Sign in
Sign in
Recover your password.
A password will be e-mailed to you.
ମୋଦି ସରକାର ଙ୍କ ବିରୋଧ ରେ ଯୁବ କଂଗ୍ରେସ ର ଶୋଭାଯାତ୍ରା
ବାସୁଦେବପୁର(ପ୍ରତାପ ପାଢ଼ୀ) -ସବୁ କ୍ଷେତ୍ର ରେ ମୋଦି ସରକାର ଙ୍କ ବିଫଳତା ଦର୍ଶାଇ ଆଜି ବାସୁଦେବପୁର ରେ ଯୁବ କଂଗ୍ରେସ ପକ୍ଷ ରୁ ସ୍ଥାନୀୟ ବଜାର ରେ ଏକ ଶୋଭାଯାତ୍ରା କରା ଯାଇଛି। ଯୁବ କଂଗ୍ରେସ କର୍ମୀ ମାନେ ବିଭିନ୍ନ ନା ରା ବାଜି କରି ବଜାର ରେ ଏକ ଶୋଭାଯାତ୍ରା କରି ଶାନ୍ତି ପୂର୍ଣ୍ଣ ଭାବ…
ଏମିତି ବି ଦୁର୍ଘଟଣାରେ ମୃତ୍ୟୁ ଆସେ !!!
କାଦୁଅ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଚାଲିଗଲା ଜୀବନ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ନିକଟସ୍ଥ ମଣ୍ଡି ସମ୍ମୁଖରେ ଚାଷ କରୁଥିବା ସମୟରେ ଏକ ଟ୍ରାକ୍ଟର ଓଲଟି ଚାଳକ ଙ୍କର ମୃତ୍ୟୁ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଧରୋଲ ଗ୍ରାମର ପୂର୍ଣ ଚନ୍ଦ୍ର ରଣା…
ଶ୍ରାବଣ ର ଶେଷ ସୋମବାର ଅବସରରେ ରକ୍ତଦାନ ଶିବିର
ବାବାଙ୍କର ପୀଠ ରେ ୫୬ୟୁନିଟ୍ ରକ୍ତ ସଂଗୃହୀତ
ବରଗଡ :- ଭକ୍ତି ଓ ସେବା ର ନିଆରା ପରମ୍ପରା , ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ନିଷ୍ଠା ପରିବାର ତରଫରୁ ଅଷ୍ଠଶମ୍ଭୁ ପୀଠ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ଧାମ, ଗାଇସିମା, ବରଗଡ଼ ରେ ଶ୍ରାବଣର ଶେଷ ସୋମବାର ଅବସରରେ ଏକ ସ୍ବେଛାକୃତ…
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଏସ୍. ଆଶ୍ୱଥୀ
ଭୁବନେଶ୍ୱର : ଭାରତୀୟ ପ୍ରଶାସନକି ସେବାର ବରିଷ୍ଠ ଅଧିକାରୀ ଏସ୍. ଆଶ୍ୱଥୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବା ପରେ ଶାସନ ସଚିବ ଏସ୍. ଆଶ୍ୱଥୀ ବିଭାଗୀୟ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କୁ ତାଙ୍କ ଲୋକସେବା…
“କଂଗ୍ରେସ ସରକାର ଜାତୀୟ ସଂପଦ ସୃଷ୍ଟି କରିଥିଲେ, ବର୍ତ୍ତମାନର ସରକାର ବିକି ଚାଲିଛନ୍ତି”
୭୫ତମ ସ୍ୱାଧୀନତା ଦିବସର ପୂର୍ତି ପାଳନ ଅବସରରେ ଅଗଷ୍ଟ ୯-୧୪ ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସର ୭୫ କି.ମି. ପଦଯାତ୍ରା
" ଜାତୀୟ ପତାକା ଓ ଜାତୀୟ ସଂଗୀତକୁ ଅବମାନନା କରିଆସୁଥିବା ଲୋକ ଏବେ ଦେଶପ୍ରେମ ଶିଖାଉଛନ୍ତି"
"ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଦୁରଦୃଷ୍ଟି ସମ୍ପନ୍ନ…
ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲନରା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜି କଲନରା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷ ରାମଚନ୍ଦ୍ର ସାହୁ, ଜିଲ୍ଲା ମୁଖ୍ୟ…
ରାୟଗଡ ଠାରେ ୬୮ତମ ବନ୍ୟଜନ୍ତୁ ସମ୍ପଦ ୨୦୨୨ ପାଳନ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡରୁ ସରୋଜ କୁମାର ସାହୁ: ୬୮ତମ ବନ୍ୟଜନ୍ତୁ ସମ୍ପଦ ସପ୍ତାହ ୨୦୨୨ ପାଳନ ଅବସରରେ ରାୟଗଡ ସ୍ଥାନୀୟ ଜୟରାମଗୁଡା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ରାୟଗଡ ବନାଞ୍ଚଳ ତରଫରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାୟଗଡ଼ରେ ଥିବା ବିଭିନ୍ନ ବିଦ୍ୟାଳୟର…
ପ୍ରକାଶ ପାଇଲା ଯୁକ୍ତ-୨ କଳା ପରୀକ୍ଷା ଫଳ: ପାସ ହାର ୮୨.୧୦%
ଛାତ୍ରଙ୍କ ପାସ ହାର ୭୫.୦୮% ଏବଂ ଛାତ୍ରୀଙ୍କ ପାସ ହାର ୮୭.୪୫%
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ଯୁକ୍ତ-୨ କଳା ସ୍ରୋତର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ…
ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବା ପ୍ରଭାବିତ
ଭୁବନେଶ୍ୱର : ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ପରିସୀମା ମଧ୍ୟରେ ନାଗପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି 6 ରୁ 14 ଅଗଷ୍ଟ, 2022 ମଧ୍ୟରେ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ଏବଂ ଯାତ୍ରା ସମାପ୍ତ କରୁଥିବା କିଛି…
ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ
ଭୁବନେଶ୍ୱର : ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସଂଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ…