ହାଇୱା ଧକ୍କାରେ ସାଇକେଲେ ଆରୋହୀ ମୃତ

ଭଦ୍ରକ, ସୀତାକାନ୍ତ ପାଢ଼ୀ -:ଗତକାଲି ମଧ୍ୟରାତ୍ରିରେ ଭଦ୍ରକ ଜିଲ୍ଲା ନଳlଙ୍ଗ ସାଇ ମନ୍ଦିର ସମ୍ମୁଖରେ ହାଇୱା ଧକ୍କାରେ ଜଣେ ସାଇକେଲେ ଆରୋହୀ ଙ୍କ ମୃତ। ସୂଚନା ଯୋଗ୍ୟ ହାଇୱା ଗାଡ଼ି ଟି କଲିକତା ରୁ କଟକ ଅଭିମୁଖେ ଦୃତବେଗରେ ଯାଉଥିବା ସମୟରେ ଏକ ସାଇକେଲ ଆରୋହୀ ଙ୍କ ପଛପଟୁ ଜୋରରେ ଧକ୍କା…

ନୂଆ ମେମୁ ପେସେଞ୍ଜର ଟ୍ରେନ ଚଳାଚଳ ପାଇଁ ଧାରଣା,ଖୁବଶୀଘ୍ର ଚାଲିବା ନେଇ ପ୍ରତିଶୃତି

ଭଦ୍ରକ: (ସତ୍ୟବ୍ରତ ନାୟକ) : ଭଦ୍ରକ ଷ୍ଟେସନରୁ ଏକ ନୂତନ ମେମୁ ଲୋକାଲ ଟ୍ରେନ ଚଳାଚଳ ପାଇଁ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ବରେ ପ୍ରତିମାସ ୬ତାରିଖ ଦିନ ରେଳ ରୋକ ମାଧ୍ୟମରେ ଧାରଣା ଦିଆଯାଉଛି | ଆଜି ବି ଦାବି ନେଇ ଧାରଣା ଦିଆଯାଇଥିଲା | ତେବେ ଦାବି ପୂରଣ ନେଇ ଆସିଲା ଖୁସି ଖବର |…

ଦେଶୀମଦ ଭାଟି କର୍ମଚାରୀ ସାଜିଛନ୍ତି ଅବକାରୀ ବାବୁ !!

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଅବକାରୀ ଥାନା ଅଞ୍ଚଳର ମଦଭାଟି କର୍ମଚାରୀ ସାଜିଛନ୍ତି ଅବକାରୀ ବାବୁ । ନିହାତି ଭାବରେଟ କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସତ । ପଦ୍ମପୁର ଅବକାରୀ ଥାନା ଅଧିନସ୍ଥ ଦେଶୀ ମଦଭାଟି ର କର୍ମଚାରୀ ମାନେ ଅବକାରୀ ବାବୁ ସାଜି ବିଭିନ୍ନ ଯାଗାକୁ ଚଢାଉ କରୁଛନ୍ତି ।…

ଓଡିଶା ରାଜ୍ୟ ପାଇଁ ପିଏମଏୱାଇ (ଗ୍ରାମୀଣ) ର ଆବାସ ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ସଂସଦରେ ଦାବି କଲେ ମଞ୍ଜୁଲତା

ନୂଆଦିଲ୍ଲୀ : ଓଡିଶା ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ଗ୍ରାମୀଣ) ର ଆବାସ ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ସଂସଦରେ ଦାବି କଲେ ଭଦ୍ରକର ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ | ଓଡ଼ିଶାରେ ଅନେକ ଗରିବ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନେ ଭଙ୍ଗା କଚା ଘରେ ରହୁଛନ୍ତି। ଅନେକ ଫନୀ ପରି…

ଅବସର କାଳୀନସମ୍ବର୍ଦ୍ଧନା ଉତ୍ସବ

ଜଗତସିଂହପୁର /ପ୍ରିତିରଞ୍ଜନ ଦାସ: ଜଗତସଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗାରୋଇ ବିଦ୍ୟାଳୟ ରୂପାନ୍ତରିକରଣର ଶୁଭ ଶିଳାନ୍ୟାସ ଉତ୍ସବ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଜେନା ଓ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ହଟ୍ଟକିଶୋର…

ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମମାନଙ୍କ ନିମନ୍ତେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟୋରୋପଣ ଚି଼ହ୍ନଟ ଶିବିର

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆଦିକବି ଶାରଳା ଦାସ ସଂସ୍କୃତି ଭଵନ ପରିସରରେ ଭିନ୍ନକ୍ଷମମାନଙ୍କ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟୋରୋପଣ ନିମନ୍ତେ ଏକ ଚି଼ହ୍ନଟ ଶିବିର ଜିଲ୍ଲାପାଳ ଶ୍ରୀମତୀ ପାରୁଲ…

ଦରଦାମ ବୃଦ୍ଧିକୁ ନେଇ ଭଦ୍ରକ ରେ ଗର୍ଜିଲା କଂଗ୍ରେସ

ଭଦ୍ରକ(ସତ୍ୟବ୍ରତ ନାୟକ): ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀର ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧା ବଢାଇଛି । ପେଟ୍ରୋଲ, ଡିଜେଲର ଦାମ ଏବେ ଆକାଶ ଛୁଆଁ ହୋଇଥିବା ବେଳେ ମୁଢ଼ି, ଗୁଡ଼, ଖଇ, ପ୍ରଭୃତି ଉପରେ ଜି.ଏସ.ଟି. ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ବିରୋଧ କରି ଆଜି…

ଦରଦାମ ବୃଦ୍ଧିକୁ ନେଇ ପୁରୀ ଜିଲ୍ଲା କଂଗ୍ରେସ କମିଟି ର ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ପୁରୀ (ଅନିମେଶ ପଟ୍ଟନାୟକ): ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧା ବଢାଇଛି । ପେଟ୍ରୋଲ, ଡିଜେଲର ଦାମ ଏବେ ଆକାଶ ଛୁଆଁ ହୋଇଥିବା ବେଳେ ମୁଢ଼ି, ଗୁଡ଼, ଖଇ, ପ୍ରଭୃତି ଉପରେ ଜି.ଏସ.ଟି. ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ବିରୋଧ କରି…

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମକାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ରାୟଗଡରୁ ସରୋଜ କୁମାର ସାହୁ: ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମlକାଙ୍କ ଗୁଣପୁରରୁ ବ୍ରହ୍ମପୁରକୁ ବଦଳି ହୋଇଥିବା ଯୋଗୁଁ ଆଜି ରାୟଗଡ ସଂସ୍କୃତି ଭବନ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ…