କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟୀତ୍ବ ଗ୍ରହଣ କଲେ ଅରବିନ୍ଦ ପାଢ଼ୀ

 କାର୍ଯ୍ୟକ୍ରମ ରୂପାୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ସହ ଦଳଗତ ମନୋଭାବ ନେଇ କାର୍ଯ୍ୟ ସଂପାଦନ ନିମନ୍ତେ ପରାମର୍ଶ  ଭୁବନେଶ୍ୱର (ଶାସକ ପ୍ରଶାସକ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି ଡ଼ଃ. ଅରବିନ୍ଦ କୁମାର ପାଢ଼ୀ | କୃଷି…

ଶିକ୍ଷକମ।ନେ ଶିକ୍ଷ।ଦ।ନକୁ ନିଜର ବ୍ରତ ଭ।ବରେ ଗ୍ରହଣ କରନ୍ତୁ: ଗଣଶିକ୍ଷ। ମନ୍ତ୍ରୀ ଶ୍ରୀ ଦ।ଶ

ଭୁବନେଶ୍ୱର :ଆଜି ପୂର୍ବ।ହ୍ନରେ ର।ଜ୍ୟ ବିଦ୍ୟ।ଳୟ ଓ ଗଣଶିକ୍ଷ। ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦ।ଶ ଭୁବନେଶ୍ୱର ସ୍ଥିତ ଲେମୋନ ଟ୍ରି ପ୍ରିମିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ର।ଜ୍ୟର ସମସ୍ତ ଜିଲ୍ଲ। ଶିକ୍ଷ। ଅଧିକ।ରୀ ଓ ଅତିରିକ୍ତ ଜିଲ୍ଲ। ଶିକ୍ଷ। ଅଧିକ।ରୀମ।ନଙ୍କ ଏକ ଦିନିକିଆ ସମିଳନୀରେ ମୁଖ୍ୟ…

ଦାରିଦ୍ର୍ୟ ସୀମାରେଖା ତଳର ମଣିଷ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ତୁମ୍ବାଅଣ୍ଢେଇସାହି ଗ୍ରାମରେ ରାମଚନ୍ଦ୍ର ଦାସ ନିଜ ସପରିବାରେ ବାସ କରନ୍ତି l ବୃତ୍ତିରେ ଜଣେ ଶ୍ରମିକ, ପରଘରେ ମୁଲଲାଗି ପରିବାରର ପେଟ ପାଟଣା ବୁଝିଥାନ୍ତି lପରିବାର କହିଲେ ୫ଜଣ ଲୋକ ନିଜର ଚାଷ ଜମିବି ନାହିଁ l ସବୁ ଜିନିଷ ପାଇଁ…

ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ କେର୍ମେଲାବାହାଲ ଠାରେ କାଉଡିଆ ସେବା ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ନୄସିଂହନାଥ ପିଠରେ ଜଳ ଉଠାଇବା ପାଇଁ କାଉଡିଆ ମାନଙ୍କ ସମାଗମ ହୋଇଥାଏ । ଶ୍ରାବଣ ମାସର ଶେଷ ସୋମବାର କାରଣରୁ ଶତାଧିକ କାଉଡିଆ ଆଖପାଖ ଅଞ୍ଚଳରୁ ଆସି ନୄସିଂହନାଥ ପିଠରୁ ଜଳ ନେଇ ନିଜ ଗାଁ ମନ୍ଦିରରେ ଜଳ ଲାଗି କରିଛନ୍ତି । ଚାପିଚାଲି କାଉଡିଆ ମାନେ…

କାଟାମାରାନ୍ ପକ୍ଷରୁ ଅଧ୍ୟକ୍ଷ ଓ ସଭାପତି ନିଯୁକ୍ତି ଘୋଷଣା

ଶ୍ରୀଯୁକ୍ତ ଏମ୍ ଡି ରଙ୍ଗନାଥ,  ଅଧ୍ୟକ୍ଷ , କାଟାମାରାନ୍ ଭୁବନେଶ୍ୱର: ଅଗ୍ରଣୀ ନିବେଶ ସଂସ୍ଥା କାଟାମାରାନ୍ ପକ୍ଷରୁ ଶ୍ରୀଯୁକ୍ତ ଏମ୍ ଡି ରଙ୍ଗନାଥଙ୍କୁ ଏହାର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ଗତ ତିନି ବର୍ଷ ଧରି କଂପାନିର ସଭାପତି ଭାବେ ଶ୍ରୀ ରଙ୍ଗନାଥ ସଂସ୍ଥାର ନିବେଶ ଅଭିବୃଦ୍ଧି ଓ…

