କଲ୍ୟାଣସିଂହପୁର ଡାଇରିଆ ଅଞ୍ଚଳ ରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପରିଦର୍ଶନ।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଓ ବୁଡ଼ାଗୁଡା ପଞ୍ଚାୟତରେ ଲାଗିରହିଥିବା ଡାଇରିଆ ଅଞ୍ଚଳକୁ ଆଜି ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଛନ୍ତି ।ସେ ପ୍ରଥମେ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେଠାରେ ଡାଇରିଆ ରେ…

କୁଳିଆ ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ;ସ୍କୁଲ ଛାତ୍ର ଛାତ୍ରୀ ଓ ପଥଚାରୀ ଗମନାଗମନରେ ବାଧକ;

ରାସ୍ତା ନିର୍ମାଣ କରିବା ନିମନ୍ତେ ପ୍ରଶାସନ ନିକଟରେ ଦାବି କଲେ ଗ୍ରାମବାସୀ ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମ ପଂଚାୟତ କଟକ ଚାନ୍ଦବାଲି ରାସ୍ତା ନିକଟରୁ କୁଳିଆ କାଶୀପୁର ୫ଟି ରୂପାନ୍ତରୀକରଣ ମୁକ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଗ୍ରାମ୍ୟ…

ହୃଦଘାତ ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବ ସଞ୍ଜୀବନୀ ଗ୍ୟାଜେଟ୍‌

କିମସ୍ ଡାକ୍ତରଙ୍କ ଅଭିନବ ଜୀବନ ରକ୍ଷାକାରୀ ଖୋଜ ଭୁବନେଶ୍ୱର: ଏଣିକି ହୃଦ୍‍ଘାତ ହୋଇଥିବା ରୋଗୀଙ୍କୁ ବଞ୍ଚାଇବା ସହଜ ହେବ । ସ୍ଥାନ, କାଳ ଓ ସମୟ ଭିତ୍ତିରେ ଅନେକ ବ୍ୟକ୍ତି ହୃଦ୍‍ଘାତର ସମ୍ମୁଖୀନ ହୋଇଥାନ୍ତି । ସେମାନଙ୍କୁ ଉପଯୁକ୍ତ ସମୟରେ ଡାକ୍ତରଖାନାରେ ପହଞ୍ôଚବା ପୂର୍ବରୁ ଅଧିକାଂଶ…

ଶ୍ରୀ ଏଲ.ଏନ.ଦାଶ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ଭୁବନେଶ୍ୱରର ନୂଆ ପ୍ରିନ୍‍ସିପାଲ ଭାବେ ଯୋଗଦେଲେ

ଭୁବନେଶ୍ୱର: ଆଦିତ୍ୟବିର୍ଲା ପବ୍ଲିକ ସ୍କୁଲ, ଭୁବନେଶ୍ୱରର ପ୍ରିନ୍‍ସିପାଲ ଭାବେ ଶ୍ରୀ ଏଲ.ଏନ.ଦାଶ ନୂଆ ଯୋଗଦେଲେ । ଶ୍ରୀ ଦାଶ ଏବିପିଏସ୍‍ ରାୟଗଡାର ପୂର୍ବତନ ପ୍ରିନ୍‍ସିପାଲ ଏବଂ ଜଣେ ଶିକ୍ଷକ ଏବଂ ପ୍ରିନ୍‍ସିପାଲ ଭାବରେ ତାଙ୍କର ୨୫ ବର୍ଷର ସମୃଦ୍ଧ ଅଭିଜ୍ଞତା ରହିଛି । ଶ୍ରୀ ଦାଶ ତାଙ୍କ…

ଝାରବନ୍ଧ ଥାନା ପକ୍ଷ ରୁ ଆମ ପୋଲିସ ସମିତି ବୈଠକ l

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ପକ୍ଷ ରୁ କୁରଲୁପାଲି ପଞ୍ଚାୟତ କୁରଲୁପାଲି ଗ୍ରାମ ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଥାନା ଅଧିକାରୀ ଦିଲୀପ ବେହେରା ଯୋଗ ଦେଇ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l…

ଝାରବନ୍ଧ ଥାନା ପକ୍ଷ ରୁ ଆମ ପୋଲିସ ସମିତି ବୈଠକ l

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ପକ୍ଷ ରୁ କୁରଲୁପାଲି ପଞ୍ଚାୟତ କୁରଲୁପାଲି ଗ୍ରାମ ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଥାନା ଅଧିକାରୀ ଦିଲୀପ ବେହେରା ଯୋଗ ଦେଇ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l…

ନିଜ ଗାଁ ବିଦ୍ୟାଳୟକୁ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଉନ୍ନୀତ ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତ ଲେଖିଲେ ରଶ୍ମିତା

ବିଜେପୁର୍ : ସରକାର ସମଗ୍ର ଶିକ୍ଷା କାର୍ଯକ୍ରମ ଯୋଜନାରେ ଚଳିତ ଶିକ୍ଷାବର୍ଷରୁ (୨୦୨୨-୨୩) ରେ ରାଜ୍ୟର ୫୭ ଟି ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି । ବରଗଡ ଜିଲ୍ଲାର କୌଣସି ବିଦ୍ୟାଳୟ ର ସ୍ଥାନ ଏହି ତାଲିକାରେ ନାହିଁ । ବରଗଡ ଜିଲ୍ଲା ବିଜେପୁର୍ ବ୍ଳକ୍ ଖରମୁଣ୍ଡା ପଞ୍ଚାୟତ ସ୍ଥିତ…

“ଓଡ଼ିଶା ମୋ ପରିବାର”ର ରାଜ୍ୟ ସଂଯୋଜକ ହେଲେ ମିହିର ରାୟ

ଭୁବନେଶ୍ଵର, ୫/୮: ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ "ଓଡ଼ିଶା ମୋ ପରିବାର"ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ "ଓଡ଼ିଶା ମୋ ପରିବାର"ର ଆବାହକ ଅରୂପ ପଟ୍ଟନାୟକ ଶ୍ରୀ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୈଷ୍ଣବ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

କ୍ଷୁଦ୍ର ଗଳ୍ପ ସଂକଳନ ‘ଶେଷ ଚିଠି’ ଓ ଆଧ୍ୟାତ୍ମିକଧର୍ମୀ ପୁସ୍ତକ ‘ଭାଗବତ କଥାମୃତ’ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ଶେଷ ଚିଠି ଓ ଭାଗବତ କଥାମୃତ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ…

ଜିଲ୍ଲାରେ ଗୋଟିଏ ମଧ୍ୟ ଝିଅ ସ୍କୁଲ ବାହାରେ ରହିବେ ନାହିଁ- ଜିଲ୍ଲପାଳ

ଜିଲ୍ଲରେ ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋରୀ ମାନଙ୍କୁ ସ୍କୁଲ ରେ ପୁନଃ ନାମଲେଖାଇବା ଉପରେ ଗୁରୁତ୍ୱାରୋପ  ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୋନପୁର ଜିଲ୍ଲାରେ ବାଲ୍ୟ ବିବାହ ତଥା କିଶୋରୀମାତୃତ୍ୱ କୁ ସମ୍ପୂର୍ଣ ବନ୍ଦ କରିବା ଉଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସୁବର୍ଣ୍ଣପୁର…