର ପ୍ରୟୋଗଶାଳା ପାଲଟିଛି ଅସୁରେଶ୍ୱର ଗୋରକ୍ଷଣୀ । ଦେଶ ସ୍ୱାୀନତା ପାଇବା ପୂର୍ବରୁ ୧୯୪୩ ମସିହା ପବିତ୍ର ଚିତାଲାଗି ଅମାବାସ୍ୟା ଦିନରେ ଜଣେ ହିନ୍ଦୁଧର୍ମୀ ସ୍ୱର୍ଗତ ଜଳଧର ନାୟକ ଓ…
ଭିଜିଲାନ୍ସ ଜାଲରେ ଅମ୍ବାଭନା ତହସିଲ ବରିଷ୍ଠ ରାଜସ୍ବ ସହାୟକ ।
ବରଗଡ଼- ବରଗଡ଼ ଜିଲ୍ଲା ଅମ୍ବାଭନା ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ବଳରାମ କଳାରୀ ଲାଞ୍ଚ ନେଲା ବେଲେ କାବୁକଲା ଭିଜିଲାନ୍ସ । ସୂଚନା ଅନୁସାରେ ବଳରାମ କଳାରି ଜମି ପାଟେସନ କେଶ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସମ୍ବଲପୁର…
“ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ” ଗଜପତି ଜିଲ୍ଲା ବୋର୍ଡ ବିଭିନ୍ନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ''ଆନ୍ତର୍ଜାତିକ ମାନବାଧିକାର ରକ୍ଷକ'' ଗଜପତି ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ…
ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।
ଜଗତସିଂହପୁର /ସୁମନ୍ତ କୁମାର ଦାସ: ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଆକ୍ଷପ କରି କଂଗ୍ରେସ ସାଂସଦ ଅଧିର ଚୌଧୁରୀ ମହା ମହିମ ରାଷ୍ଟ୍ରପତି ଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କୁ ନେଇ ଜଗତସିଂହପୁର ବିଜେପି ପକ୍ଷରୁ ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ନେତୃତ୍ବରେ ଏକ…
ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ କାଳାକାର
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପର ପ୍ରତିବାଦରେ ଆଜି ହଜାର ହଜାର କଳାକାର ଶାନ୍ତିପୂର୍ଣ୍ଣ ଭାବେ ପାରମ୍ପରିକ ବେଶ ପୋଷାକ ପରିଧାନ କରି ପାରମ୍ପରିକ ବାଦ୍ୟ ନୃତ୍ୟର ତାଳେ ତାଳେ ବିରାଟ ପାଟୁଆରରେ ମାଦିକୁନ୍ଦା ଛକରୁ ବାହାରି…
ବାସୁଦେବପୁର ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ଓ ଜିଲ୍ଲାପାଳ।
ବିଜୟଶ୍ରୀ ରାଉତରାୟ ସ୍ମୃତି ଜ୍ଞାନ ରତ୍ନ ସମ୍ମାନ ୨୦୨୨ , ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ପାଳନ
ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ଓ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ। ପ୍ରଥମେ…
ଟାଟା ପାୱାରରେ ମିଟିର ରିଡିଙ୍ଗି ଏଜେଣ୍ଟ ଭାବେ ନିଯୁକ୍ତି ଦେବା ନାମରେ ଠକେଇ ଅଭିଯୋଗ
ଭଞ୍ଜନଗର : ରାଜ୍ୟର ଜନସାଧାରଣ ଙ୍କୁ ଉନ୍ନତମାନର ବିଦ୍ୟୁତ ସେବା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ଟାଟା ପାୱାର ଙ୍କୁ ବିଦ୍ୟୁତ ବିତରଣ ଦାୟିତ୍ୱ ପ୍ରଦାନ କରିଛନ୍ତି। ଉପଭୋକ୍ତା ମାନଙ୍କୁ ଟାଟା ପାୱାର ପକ୍ଷରୁ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ ଦେବା ନିମନ୍ତେ ବିଭିନ୍ନ ଏଜେନ୍ସି ମାନଙ୍କୁ…
ଶୁଭ୍ରାଂଶୁକୁ ସହାୟତା ଯୋଗାଇଲେ ଶିକ୍ଷାବିତ ଅମରନାଥ ରଥ
ଭଞ୍ଜନଗର, : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମର ବଡ଼ ରମଣୀ ସାହିର ଶୁଭ୍ରାଂଶୁ ଶେଖର ସାହୁ ଜଣେ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ପରିବାରରେ ଲାଗିରହିଥିବା ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ଥିଲେ। ପାଠ ପଢିବା ପାଇଁ ଶୁଭ୍ରାଂଶୁ ଅନ୍ୟର ସାହଯ୍ୟକୁ ଅପେକ୍ଷା…
ହେପାଟାଇଟିସ ଦିବସ ପାଳିତ।
ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏହି ହେପାଟାଇଟିସ…
ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲାପାଳ ଶ୍ରୀମତି ସ୍ୱଧା ଦେଵ ସିଂ ମୁନିଗୁଡା ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି l ପ୍ରଥମେ ପlତ୍ରଗୁଡ଼ ଗ୍ରାମପଞ୍ଚାୟତ ଗସ୍ତ କରି ସେଠାରେ ନିର୍ମିତ ଅମୃତ ସରବର ପୋଖରୀ ପରିଦର୍ଶନ କରିଛନ୍ତି l ଏହାପରେ ଶିବପଦର…