Sign in
Sign in
Recover your password.
A password will be e-mailed to you.
ସାମ୍ବାଦିକଙ୍କ ପାଇଁ ବୈଷୟିକ ଜ୍ଞାନ ଆହରଣ କର୍ମଶାଳା
ଭଦ୍ରକ : (ସତ୍ୟବ୍ରତ ନାୟକ) ସାମାଜିକ ଗଣମାଧ୍ୟମରେ ଖବର ପରିବେଷଣ ଏବେ ସାମ୍ବାଦିକତା କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଲାଭ କରିଥିଲେ ମଧ୍ୟ ଅନେକ ସମୟରେ ସମସ୍ୟା ସୃଷ୍ଟି କରିଛି।ଭ୍ରମାତ୍ମକ ସୂଚନା ପ୍ରଦାନ ଦ୍ୱାରା ଗଣମାଧ୍ୟମ ପ୍ରତି ବିଶ୍ଵାସ ଭଙ୍ଗ ହେଉଛି।ଏଣୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି…
“ପ୍ରଧାନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ହିସାବରେ ଦୁଇରେ ଦୁଇ ମିଶିଲେ ୨୨”
ମିଛ କହି ରାଜନୀତିରେ ସଫଳ ହୋଇପାର ହେଲେ ଆର୍ଥିକ ସ୍ଥିତି ସୁଧରିବ ନାହିଁ - ପଂଚାନନ କାନୁନଗୋ
ଦେଶର ଅଭିବୃଦ୍ଧି ଆଦୌ ୭.୨ ପ୍ରତିଶତ ଟପି ନାହିଁ କି ଟପିବ ନାହିଁ
ଭୁବନେଶ୍ୱର - ମିଛି କହି ରାଜନୀତିରେ ସଫଳ ହୋଇପାର ମାତ୍ର ମିଛ ଗଣିତରେ ଆର୍ଥିକ ସ୍ଥିତି ସୁଧରିବ ନାହିଁ ବୋଲି…
ପୋଲିସ କବଜାରେ 54 ଲକ୍ଷ ଟଙ୍କା ହଡପକାରୀ
ଲୋକଙ୍କ ସରଲତାର ସୁଯୋଗ ନେଇ ବ୍ୟାଙ୍କ ପାସବୁକ ରୁ ଠକି ନେଲେ ଟଙ୍କା
ପଇସା ଫେରି ପାଇବେତ ଜମାକାରୀ ?
ବରଗଡ :- ଆଠ ଗୋଟି ମାଇକ୍ରୋ ଫାଇନାନ୍ସ ଓ ବ୍ୟାଙ୍କ ର ସବ ଏଜେଣ୍ଟ ସହିତ ନିଜ ଘରେ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା ନାମରେ ଏକ…
ରକ୍ତଜୁଡୁବୁଡୁ ଅବସ୍ଥାରେ ପ୍ରେମିଯୁଗଳଙ୍କ ଶରୀର : ପ୍ରେମିକା ମୃତ, ପ୍ରେମିକ ଗୁରୁତର
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳ ଉଷାପଡା ନିକଟରେ ନିର୍ମାଧୀନ ଶ୍ରମିକ ଭାବରେ କାମ କରୁଥିବାବେଳେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି |ଉକ୍ତ ଅଞ୍ଚଳ ନିକଟରୁ ରକ୍ତଜୁଡୁ ବୁଡୁ ଅବସ୍ଥାରେ ଦୁଇଜଣଙ୍କ ଶରୀର ଦେଖିବାକୁ ମିଳିଥିଲା…
କୋର୍ଟର ଜୁନିଅର କ୍ଲର୍କଙ୍କୁ ଛାଡିଲେ ନାହିଁ ଲୁଟେରା, ଆହତ ଅବସ୍ଥାରେ ତଣ୍ଟି ଚିପି ଲୁଟିଲେ
ଭଦ୍ରକ:(ସତ୍ୟବ୍ରତ ନାୟକ ) କୋର୍ଟର ମହିଳା କିରାଣୀଙ୍କୁ ଛାଡିଲେ ନାହିଁ ଲୁଟେରା । ଛିନତାଇ ବେଳେ ଗାଡିରୁ ପଡି ରକ୍ତାକ୍ତ ହୋଇଥିବା ମହିଳାଙ୍କ ତଣ୍ଟି ଚିପି ଲୁଟିନେଲେ ଭ୍ୟାନିଟି ବ୍ୟାଗ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଗୋପବନ୍ଧୁ ନଗର…
