Sign in
Sign in
Recover your password.
A password will be e-mailed to you.
ରାୟଗଡା ICICI ଅନୁଦାନରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଜିଲ୍ଲା ପାଳଙ୍କ ଦ୍ୱାରା ଉଦଘାଟନ।କାଶୀପୁର ।
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଖୁରିଗାଁ ଠାରେ ICICI ବ୍ୟାଙ୍କ, ICICI Foundation ର ଆର୍ଥିକ ସହାୟତାରେ ସ୍ଥାପିତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱଦ୍ଧା ଦେବ ସିଂ ଙ୍କର କରକମଳ ରେ ଉଦଘାଟିତ ହୋଇଥିଲା I
କାର୍ଯ୍ୟକ୍ରମ ର ମୁଖ୍ୟ…
ଡେଙ୍ଗୁ ଉପକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର ନୂତନ ବହିଃବିଭାଗ ସମ୍ମିଳନୀ କକ୍ଷରେ ଡେଙ୍ଗୁ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ କହିଲେ ଡେଙ୍ଗୁ ରୋଗର ନିରାକରଣ ପାଇଁ…
ହଇଜାରେ ମୃତକ ପରିବାରକୁ ଭେଟିଲେ ଜିଲ୍ଲା ପରିଷଦ ଅଧକ୍ଷା
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :କାଶିପୁର ରେ ହୋଇଜା ପରିସ୍ଥିତି ଜଟିଳ ହେବାରେ ଲାଗିଛି | ଦୁଇଦିନ ପୂର୍ବରୁ ଟିକିରି ପଞ୍ଚାୟତ ଜାମୁଗୁଡା ଜଣେ ଓ ପାନ ବନ୍ଦ ଗ୍ରାମର ଜଣେ ଝାଡା ବାନ୍ତି ରେ ମୃତ ଘଟି ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦୦ ର ଉର୍ଧ ରେ…
୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ -୧ ଶ୍ରୀ…
ବ୍ଲକସ୍ତରୀୟ ଉଜ୍ୱଳ ଭାରତ -ଉଜ୍ୱଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ସ୍ବାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ " ଆଜାଦୀ କା ଅମୃତ ମହୋତ୍ସବ " ଅନ୍ତର୍ଗତ ବିଦ୍ୟୁତ ମହୋତ୍ସବ କେନ୍ଦ୍ର ସରକାରଙ୍କର ବିଦ୍ୟୁତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କର ସହଯୋଗୀତାରେ ଦ୍ୱିତୀୟ କାର୍ଯ୍ୟକ୍ରମ ରୂପେ…
ପଞ୍ଚାୟତ ସମ୍ମୁଖରେ ଧାରଣା ବସିଲେ S.H.G ମହିଳା ଓ ୱାର୍ଡ ମେମ୍ବର
(ସତ୍ୟବ୍ରତ ନାୟକ, ଭଦ୍ରକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ଅଫିସ ଫାଟକ ସମ୍ମୁଖରେ ଧାରଣାରେ ଦେଲେ । ଗତ ୨୭ ତାରିଖରେ ଦିନ ପୋଖରୀ, ଗଡିଆ, ଜୋର, ନାଳ କାଞ୍ଚିଆହୋଦା ନିଲାମ୍ ବେଳେ S.H.G ମହିଳା ମାନଙ୍କ ସହ କିଛି ପଞ୍ଚାୟତ ର ସରପଞ୍ଚଙ୍କ ସହ ଯୁକ୍ତିତର୍କ ହୋଇ ଥିଲା ।…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍ସର ସେଣ୍ଟର ଉଦ୍ଘାଟିତ
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ
ଭୁବନେଶ୍ୱର,: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଛି । କିମ୍ସ ସୁପର ସ୍ପେଶିଆଲିଟି ଓ କିମ୍ସ କ୍ୟାନ୍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ଓ…
ଚେସ ଅଲିମ୍ପିଆଡରେ ଯୋଗଦେଇ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
ଭୁବନେଶ୍ୱର, : ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଚେନ୍ନାଇର ମହାବଳୀପୁରମରେ ଅନୁଷ୍ଠିତ ୪୪ତମ ଚେସ ଅଲିମ୍ପିଆଡ ଉତ୍ସବରେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଛନ୍ତି । ତାମିଲନାଡୁ ସରକାରଙ୍କ…
ଓଏସଡିଏର ଲେଟ୍ସ ପ୍ଲେ ଆଇଟିଆଇ ଯୋଜନା ନିମନ୍ତେ ତାଲିମ ସମାପ୍ତ କଲେ ସ୍ପୋର୍ଟ୍ସ ଚେଞ୍ଜ ଲିଡର
ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଏବଂ ଟାଟା ଷ୍ଟ୍ରାଇଭ ପକ୍ଷରୁ ସରକାରୀ ଆଇଟିଆଇରେ ନିଯୁକ୍ତ ୧୫ ଜଣ ସ୍ପୋର୍ଟ୍ସ ଚେଞ୍ଜ ଲିଡରମାନଙ୍କୁ ଦଶ ଦିନିଆ ତାଲିମ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…
ବିଜେଡି ରାଜ୍ୟସଭା ସଂସଦୀୟ ଦଳ:ସସ୍ମିତ ନେତା , ସୁଲତା ମୁଖ୍ୟ ସଚେତକ
ଭୁବନେଶ୍ବର : ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ ସାଂସଦ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟସଭା ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି ସସ୍ମିତ ପାତ୍ର । ସେହିପରି ରାଜ୍ୟସଭାରେ ବିଜେଡି ଚିଫ୍ ହୁଇପ ଭାବେ ସୁଲତା ଦେଓଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…