Sign in
Sign in
Recover your password.
A password will be e-mailed to you.
ବିଜେପି ବିଧାୟକ ଦଳର ନେତା ହେଲେ ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଦଳର କେନ୍ଦ୍ରୀୟ ସହପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମର ଓ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ଆଜି ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବିଧାୟକ ଦଳ ବୈଠକରେ ସମ୍ବଲପୁରର ବିଧାୟକ ଶ୍ରୀ ଜୟନାରାୟଣ…
ଅଘୋଷିତ ବିଦ୍ୟୁତ୍ କାଟର ବିରୋଧ
ବାସୁଦେବପୁର/ ପ୍ରତାପ ପାଢ଼ୀ - ବାସୁଦେବପୁର ରେ ଅଘୋଷିତ ବିଦ୍ୟୁତ୍ ବାରମ୍ବାର କଟା ଯିବାର ବସମାଧାନ ପାଇଁ ଆଜି ବାସୁଦେବପୁର ବିଦ୍ୟୁତ୍ ବିଭାଗ ର ଅଧିକାରୀଙ୍କୁ ବିଜେପି ବାସୁଦେବପୁର ର ୧୮ ନୋ ଜୋନ ତରଫରୁ ଦାବିପତ୍ର ଦାବି ପତ୍ର ଦିଆ ଯାଇଛି।ଦାବିପତ୍ର ରେ ଉଲ୍ଲେଖ କରାଯାଇଛି-ବାରମ୍ବାର ବିଦୁତ…
ସ୍ବର୍ଗତ ପିତାମ୍ବର ପାତ୍ର ଙ୍କ ସୃତିଚାରଣ ସଭା ଅନୁଷ୍ଠିତ
ଭଦ୍ରକ,ସୀତାକାନ୍ତ ପାଢ଼ୀ-:ସ୍ବର୍ଗତ ପିତାମ୍ବର ପାତ୍ର ଙ୍କ ସୃତି ଚାରଣ ସଭା ଜଗନ୍ନାଥ ବିଦ୍ୟାମନ୍ଦିର କାଙ୍କରା ସ୍କୁଲ୍ ଠାରେ ଅକ୍ଷୟ ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ପାତ୍ର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାଙ୍କରା ଗ୍ରାମରେ ୧୯୫୦ ମାସିଆରେ ଜନ୍ମଗ୍ରହଣ କରି ,୧୯୯୨…
ବରଗଡ ବ୍ଲକ ସ୍ତରୀୟ ଉଚ୍ଚାକାଂକ୍ଷୀ ଛାତ୍ର ଛାତ୍ରୀ ଙ୍କର କର୍ମଶାଳା
ବରଗଡ : ଜର୍ଜ ଉଚ୍ଚବିଦ୍ୟାଳୟ, ବରଗଡ ଠାରେ ଉଚ୍ଚାକାଂକ୍ଷୀ ଛାତ୍ର ଛାତ୍ରୀ ଙ୍କର ଏକ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଅଛି। ଉକ୍ତ ଶିବିରରେ ବ୍ଲକ ରେ 10 ଟି ସ୍କୁଲ ର 10 ଜଣ ପ୍ରଧାନ ଶିକ୍ଷକ, 40 ଜଣ ମେଣ୍ଟର ଓ 40 ଜଣ କେପଟେନ ସର୍ବମୋଟ 90 ଜଣ ପ୍ରଶିକ୍ଷଣ ନେଇଥିଲେ। ବରଗଡ଼…
ରିଲାଏନ୍ସ ଟାୱାର ଲୁହା ଚୋରି ଘଟଣା ରେ ଗୋଟିଏ ଟ୍ରକ ଗୋଟିଏ ଟାଟା ସାଫାରି ସହ ୫ଜଣଙ୍କୁ ଥାନାରେ ଅଟକ।
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ:ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମୁଣ୍ଡା ଗାଁ ରେ ଥିବା ଏକ ରିଲାଏନ୍ସ ଟାୱାର ର ଏଙ୍ଗେଲ ଲୁହା କୁ କିଛି ଦୁର୍ବୁତ୍ତ ଗୁରୁବାର ବିଳମ୍ବିତ ରାତ୍ରିରେ ଚୋରି କରିବା ସହ ଏକ ଟ୍ରକ ରେ ବୋଝେଇ ଅନ୍ୟତ୍ର ସ୍ଥାନାନ୍ତର କରୁଥିବାବେଳେ…