ଜାତୀୟ ଥାଙ୍ଗ-ଟା ପ୍ରଶିକ୍ଷକ ଓ ଟି.ଏସ.ଆର୍ କର୍ମଶାଳା – ଓଡିଶା କୁ ପ୍ରତିନିଧତ୍ଵ କଲେ ରୁପେସ କୁମାର ଅଧିକାରୀ
ବରଗଡ: ଥାଙ୍ଗ-ଟା ଫେଡେରେସନ ଅଫ ଇଣ୍ଡିଆ ନିମନ୍ତ୍ରଣକ୍ରମେ; ଓଡିଶା ଥାଙ୍ଗ ଟା ଆସୋସିଏସନ୍ (ଯାହାକି ଓଡିଶା ଅଲମ୍ପିକ୍ସ ଆସୋସିଏସନ୍ ଦ୍ଵାରା ସ୍ଵୀକୃତ)ପକ୍ଷରୁ ବରିଷ୍ଠ ସହ ପ୍ରଶିକ୍ଷକ ଶ୍ରୀ ରୁପେଶ କୁମାର ଅଧିକାରୀ ଓଡିଶା ତରଫ ରୁ ଜାତୀୟ ଥାଙ୍ଗ-ଟା ପ୍ରଶିକ୍ଷକ ଓ "ଟି.ଏସ.ଆର୍" କାର୍ମଶାଳା ରେ…
ସ୍ତ୍ରୀଙ୍କ ଦଶାହରେ ସ୍ୱାମୀ ମୃତ୍ୟୁ ଘଟଣା, ଦୁଇ ପିଲାଙ୍କ ଦାୟିତ୍ୱ ନେବ ଜିଲ୍ଲା ପ୍ରଶାସନ
ଭଦ୍ରକ : (ସତ୍ୟବ୍ରତ ନାୟକ): ସ୍ତ୍ରୀଙ୍କ ଦଶାହରେ ସ୍ୱାମୀ ମୃତ ଘଟଣା । ଦୁଇ ଅନାଥ ପିଲାଙ୍କର ଦାୟିତ୍ୱ ନେବ ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏନେଇ ସୂଚନା ଦେଇଛନ୍ତି । ଶୁଦ୍ଧିକ୍ରିୟା ପାଇଁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁର କରାଯାଇଛି ।…
ନୂତନ ଏସଡିପିଓ ପ୍ରଶାନ୍ତ ମାଝୀଙ୍କୁ ସାକ୍ଷାତ କଲେ ରାହାମା ବଜାର କମିଟି ପ୍ରତିନିଧି ମଣ୍ଡଳୀ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ନୂତନ ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମାଝୀ ଏସଡିପିଓ ଦାୟିତ୍ୱ ଗ୍ରହଣ କରିଅଛନ୍ତି l ଏହି ଅବସରରେ ବଜାର କମିଟି ରାହାମା ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ସୌଜନ୍ୟମୂଳକ ସାକ୍ଷାତ କରି ଶୁଭେଚ୍ଛା…
ନାରିସୀମା ଗ୍ରାମରୁ ଚୋରି
ଜଗତସିଂହପୁର -ନାଉଗାଁ ପ୍ରିତିରଞ୍ଜନ ଦାସ :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାରିସୀମା ଗ୍ରାମର ସବିତା ଦାସ ସ୍ୱାମୀ -ବାପି ଦାସ ଘରୁ ଚୋରି ହୋଇ ଥିବାରୁ ନାଉଗାଁ ଥାନା ରେ ଅଭିଯୋଗ କରିଛନ୍ତି କେଶ ନମ୍ବର ୧୯୫ ରୁଜୁ କରାଯାଇଛି |ସେହି ଗ୍ରାମର ଆଉ ଦୁଇ ଜଣ ପ୍ରହ୍ଲାଦ ଦାସ,…
ରୋଟାରୀ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ସ୍ଥାପନା ଦିବସ ଜଗଦା ସରସ୍ୱତୀ ଶିଶୁ ମନ୍ଦିର ଠାରେ ପାଳିତ
ରାଉରକେଲା,(ବସନ୍ତ କୁମାର ଜେନା); ଜଗଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରୋଟାରୀ କ୍ଲବ ଷ୍ଟିଲ ସିଟି ପରିଚାଳିତ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିର ର…