Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗର ଉପାଧ୍ୟକ୍ଷ
https://youtu.be/-AvPfHTHYTg
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡିଶା ଗସ୍ତରେ ଆସିଥିବା ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ସୁମନ ବେରୀ ଏବଂ ସଦସ୍ୟ ଡକ୍ଟର ଭି କେ ପାଲ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେମାନେ ରାଜ୍ୟର ବିକାଶ ସହ ଜଡିତ ବିଭିନ୍ନ…
ଲାୟନ୍ସ କ୍ଳବ ପକ୍ଷରୁ ପରିବେଶ ସଚେତନତା ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର- ଲାୟନ୍ସ କ୍ଲବ୍ ପଦ୍ମପୁର ତରଫରୁ ଭେଉଁରିଆ ଉଚ୍ଚ ବିଦ୍ୟାଳୟ ଠାରେ ଏକ ପରିବେଶ ସଚେତନତା ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ଲାୟନ୍ ମେଜର୍ ଚିତ୍ତରଞ୍ଜନ ଦାଶ ପରିବେଶ ସୁରକ୍ଷା ସମ୍ପର୍କ ରେ ଉଦବୋଧନ ଦେଇଥିଲେ। ପରେ…
ଜିଲ୍ଲାରେ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ନିମନ୍ତେ ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ
https://youtu.be/dE3pVzaF10M
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚଳିତ ଧାନ ସଂଗ୍ରହ ବର୍ଷ ୨୦୨୨-୨୦୨୩ ପାଇଁ ଜିଲ୍ଲାରେ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ…
ବିଧାୟକ ଙ୍କର ମାର୍ଗଦର୍ଶନରେ ମେଗା ରକ୍ତଦାନ ଶିବିର
ସଂଗୃହୀତ ହେଲା 85 ୟୁନିଟ ରକ୍ତ
ବରଗଡ :- ଯଦିଓ ରକ୍ତଭଣ୍ଡାର ଗୁଡିକରେ ପୂର୍ବ ଅପେକ୍ଷା ରକ୍ତର ସେତେଟା ଅଭାବ ଦେଖାଯାଉନି ତଥାପି ବେଳେବେଳେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ କ୍ରମେ ରାଜ୍ୟରେ ରକ୍ତ ର ଅଭାବ କୁ ଦୂର କରିବା ପାଇଁ ବିଜୁ ଜନତା ଦଳର ଓଡିଶା ମୋ…
ରଥ ସରକାରୀ ଉଚ୍ଚ ବିଦ୍ୟାଳୟରେ 5t ବୈଠକ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ମହିରା ଗ୍ରାମର ରଥ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତୀକରଣ କାର୍ଯ୍ୟ ପରିଚାଳନା ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ସଭାଗୃହ ପରିସରରେ ଭାରପ୍ରାପ୍ତ ପ୍ରଧାନ…
ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଉପମଣ୍ଡଳ କାର୍ଯ୍ୟଳୟ ର ପାଣି ପଂଚାୟତ ନିର୍ବାଚନ ଅନୁଷ୍ଠିତ
ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଉପମଣ୍ଡଳ କାର୍ଯ୍ୟଳୟ ପରିସରରେ ଶିବଶକ୍ତି ପାଣି ପଂଚାୟତର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ 5 ଟି ପଞ୍ଚାୟତର 94 ଜଣ ଭୋଟରଙ୍କୁ ନେଇ ଅନୁଷ୍ଠିତ ହୋଇଛି। ଏଥିରେ…
ବର୍ଷା ଦିନରେ ପରିବା ଦର ଉଚ୍ଚ, ଚିନ୍ତାରେ ଖାଉଟି
କେନ୍ଦୁଝର /ସିଦ୍ଧେଶ୍ୱର ସାହୁ : କେନ୍ଦୁଝର ବଜାର ରେ ବର୍ଷା ଦିନରେ ପରିବା ଦର କମୁନାହିଁ । ଫଳରେ ଖାଉଟି ଅସନ୍ତୋଷ ବଢୁଛି। ବଜାର ରେ ବିଲାତି ୪୦ , ବାଇଗଣ ୫୦, ଭେଣ୍ଡି ୫୦, ଗାଜର ୮୦, ଫୁଲ କୋବି ୧୦୦, ପୋଟଳ ୬୦, କାକୁଡି ୪୦, କଲରା ୫୦, କାଙ୍କଡ଼ ୫୦, ଦେଶୀ କାଙ୍କଡ଼ ୮୦, ବନ୍ଧାକୋବି ୬୦,…
+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍ର ଶତ ପ୍ରତିଶତ ସଫଳତା
କନ୍ଧମାଳ ଝିଅ ମୀନାକ୍ଷୀ ସ୍କୁଲ୍ ଟପ୍ପର
ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍ ହାର…
ଚଳିତ ବର୍ଷ କଲ୍ପନା ଦେବୀ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ମାନକର +2ବିଜ୍ଞାନ ଫଳରେ ଅପୂର୍ବ ସଫଳତା.
ଭଦ୍ରକ,(ସୀତାକାନ୍ତ ପାଢ଼ୀ)-: ଚଳିତ ବର୍ଷ କଲ୍ପନା ଦେବୀ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ର ସତ ପ୍ରତିଶତ ପ୍ରଥମ ଶ୍ରେଣୀରେ ବିଦ୍ୟାର୍ଥୀ ମାନେ ଉଚ୍ଚ କୋଟି ଦର ନମ୍ୱର ରଖି ସଫଳତା ଅର୍ଜନ କରିଛନ୍ତି। ତନ୍ ମଧ୍ୟରୁ କୁମାରୀ ଅନନ୍ୟ ମହାନ୍ତି ଶତକଡା ୯୦ % ମାର୍କ ରଖି ଭଦ୍ରକ ଜିଲ୍ଲାରେ ପ୍ରଥମ…
ଜିଲ୍ଳାସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ -“ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ”
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ)-ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ୱଳ ଭାରତ-ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଦ୍ୟୁତ ଉତ୍ସବ ନୂତନ ଟାଉନ ହଲ ସୋନପୁର ଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ…