ଭରତ ଭାଇଙ୍କ ପ୍ରତି ସାମ୍ବାଦିକ ଭାଇମାନଙ୍କର ବିଦାୟ ସମ୍ବର୍ଦ୍ଧନା

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗରେ ଦୀର୍ଘ ୩୨ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଭରତ ସାହୁ ଆଜି ସରକାରୀ ଚାକିରୀରୁ ଅଵସର ନେଇଛନ୍ତି । ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ଜ଼ୀଲ୍ଲାସ୍ତ୍ରରୀୟ ସାମ୍ବାଦିକଙ୍କ ଘରେ ପହଞ୍ଚି…

ଅବସର ପୂର୍ବରୁ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ପୂର୍ଣ୍ଣାଙ୍ଗ ପେନସନ ସେଟେଲମେଣ୍ଟର ବ୍ୟବସ୍ଥା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ ଝାମୀ ପଞ୍ଚାୟତ ଅନ୍ତର୍ଗତ ପର୍ଶୁରାମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତି କୁମୁଦିନୀ ଲେଙ୍କା ଚଳିତ ମାସ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବେ। ଶୁକ୍ରବାର ଦିନ ଏହି…

ମୋବାଇଲ ଦୋକାନରୁ ଚୋରୀ ଘଟଣାରେ ଦୁଇ ଗିରଫ

ଭଞ୍ଜନଗର : ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା କାଞ୍ଚନ ମୋବାଇଲ ଦୋକାନରୁ ଗତ ୨୨ ତାରିଖ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଥିବା ନେଇ ଦୋକାନ ମାଲିକ ସୁକାନ୍ତ କୁମାର ପାଣିଗ୍ରାହୀ ଥାନାରେ ଅଭିଯୋଗ କରିଥିଲେ। ପାଖାପାଖି ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଉପକରଣ ଚୋରୀ ହୋଇଥିଲା। ଦୁଇ ଜଣ…

ବର୍ଦ୍ଦି ଭିତରେ ବି ଅଛି କରୁଣା ଓ ମାନବିକତା : ସାବାସ ଥାନାବାବୁ

ଜଗତସିଂହପୁର /ସୁମନ୍ତ କୁମାର ଦାସ:କିଏ କହିଲା ପୋଲିସ ପାଖରେ ନାହିଁ ମଣିଷ ପଣିଆ? ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସଦର ଥାନାର ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁଙ୍କ ଠାରେ l ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ତାଙ୍କର ଚିକିତ୍ସା ପାଇଁ କଟକ ବଡ଼…

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଅବସ୍ଥା ଶୋଚନୀୟ :ଗମନାଗମନରେ ବାଧକ

ମରାମତି ନହେଲେ ଧାରଣା ପାଇଁ ଚେତାବନୀ ମାହାଙ୍ଗା:-ସରକାର ଜନସାଧାରଣ, ଯାନବାହନ ଗମନାଗମନ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଥିଲେ ମଧ୍ୟ ତାହା ସଫଳ ଭାବେ ରୂପାୟନ ହୋଇପାରୁନାହିଁ । ବିଭିନ୍ନ ଜାଗାରେ ରାସ୍ତା କାର୍ଯ୍ୟ ହେଉଥିଲେ ମଧ୍ୟ ରାସ୍ତା ଗୁଡ଼ିକ ନିର୍ମାଣ ପ୍ରଣାଳୀ ଅତ୍ୟନ୍ତ ନିମ୍ନମାନର…

ଡୁଙ୍ଗୁରିପାଲି ଥାନାରେ ଛତିଶ ଗଡ଼ ରାଜ୍ୟକୁ ଯାଉଥିବା ୧୦୦ କ୍ୟୁଣ୍ଟାଲ ଚାଉଳ ବୋଝେଇ ମିନି ଟ୍ରକ ଜବତ ସହ ଡ୍ରାଇଭର ଅଟକ

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାରେ ୧୦୦ କ୍ୟୁଣ୍ଟାଲ ଚାଉଳ ବୋଝେଇ ମିନି ଟ୍ରକକୁ ଜବତ କରି ଡ୍ରାଇଭ କୁ ଅଟକ ରଖିଛି ଡୁଙ୍ଗୁରିପାଲି ପୋଲିସ, ସୂଚନା ଜଣାଯାଏ ଯେ ଗତକାଲି ଗୁରୁବାର ରାତି ୯.୩୦ ଟା ସମୟରେ ଡୁଙ୍ଗୁରିପାଲି ପୋଲିସ ପେଟ୍ରୋଲିଙ୍ଗ କରୁ…

ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ –

ଶକ୍ତି କ୍ଷେତ୍ରରେ ଭିଜନ ୨୦୪୭ ସାକାର କରିବା ସଂକଳ୍ପ l ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ୱଳ ଭାରତ-ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି କ୍ରମରେ ଆଜି ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ ବିଦ୍ୟୁତ ଉତ୍ସବ…

ଓଡିଶା ଲଳିତ କଳା ଏକାଡ଼େମୀ ତରଫରୁ ବାଙ୍ଗାଲୋର ଠାରେ ଆଦିବାସୀ ଚିତ୍ରକଳା ଶିବିର

ଅଂଶଗ୍ରହଣ କଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୫ ଜଣ ଚିତ୍ରଶିଳ୍ପୀ ଭୁବନେଶ୍ଵର:ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ଦ୍ଵାରା କର୍ଣ୍ଣାଟକର ବାଙ୍ଗାଲୋରରେ ପ୍ରମୁଖ ଗ୍ୟାଲେରୀ ‘କର୍ଣ୍ଣାଟକ ଚିତ୍ରକଳା ପରିଷଦ’ ଠାରେ ଆୟୋଜିତ ୪ ଦିନିଆ ରାଜ୍ୟସ୍ତରୀୟ…

ମାହାଙ୍ଗା ଅଞ୍ଚଳରେ ଘନ ଘନ ଚୋରି ।

ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)-ମାହାଙ୍ଗା ରେ ହୋଇଛି ସିରିଜ ଚୋରି,କଟକ ଜିଲ୍ଲା ମାହାଙ୍ଗା ଗୌଡ଼ଗୋପ ବଜାର ର ୫ ଟି ଦୋକାନ ଓ ଇଟାମୁଣ୍ଡଳି ରେ ଗୋଟିଏ ଦୋକାନ ରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ ମାନେ ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ନେଇ ବଜାର କମିଟି ପକ୍ଷରୁ…

ବିକାଶ ସ୍କୁଲରେ କୁନି ଛାତ୍ରର ମୃତ୍ୟୁ ଘଟଣା , ଆଜି ବାର ଘଣ୍ଟିଆ ବରଗଡ଼ ବନ୍ଦ

ବରଗଡ :- ବରଗଡ଼ର ବିକାଶ ସ୍କୁଲରେ ପ୍ରଥମ ଶ୍ରେଣୀର ଛାତ୍ର ଆଦିତ୍ୟ ରାଜ ସାହୁ ମୃତ୍ୟୁ ଘଟଣାର ତଦନ୍ତ ଏବଂ ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ନ୍ୟାୟ ଓ ସରକାରୀ ସହାୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ବରଗଡ଼ର ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତାରୋକ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ…