ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ: ପୁରସ୍କୃତ ହେଲେ ତନ୍ତୁବାୟ ସହଯୋଗ ସମିତି

ଯୋଗଦେଲେ ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାରଙ୍କ ସହ ଅନେକ ବୁଣାକାର ଭାଇଭଉଣୀ ଭୁବନେଶ୍ୱର,: ଆଜି ୭ ଅଗଷ୍ଟ ୨୦୨୨ । ସମଗ୍ର ଦେଶରେ ପାଳିତ ହେଉଛି ‘ଅଷ୍ଟମ ଜାତୀୟ ହସ୍ତତନ୍ତ ଦିବସ’ । ପ୍ରତ୍ୟେକ ଭାରତୀୟ ଭିତରେ ଆମର ଐତିହ୍ୟସଂପନ୍ନ ଓ ବହୁପୁରାତନ ପାରମ୍ପରିକ ହସ୍ତତନ୍ତ କଳା ପ୍ରତି…

ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜିତ

https://youtu.be/pXU5z5MSb6A ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କବିଚନ୍ଦ୍ର ସାହି ସ୍ଥିତ କବିଚନ୍ଦ୍ର ପାଠାଗାର ପରିସରରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ବିଶାଖପାଟଣା ଆପୋଲୋ ହସପିଟାଲର ବିଶିଷ୍ଟ…

ଭବିଷ୍ୟତ ପାଇଁ ଗଛ ଟିଏ

ପଦ୍ମପୁର:ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଭବିଷ୍ୟତରେ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷା କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଓ ମୁଖ୍ୟ ବକ୍ତା ଭାବରେ…

ବାଲ୍ୟ ବିବାହ ଉଚ୍ଛେଦ ଓ ନିଶାମୁକ୍ତ ନିମନ୍ତେ ମାନବ ଶୃଙ୍ଖଳ

 https://youtu.be/8elpRpUiZ8M ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ବାଧୀନତାର ୭୫ ବର୍ଷ ଆଜାଦୀ କା ଅମୃତ ମହୋତ୍ସବ କାଳରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲାରୁ ବାଲ୍ୟବିବାହ ଉଚ୍ଛେଦ, ନିଶାମୁକ୍ତ ଜିଲ୍ଲା ନିମନ୍ତେ, ଶତ ପ୍ରତିଶତ କରୋନା…

ଆଦିତ୍ୟ ଆଲୁମିନିୟମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୨ ପାଳିତ

ଭୁବନେଶ୍ୱର: ବିଶ୍ୱ ସ୍ତନ୍ୟପାଳନ ସପ୍ତାହ ଅଭିଯାନ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ସ୍ତନ୍ୟପାନର ଫାଇଦା ସମ୍ପର୍କରେ ସଚେତନତା ବୃଦ୍ଧି ଘଟାଇବା ଏବଂ ଜନସାଧାରଣଙ୍କୁ ପ୍ରଶିକ୍ଷିତ କରାଇବା ଉଦ୍ଦେଶ୍ୟରେ ୧୯୯୨ରୁ ଏହି ସପ୍ତାହ ପାଳିତ ହୋଇଆସୁଛି । ଆଦିତ୍ୟ…

ସାତମାସ ବି ପୂରିଲାନି ସାତ ଜନମର ସଂକଳ୍ପ

ଯୌତୁକ ଜୁଇରେ ଜଳିଗଲେ ବର୍ଷା ଭଦ୍ରକ : (ସତ୍ୟବ୍ରତ ନାୟକ) : ନୂଆ ନୂଆ ହୋଇଥିଲା ବାହାଘର। ୭ ମାସ ନ ଯାଉଣୁ ଭାଙ୍ଗିଗଲା ହସ ଖୁସିର ସଂସାର। ସ୍ୱାମୀ ରାଜ୍ୟ ବାହାରେ ରହୁଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ଶ୍ୱଶୁର ଘରୁ ମିଳିଛି। କିନ୍ତୁ ଶ୍ୱଶୁର ଘର ଲୋକେ ଏହି ଘଟଣାକୁ ଆତ୍ମହତ୍ୟା କହୁଥିବା ବେଳେ…

୨ଦିନ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା

ଓଡ଼ିଶା ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତା ଉତ୍ସାହିତ: ସମୀର ମହାନ୍ତି ଭୁବନେଶ୍ୱର: ଆସନ୍ତାକାଲି ଅଗଷ୍ଟ ୭ ତାରିଖ ଓ ୮ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ବିଭାଗମନ୍ତ୍ରୀ ଶ୍ରୀ ଅମିତ ଶାହା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ସୂଚନା ଦେଇଛନ୍ତି…

ଯୌତୁକ ଯୁଇ ରେ ଜଳିଗଲେ ରଶ୍ମିତା

ବାଲେଶ୍ଵର, ସିମୁଳିଆ, ମଇତାପୁର (ଅକ୍ଷୟ କୁମାର ଜେନା) ଯୌତୁକ ରୂପୀ ରାକ୍ଷସ ମଣିଷ ମାନଂକ ଭିତରେ ଏବେ ବି ଜୀବିତ। ଅର୍ଥ ଲୋଭି ମଣିଷ ସଂପର୍କ କୁ ଜଳାଞ୍ଜଳି ଦେଇ ମାନବିକତା ଭୁଲି ଯାଉଛି। ଅତି ଅଲିଅଳି ସାନ ଝିଅ ଟି ଭଲ ପାଇ ଯାହାକୁ ବର ମାନି ଥିଲା। ମା ପୁଅ ମିଶି ମରଣାତ୍ମକ ଆକ୍ରମଣ କରି ଶେଷ…

ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆବୁ ଧାବିରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆବୁ ଧାବିରେ ଫସିଥିବା ମୃତ ଓଡିଆ ଯୁବକ କାଳନ୍ଦୀ ମଲ୍ଲିକଙ୍କ ମରଶରୀର ଆଜି ଓଡିଶାରେ ପହଞ୍ଚିଛି। ମରଶରୀର ଫେରାଇ ଆଣିବାପାଇଁ ଆବୁ ଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ

ଭଞ୍ଜନଗର,ନିଲୁ ବିଷୋୟୀ : ଭଞ୍ଜନଗର ସ୍ଥିତ ଡିହପଢ଼ାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଭାରତୀ ପୂର୍ବ କ୍ଷେତ୍ର ସଦସ୍ୟ ଡ଼.ବିନାୟକ ଦାସ ଉଦ୍ ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷା ବିକାଶ ସମିତି…