ପ୍ରଫେସର୍ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟଙ୍କ ଦେହାନ୍ତରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ବିଶିଷ୍ଠ ଭାଷାବିତ୍ , ଅନୁବାଦକ , ପ୍ରାବନ୍ଧିକ , ସମାଲୋଚକ , ସାହିତ୍ୟିକ , ଶିକ୍ଷାବିତ ଆଜି ତାଙ୍କର ଦେହାନ୍ତରେ କେବଳ ଆମେ ନୁହେଁ ସାରା ଓଡ଼ିଶାବାସୀ ସ୍ତବ୍ଧ ନୀରବ ଚକିତ। ରାଜ୍ୟ ତଥା ଜାତୀୟ ସ୍ତରରେ ସେ ଅନେକ ଗୁଡ଼ିଏ ସମ୍ବର୍ଥାନାର ଅଧିକାରୀ ଅଟନ୍ତି।
ଉତ୍କଳ ହିତୈଷିଣୀ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ମୃତି ଚାରଣ କରାଯାଇଥିଲା। ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ବିନୋଦ ଚନ୍ଦ୍ର ଜେନା , ,ଡ଼କ୍ଟର କଲ୍ୟାଣୀ ମିଶ୍ର , ଭାଗବତ ପାଢ଼ୀ ,ସୁରେଶ ଚନ୍ଦ୍ର ଦାଶ , ଶରତ ଚନ୍ଦ୍ର ସାହୁ , ଆଶାଲତା ପାଣିଗ୍ରାହୀ , ବିଧାନ ଚୌଧୁରୀ ପ୍ରଭୃତି ଶୋକ ସଭାରେ ଯୋଦେଇଥିଲେ।

Leave A Reply

Your email address will not be published.