ନୂଆଁଖାଇ ଭେଟ୍ ଘାଟ୍ ପାଇଁ ସମ୍ବଲପୁରୀ ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା

https://youtu.be/zDRLkf7flpw ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୂଆଁଖାଇ ଭେଟ୍ ଘାଟ୍ ପାଇଁ ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ପକ୍ଷରୁ ଏକ ସମ୍ବଲପୁରୀ ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ବିଜୟ କ୍ଲବ ପରିସରରେ…

ସମ୍ ଅଲ୍ଟିମେଟ ମେଡିକେୟାରରେ ପୁଣି ଜଣେ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଚିକିତ୍ସା ପର୍ଯ୍ୟଟନକୁ ନେଇ ଓଡ଼ିଶାରେ ନୂତନ ଦିଗ ଉନ୍ମୁକ୍ତ କରିବା ଧାରାରେ ସମ୍ ଅଲ୍ଟିମେଟ ମେଡିକେୟାରରେ ପୁଣି ଜଣେ ୬୫ ବର୍ଷ ବୟସ୍କ ଇରାକୀ ନାଗରିକଙ୍କ ସଫଳ ଚିକିତ୍ସା ସମ୍ପନ୍ନ ହୋଇଛି । ସଂପୃକ୍ତ ରୋଗୀ ଜଣକ ସେଂଟ୍ରାଲ୍ ସ୍କଲ ବେସ୍ ଓଷ୍ଟିଓମାଇଲିଟିଜ୍ ସମସ୍ୟାରେ ପୀଡ଼ିତ ଥିବା…

କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ

ବ୍ରହ୍ମପୁରର ସିଟି ହାଇସ୍କୁଲ୍ ରୋଡ୍‌ରେ ନୂଆ ସୋ’ରୁମ୍ ସହ ଏହି ଅଂଚଳରେ ସପ୍ତମ ବାର୍ଷିକୀ ପାଳନ ଉତ୍କୃଷ୍ଟ ଗହଣା ଡିଜାଇନ୍ ସହ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଉତ୍ସବ ଭାବର ପାଳନ ଭୁବନେଶ୍ୱର: ଭାରତର ସର୍ବବୃହତ ଗହଣା କଂପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର…

ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତିକୁ ନେଇ ସୋଆରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର,: ନୂତନ ଶିକ୍ଷାନୀତି ଅନୁଯାୟୀ ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଏକତ୍ରିତ ହୋଇଥିଲେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ବିଶିଷ୍ଟି ଶିକ୍ଷାବିତ୍ ଏବଂ ସ୍ୱନାମଧନ୍ୟ ବିଶ୍ୱବିଦ୍ୟାଳୟର କୁଳପତି । ସୋଆରେ…

ବୈକୁଣ୍ଠନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମୁଦୁପୁର ସ୍ଥିତ ବୈକୁଣ୍ଠନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ପାଲ ଙ୍କ ସଭାପତିତ୍ୱ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ…

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ନୂଆଖାଇ ଭେଟଘାଟ

ନବରଙ୍ଗପୁର/ ଅଶୋକ ସାହୁ : ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡାକ୍ତର କମଳଲୋଚନ ମିଶ୍ର, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ପୌର…

ଗାଁ ମୁହାଁ ବନ୍ୟପ୍ରାଣୀ ; ଘର୍ ଭିତରେ ପଶି ମହିଳାଙ୍କୁ ଆକ୍ରମଣ କଲା ବାରହା

ଭଞ୍ଜନଗର : ଗାଁ ମୁହାଁ ହେବାରେ ଲାଗିଛନ୍ତି ବନ୍ୟପ୍ରାଣୀ। ଘଞ୍ଚ ଜଙ୍ଗଲ ପଦା ହେବା,ଜଙ୍ଗଲ ଭିତରେ ଲୋକଙ୍କ ଅବାଧ ପ୍ରବେଶ ଏବଂ ଖାଦ୍ୟ ଅଭାବରୁ ଅନେକ ବନ୍ୟପ୍ରାଣୀ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଅଭିମୁଖେ ଆସି ଫସଲ ନଷ୍ଟ କରିବା ସହ ମଣିଷ ସହିତ ମୁହାଁମୁହିଁ ହେଉଛନ୍ତି। ଉତ୍ତର ଘୁମୁସର ବନଖଣ୍ଡ…

ଧରାପଡିଲା ଶଙ୍କରା

ଚୋରା ଗାଡି ସମେତ ବନ୍ଧକ ଗାଡି ଉଦ୍ଧାର : ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କଲେ ଏସଡ଼ିପିଓ l (ମାହାଙ୍ଗା-ଶାସକ ପ୍ରଶାସକ) ଗ୍ରାମାଞ୍ଚଳ ରେ ପ୍ରଭାବ ବିସ୍ତାର କରିଥିବା ତଥାକଥିତ ପ୍ରଭାକର ଓରଫ ଶଙ୍କରା ଙ୍କୁ ଗିରଫ କରିଛି ପୋଲିସ l ଚୋରା ତଥା ବନ୍ଧକ ଗାଡି କାରବାରରେ ଲିପ୍ତଥିବା…

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିଃ.ର 43 ତମ ପ୍ରତିଷ୍ଠା ଦିବସ ପାଳିତ

ଓଟିଡିସିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆହ୍ୱାନ ଭୁବନେଶ୍ୱର: ୧୯୭୯ ମସିହାରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସ୍ଥାପିତ ହୋଇଥିଲା । ନିଗମ ସ୍ଥାପନର ଉଦ୍ଦେଶ୍ୟ, ଏହାର କାର୍ଯ୍ୟରେ ଉନ୍ନତି ସାଙ୍ଗକୁ ବିଭିନ୍ନ ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ…

ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ଦ୍ୱାରା ଡୁଏଲ୍ ସିଷ୍ଟମ୍ ଟ୍ରେନିଂ

କୋଇଡା  ; ଆର୍ସଲରମିତଲ୍ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ) ଏହାର ଦକ୍ଷତା ଉନ୍ନୟନ କାର୍ଯକ୍ରମ ଅଧିନରେ ଏକ ସିଏସ୍‌ଆର୍ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ଯାଇ ସରକାରୀ ଶିଳ୍ପ ତାଲିମ୍ ପ୍ରତିଷ୍ଠାନ, କୋଇଡା ସହ ବୁଝାମଣା ପତ୍ର ତଥା ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ଷ୍ଟୋନ୍…