ଟିପିଏସ୍ଓଡିଏଲ୍ କଲ୍ ସେଂଟର୍ ଗ୍ରାହକ ସେବାରେ ଉନ୍ନତି ଆଣିଛି

ଯେକୌଣସି ପ୍ରଶ୍ନ ଓ ଅଭିଯୋଗ ପାଇଁ ଗ୍ରାହକମାନେ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୬୭୯୭/ ୧୯୧୨ରେ କଲ୍ କରିପାରିବେ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)…

କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ ଦୁଇ ଦିନିଆ ‘କ୍ରିତନ୍ତୁଜା’ ପ୍ରଦର୍ଶନୀ ୨୦୨୨

ଭୁବନେଶ୍ୱର,: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରବିବାର କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ ଦୁଇ ଦିନିଆ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୨ ଉଦ୍‍ଘାଟିତ ହୋଇଯାଇଛି । ସେଫାଳୀ ଡିଜାଇନର୍‍ ହାଉସ୍‍ ଓ କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ମିଳିତ…

ପଦ୍ମପୁର ସହରର ଝାଙ୍କରପଡା ନିକଟସ୍ଥ ସରକାରୀ ଜମି ଜବରଦଖଲ ଉଛେଦ ଦାବି :ପ୍ରଶାସନ ପାଖରେ ଲିଖିତ ଜଣାଇଲେ ପଡାବାସୀ ।

ପଦ୍ମପୁର- ପଦ୍ମପୁର ସହରର ପଦ୍ମପୁର ବରଗଡ଼ ବିଜୁ ଏକ୍ସପ୍ରେସ ଓ୍ବେ ନିକଟବର୍ତ୍ତୀ ଏକ ସରକାରୀ ଜମିକୁ କିଛି ଲୋକ ନିଜ ଆୟତ୍ତକୁ ନେଇ ତାର ଦୁରୁପୋଯୋଗ କରୁଥିବା ବିରୋଧରେ ଆଜି ପଦ୍ମପୁର ଏନଏସିର ଝାଙ୍କରପଡା ବାସୀ ବିରୋଧ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପାଖରେ ଲିଖିତ…

ପଦ୍ମପୁର ସହରର ଝାଙ୍କରପଡା ନିକଟସ୍ଥ ସରକାରୀ ଜମି ଜବରଦଖଲ ଉଛେଦ ଦାବି :ପ୍ରଶାସନ ପାଖରେ ଲିଖିତ ଜଣାଇଲେ ପଡାବାସୀ ।

ପଦ୍ମପୁର- ପଦ୍ମପୁର ସହରର ପଦ୍ମପୁର ବରଗଡ଼ ବିଜୁ ଏକ୍ସପ୍ରେସ ଓ୍ବେ ନିକଟବର୍ତ୍ତୀ ଏକ ସରକାରୀ ଜମିକୁ କିଛି ଲୋକ ନିଜ ଆୟତ୍ତକୁ ନେଇ ତାର ଦୁରୁପୋଯୋଗ କରୁଥିବା ବିରୋଧରେ ଆଜି ପଦ୍ମପୁର ଏନଏସିର ଝାଙ୍କରପଡା ବାସୀ ବିରୋଧ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପାଖରେ ଲିଖିତ…

ଦରିଦ୍ରତାର ନିଚ୍ଛକ ପ୍ରତିଛବି

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ତୁମ୍ବାଅଣ୍ଢେଇସାହି ଗ୍ରାମରେ ବାସ କରନ୍ତି ବୃଦ୍ଧ କୃଷ୍ଣଚନ୍ଦ୍ର ସେନାପତି l ବୟସ ପ୍ରାୟ ୮୦ ପାଖାପାଖି l ମୁଲ ଲାଗିବା ଓ ପର ଘରେ କାମ କରିବାକୁ ସେ ସମ୍ପୂର୍ଣ ଅସମର୍ଥ l ରୋଜଗାର କହିଲେ ମାସିକ ଭର୍ତ୍ତା ଓ ରେସନ କାର୍ଡ ରେ…