କୀଟନାଶକ ଔଷଧ ଖାଇ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ /ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ହରିଜନ ସାହିର ଚକ୍ର ବେନିଆ ଙ୍କ ବିବାହ ଝିଅ ଦୁର୍ପତି ନାଗ (୨୫)କୀଟନାଶକ ଔଷଧ ଖାଇ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।ମୃତ ଝିଅର ମା କହିବା ଅନୁଯାୟୀ ଆଜି ସକାଳୁ…
ଆରଆଇସି ରାୟଗଡା ପକ୍ଷରୁ ଉତ୍କଳ ଆଲୁମିନା ନିମନ୍ତେ ପ୍ଲାଣ୍ଟ ସ୍ତରୀୟ ପରାମର୍ଶକାରୀ କମିଟି ବୈଠକ
ଭୁବନେଶ୍ୱର/ଟିକିରି-ବୈକୁଣ୍ଠ ଦୁରିଆ: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ନିମନ୍ତେ ରାୟଗଡା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଏକ ପ୍ଲାଣ୍ଟସ୍ତରୀୟ ପରାମର୍ଶକାରୀ କମିଟି…
ଦିବ୍ୟାଙ୍ଗ ଯୁବତୀଙ୍କ ଅନୁରୋଧ ରକ୍ଷା କଲେ ସୋଆ ଉପ-ସଭାପତି
ସମାଜସେବା ନିମନ୍ତେ ବଢ଼ାଇଲେ ସହଯୋଗର ହାତ
ଭୁବନେଶ୍ୱର ,୩୦/୦୭: ଜନ୍ମରୁ ଦୁଇ ହାତ ଅଚଳ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପ-ସଭାପତି ତଥା ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶିକା ଶ୍ରୀମତି ଶାଶ୍ୱତୀ ଦାସ । କେନ୍ଦ୍ରାପଡ଼ା…
କାଶୀପୁର ରୁ କଲ୍ୟାଣସିଂହପୁର ମାଡ଼ି ଆସିଛି ଝାଡ଼ାବାନ୍ତି।
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଦେଖା ଦେଇଥିବା କଲେରା ଏବେ ଜିଲ୍ଲାର କାଶୀପୁର ସମେତ କଲ୍ୟାଣସିଂହପୁର ଓ ରାୟଗଡ଼ା ବ୍ଲକରେ ମଧ୍ୟ ଆତଙ୍କ ଖେଳାଇଛି। ଗତ ୫ଦିନ ମଧ୍ୟରେ କଲ୍ୟାଣସିଂହପୁର ବ୍ଲକର ଲାଷ୍ମୀନଗର ଅଭିନ କଲାଟିଆଙ୍କ ଝାଡ଼ାବାନ୍ତି ରେ ମୃତ୍ୟୁ…
ଜଗତସିଂହପୁର ପାଇନର ସ୍ଟଡ଼ିଜ୍ କୋଚିଂ ସେଣ୍ଟରରେ ବାଣିଜ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର କଲେଜ ଛକ ନିକଟସ୍ଥ ପାଇନର ସ୍ଟଡ଼ିଜ୍ କୋଚିଂ ସେଣ୍ଟରରେ ବାଣିଜ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ସେଥି ମଧ୍ୟରୁ କୃତିଛାତ୍ରୀ ପୁନ୍ୟଶ୍ରୀ ପୂନ୍ୟସ୍ମିତା ସର୍ବାଧିକ 550 ନଂ ରଖି ଉର୍ତ୍ତିନ୍ନ ହୋଇଥିବା ବେଳେ ଅନ୍ୟ…